Latest Odisha News

BREAKING NEWS

Yearly Archives

2023

ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଆଉ ନେଇ ହେବନି ସିମ୍ କାର୍ଡ ! ସାଇବର ଅପରାଧ ଉପରେ ରୋକ୍ ଲଗାଇବାକୁ UIDAIର…

ନୂଆଦିଲ୍ଲୀ : ପ୍ରତିଦିନ ଆଗକୁ ଆସୁଛି ଆଧାର କାର୍ଡ ଜନିତ ସାଇବର ଠକାମି ଓ ଅପରାଧ । ଆଉ ସାଇବର ଠକାମି କରିବାରେ ମୋବାଇଲ ସିମ୍ କାର୍ଡର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେଣୁ ଲୋକଙ୍କୁ ଚୂନା ଲଗାଇବାକୁ ଏମାନେ ପ୍ରଥମେ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଦୋକାନରୁ ସିମ୍ କାର୍ଡ…

ନୂତନ ରେଳପଥରେ ଚାଲିଗଲା ପ୍ରଥମ ଜୀବନ

ଢେଙ୍କାନାଳ: ଗତ କିଛି ଦିନ ହେବ ଅନୁଗୁଳ-ସୁକିନ୍ଦା ନୂତନ ରେଳପଥରେ ଗଡିଥିଲା ପ୍ରଥମ ଟ୍ରେନ । ଆଉ ଏହି ନୂଆ ରେଳପଥରେ ଆଜି ଚାଲିଗଲା ପ୍ରଥମ ଜୀବନ । ଟ୍ରେନ ଧକ୍କାରେ ଜଣେ ୪୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ  ଘଟିଛି। ମୃତ ମହିଳା ଜଣକ ହେଲେ  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ…

କିଏ ସେହି ଫ୍ୟାନ୍ ଯାହାକୁ ‘ଶହେନଶାହ’ ଜ୍ୟାକେଟ ଉପହାର ଦେଲେ ବିଗ ବି ?

ମୁମ୍ବାଇ:‘ଶହେନଶାହ’ ଶବ୍ଦ ମନେ ପଡିଲେ ଆଖି ଆଗରେ ଭାସିଯାଏ ଷ୍ଟିଲ ହାତ ଲାଗି ବ୍ଲାକ ଜାକେଟ ପିନ୍ଧିଥିବା   ଅମିତାଭ ବଚ୍ଚନଙ୍କ ସେଇ ରୁକ୍ଷ, ଗମ୍ଭୀର ଚେହେରା । ଶହେନଶାହର ବିଶେଷତ୍ୱ ଥିଲା ସେହି କଳାରଙ୍ଗ ଷ୍ଟିଲହାତର ଡ୍ରେସ । ସବୁଠାରୁ ମଜା କଥା ହେଉଛି ଏହି ଡ୍ରେସକୁ ଅମିତାଭ କଲେ କ’ଣ ?…

ବର୍ଷାଙ୍କୁ ହାଇକୋର୍ଟଙ୍କ ଝଟକା ! ସୋସିଆଲ ମିଡିଆରେ ଅନୁଭବଙ୍କ ଟିପଣୀ ପ୍ରସଙ୍ଗରେ ଆବେଦନ ଖାରଜ

କଟକ : ସୋସିଆଲ ମିଡିଆ ବିବାଦ ପ୍ରସଙ୍ଗରେ ବର୍ଷାଙ୍କ ରିଟ ପିଟିସନକୁ ବୁଧବାର ଖାରଜ କରିଛନ୍ତି ହାଇକୋର୍ଟ । ସୋସିଆଲ ମିଡିଆରେ ସ୍ୱାମୀ ଅନୁଭବ ମହାନ୍ତି ରଖୁଥିବା ବିବାଦୀୟ ମନ୍ତବ୍ୟକୁ ନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାୟର କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିଭିନ୍ନ ସମୟରେ…

ଡବ୍ଲ୍ୟୁପିଏଲ: ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର ଉଦଘାଟନୀ ସଂସ୍କରଣରେ ପ୍ରଥମ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପ୍ରବେଶ କରିଛି । ଏ ପର୍ଯ୍ୟନ୍ତ ଲିଗ ପର୍ଯ୍ୟାୟର ସମସ୍ତ ମୁକାବିଲାରେ ଦଳ ଭଲ ପ୍ରଦର୍ଶନ କରି ଆସିଛି । ମାର୍ଚ୍ଚ ୨୬ରେ ଫାଇନାଲ ମ୍ୟାଚ ଖେଳାଯିବ । ମାର୍ଚ୍ଚ ୨୪ରେ ମୁମ୍ବାଇ…

