ଲୁହା ଚକ ନଥାଇ ସବୁଠାରୁ ଦ୍ରୁତ ବେଗରେ ଚାଲେ ଏହି ଟ୍ରେନ
ନୂଆଦିଲ୍ଲୀ: ଏହି ଟ୍ରେନରେ ନାହିଁ ଚକ । ଆଉ ସବୁଠାରୁ ଦ୍ରୁତତମ ବେଗରେ ଚାଲେ ଏହି ଟ୍ରେନ । କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ସତ । ବାସ୍ତବରେ ଆଜି ଆମେ ଆପଣଙ୍କୁ ଦୁନିଆର ଦ୍ରୁତତମ ଟ୍ରେନ୍ ବିଷୟରେ କହିବୁ, ଯାହାର ବେଗ ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଦୁନିଆର ଦ୍ରୁତତମ…