Latest Odisha News

BREAKING NEWS

Yearly Archives

2023

କୁନି ଲେଖକ: ୪ ବର୍ଷ ବୟସରେ ବହି ଲେଖି ଚର୍ଚ୍ଚାରେ

ଆବୁଧାବି: କୁହାଯାଏ ବଡ଼ ଲୋକଙ୍କ ତୁଳନାରେ ଛୋଟ ପିଲାମାନଙ୍କର ସ୍ମୃତିଶକ୍ତି ପ୍ରଖର । ବିଶେଷକରି ଜନ୍ମରୁ ୧୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ କ୍ଷେତ୍ରରେ ଦୃତଭାବେ ସ୍ମୃତିଶକ୍ତି ବୃଦ୍ଧି ପାଇଥାଏ । ଏହିସମୟ ଭିତରେ ସେମାନେ ଅଧିକାଂଶ କଥାକୁ ମନେ ରଖିବା ସହ ଅସମ୍ଭବ କଥାକୁ ସମ୍ଭବ କରିଥାନ୍ତି ।…

ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ପରାସ୍ତ କଲା ଗୁଜରାଟ ଟାଇଟାନ୍ସ

ଅହମ୍ମଦାବାଦ: ଚଳିତ ଆଇପିଏଲର ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୭୯ ରନ୍ କରିଥିଲା। ଏହାର ଜବାବରେ ଗୁଜୁରାଟ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିଛି। ଗୁଜରାଟ ପାଇଁ ଶୁଭମନ ଚମତ୍କାର ପ୍ରଦର୍ଶନ କରିଥିଲେ।…

ଅଟୋ ରିକ୍ସା ପାଲଟିଲା ସୌଖୀନ କାର : ବଟନ ଚିପିଲେ ଖୋଲୁଛି ଛାତ

କେରଳ: ସୌଖୀନ କାର ଚଢିବା ପାଇଁ କାହାର ବା ଆଗ୍ରହ ନ ଥାଏ । କିନ୍ତୁ ସମସ୍ତଙ୍କୁ ଏହି ସୁଯୋଗ ମିଳେ ନାହିଁ । ନିଜ ସିମୀତ ସମ୍ବଳ ଭିତରେ ଲୋକମାନେ ଗାଡ଼ି କିଣିବାକୁ ଏକ ପ୍ରକାର ବାଧ୍ୟ ହୋଇଥାନ୍ତି । ତେବେ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କର ସୌଖୀନ କାରକୁ କିଣିବା ପାଇଁ ସମ୍ବଳ ନ ଥିବା ବେଳେ…

ଗ୍ରାମାଞ୍ଚଳର ମହିଳାଙ୍କୁ ସଶକ୍ତ କରାଇବାକୁ ଡାଲମିଆ ସିମେଣ୍ଟର ‘ଜୀବିକା’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ ଗ୍ରାମାଞ୍ଚଳର ମହିଳାଙ୍କୁ ସଶକ୍ତ କରିବ । ୧୦ ଲକ୍ଷ ମହିଳାଙ୍କୁ ‘ଜୀବିକା’ କାର୍ଯ୍ୟକ୍ରମ ମାଧ୍ଯମରେ ସଶକ୍ତ କରାଇବାକୁ ଡାଲମିଆ ସିମେଣ୍ଟ ଛତୁ ଚାଷ ଶିକ୍ଷା ଦେବ । ଛତୁ ଚାଷରେ କମ୍ ଖର୍ଚ୍ଚ ହେଉଥିବା ବେଳେ ଅଧିକ ଲାଭ ମିଳିଥାଏ । ଏହା ଏକ କୃଷି…

ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କଥା କହି ରାଜ୍ୟ ସରକାର ତଥା ଶାସକ ଦଳ ବିରୋଧରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାର ଓ ଶାସକ ଦଳର ନେତାଙ୍କୁ ଓଡ଼ିଶାର ଅପରାଧ ଓ ଅନ୍ୟାନ୍ୟ ସମସ୍ୟା ନେଇ ଆମ ଦଳ ପକ୍ଷରୁ ପ୍ରଶ୍ନ ପଚାରିଲେ ରାଜନୀତି…