ମାରୁତିର ଏହି କାର ଦେଇଥାଏ ୩୫ କିଲୋମିଟରର ମାଇଲେଜ

ନୂଆଦିଲ୍ଲୀ:ଆଜିକାଲି ପେଟ୍ରୋଲ ମୂଲ୍ୟ ଦିନକୁଦିନ ବଢୁଥିବାବେଳେ ମଧ୍ୟବିତ୍ତ ପରିବାରଟିଏ ଏମିତି ଏକ କାର ଖୋଜିଥାଏ ଯାହାକି ଭଲ ମାଇଲେଜ ଦେଇପାରିବ । ତେବେ ଭଲ ମାଇଲେଜ ସାଙ୍ଗକୁ ଭଲ ସର୍ଭିସିଂ ମଧ୍ୟ ମିଳୁଥିବା କାରକୁ ଲୋକ ଅଧିକ ପସନ୍ଦ କରନ୍ତି । ଆଉ ଭାରତରେ ମାରୁତି ସୁଜୁକି ନିଜର ସ୍ୱତନ୍ତ୍ର…

ଆଧାର-ଭୋଟର ଲିଙ୍କ ସମୟ ସୀମା ବର୍ଷେ ଘୁଞ୍ଚିଲା; ଜାଣନ୍ତୁ, କେମିତି କରିବେ ଲିଙ୍କ

ଭୁବନେଶ୍ୱର: ସ। ମାର୍ଚ୍ଚ ୩୧ ତାରିଖ ୨୦୨୪ ପର୍ଯ୍ୟନ୍ତ ପୁଣି ବଢିଲା ଅବଧି । ଅଧିକାରୀକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆଧାର-ଭୋଟର ଲିଙ୍କ ପାଇଁ ଲୋକଙ୍କୁ ପୁଣି ଏକ ବର୍ଷ ସମୟ ଦିଆଯାଇଛି । ଏହି ସମୟସୀମା ଭିତରେ ଠିକ ଭାବେ ସମସ୍ତଙ୍କୁ ଆଧାର-ଭୋଟର ଲିଙ୍କ କରାଇବାକୁ ପଡିବ ବୋଲି…

ମହିଳା ବକ୍ସିଂ ଚାମ୍ପିୟନଶିପ: ନିଖତ, ନୀତୁ, ମନୀଷା କ୍ୱାର୍ଟରରେ

ନୂଆଦିଲ୍ଲୀ: ଟାଇଟଲ ଫେଭରାଇଟ ନିଖତ ଜରୀନଙ୍କ ସମେତ ଭାରତର ୩ ବକ୍ସର ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଚାମ୍ପିୟନ ନିଖତ ୫୦ କିଗ୍ରା କାଟାଗୋରୀର ପ୍ରି-କ୍ୱାର୍ଟର ମୁକାବିଲାରେ ମେକ୍ସିକୋର ଫାତିମା ହେରାରାଙ୍କୁ ସହଜରେ ପରାସ୍ତ କରିଥିଲେ ।…

ଏଚପି ଭାରତରେ ଲଂଚ କଲା ଏରୋ ୧୩ ନୋଟବୁକ, ଥରେ ଚାର୍ଜ କଲେ ଚାଲିପାରିବ ୧୧ ଘଣ୍ଟା

ନୂଆଦିଲ୍ଲୀ: ଲାପଟପ ଓ ଡେସ୍କଟପ ସହ ପ୍ରିଣ୍ଟର ନିର୍ମାଣ କରୁଥିବା ଏଚପି ଭାରତରେ ପାଭିଲିୟନ୍ ଏରୋ ୧୩ ନୋଟବୁକ୍ ନାମକ ଲାପଟପ ଲଞ୍ଚ କରିଛି । ଏଏମଡି ରାଇଜେନ ୭ ପ୍ରୋସେସର ଏବଂ ରେଡିୟୋନ ଗ୍ରାଫିକ୍ସ ସହିତ ଆସୁଥିବା ଏହି ଲାପଟପ ନୂତନ ପିଢ଼ିର ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି, ଯାହାକୁ…

ଡାଟା ଚୋରି ଭୟ: କର୍ମଚାରୀଙ୍କୁ ଟିକ୍‌ଟକ୍ ଆପ୍ ଡିଲିଟ୍ କରିବାକୁ କହିଲା ବିବିସି

ନୂଆଦିଲ୍ଲୀ: ଟିକ୍‌ଟକ୍ ଆପ୍ ଉପରେ ଯାସୁଶୀ ଅଭିଯୋଗରେ ବିଭିନ୍ନ ଦେଶରେ କାର୍ଯ୍ୟାନୁଷ୍ଠାନ ହେବା ପରେ ବିବିସି ମଧ୍ୟ ଏହାର କର୍ମଚାରୀଙ୍କୁ ଆପ୍ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଡାଟା ଚୋରି ହେଉଥିବା ଅଭିଯୋଗ ପରେ ସୋମବାର ବିବିସି ଏହି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ବ୍ୟାବସାୟ…