ରମାଦେବୀ ବିଶ୍ୱବିଦ୍ୟାଳୟରେ ‘ପଠନର ଆନନ୍ଦ ଏବଂ ଶକ୍ତି’ ଉପରେ ଆଲୋଚନା

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ 'ପଠନର ଆନନ୍ଦ ଏବଂ ଶକ୍ତି' ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ଲେଖକ ତଥା ସମାଲୋଚକ ଚନ୍ଦ୍ରହାସ ଚୌଧୁରୀ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ ‘ପଠନ' ମନୁଷ୍ଯ ଜୀବନର ଏକ ଆବଶ୍ୟକତା ବୋଲି ଦର୍ଶାଇଥିଲେ । ସେ ନିଜ…

ନକଲି ଆଡମିଟ୍ କାର୍ଡ ପାଇଁ ୩ ନର୍ସିଂ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ

ଅନୁଗୁଳ: ନକଲି ସାର୍ଟିଫିକେଟ୍, ନକଲି କଲେଜ ବିଶ୍ୱବିଦ୍ୟାଳୟ ପରେ ଏବେ ନକଲି ଆଡମିଟ୍ କାର୍ଡ ସାମ୍ନାକୁ ଆସିଛି । ଆଉ ଏହି ନକଲି ଆଡମିଟ୍ କାର୍ଡ ଲାଗି ତିନି ତିନି ଜଣ ନର୍ସିଂ ଛାତ୍ରୀ ପ୍ରଥମେ ପ୍ରତିବାଦ କରିବା ପରେ ଜୀବନ ହାରିବାକୁ ବସିଥିବା ବେଳେ ପୋଲିସ ଉଦ୍ଧାର କରିଛି । ଏଭଳି ଘଟଣା…

ନିୟମିତ ଦାବି, ଏପ୍ରିଲ ୩ରେ ଧାରଣା ଦେବ ସିବିଟି ଶିକ୍ଷକ ସଂଘ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକମାନେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୁବନେଶ୍ୱରରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାରୀ ଉଚ୍ଚ ବିଦ୍ୟାଳୟ ସିବିଟି ଶିକ୍ଷକ ସଂଘ (ମିଳିତ ମଞ୍ଚ ୨୦୧୬ରୁ ୨୦୨୨) ଶୁକ୍ରବାର ଏହି ସୂଚନା ଦେଇଛି। ରାଜ୍ୟ ସରକାର ଗତବର୍ଷ ଅକ୍ଟୋବର…

୩୬୯ କୋଟି ଟଙ୍କାରେ ବିକ୍ରି ହେଲା ଟ୍ରିପ୍ଲେକ୍ସ ଆପାର୍ଟମେଂଟ

ନୂଆଦିଲ୍ଲୀ: ଦକ୍ଷିଣ ମୁମ୍ବାଇର ମାଲାବାର ହିଲରେ ଥିବା ଟ୍ରିପ୍ଲେକ୍ସ ଆପାର୍ଟମେଂଟ ଆଜି ରେକର୍ଡ ଦରରେ ବିକ୍ରି ହୋଇଛି । ଭାରତର ସବୁଠାରୁ ଦାମୀ ଆପାର୍ଟମେଂଟକୁ ଫେମି କେୟାରର ପ୍ରତିଷ୍ଠାତା ଜେିପି ଟାପାରିଆ ପରିବାର ୩୬୯ କୋଟି ଟଙ୍କାରେ ମାକ୍ରୋଟେକ ଡେଭଲପର୍ସଙ୍କଠାରୁ କ୍ରୟ କରିଛନ୍ତି । ୧.୦୮…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓସ୍କାର ବିଜେତା

ନୂଆଦିଲ୍ଲୀ : ଓସ୍କାର ବିଜେତା ଫିଲ୍ମ ‘ଦି ଏଲିଫ୍ୟାଣ୍ଟ ହ୍ୱିସ୍‌ପର’ର ନିର୍ମାତା ଗୁନିତ ମୋଙ୍ଗା ଏବଂ ନିର୍ଦ୍ଦେଶକ କାର୍ତ୍ତିକି ଗୋନସାଲଭେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ ଯୋଗେ ସାକ୍ଷାତ ସମୟର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ସେ…