Latest Odisha News

BREAKING NEWS

Yearly Archives

2023

ଇ-ସାଇକେଲ ଲଂଚ କଲା କାର ନିର୍ମାତା ‘ଅଡ଼ି’

ନ୍ୟୁୟର୍କ: ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଇ-ସାଇକେଲକୁ ନେଇ କ୍ରେଜ୍ ବଢ଼ିବାରେ ଲାଗିଛି । ବିଶେଷ କରି ଡିଜାଇନ ସାଙ୍ଗକୁ ଅଳ୍ପ ପରିଶ୍ରମରେ ଏହି ସାଇକେଲ ଚଳାଇହେଉଥିବାରୁ ଏବେ ଅଧିକାଂଶ ଯୁବପିଢ଼ି ଇ-ସାଇକେଲକୁ ଆପଣାଉଛନ୍ତି । ଏହାକୁ ନଜରରେ ରଖି କାର ନିର୍ମାତା ଅଡି ଏହାର ଇ-ସାଇକେଲ ଲଂଚ…

ଓସ୍କାର ପୁରସ୍କାର ପାଇଁ ବାଲୁକା କଳାରେ ଶୁଭେଚ୍ଛା

ପୁରୀ : ଚଳିତ ବର୍ଷ ଭାରତୀୟ ସିନେମା ପାଇଁ ସଫଳତାର ବର୍ଷ । ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି ‘RRR’ ଫିଲ୍ମର ନାଟୁ ନାଟୁ ଗୀତ ଏବଂ  ଚଳଚ୍ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସପରର୍ସ’ । ‘RRR’ ଫିଲ୍ମର ନାଟୁ ନାଟୁ ଗୀତକୁ ଓରିଜିନାଲ ଗୀତ ବର୍ଗରେ ଏବଂ ଚଳଚ୍ଚିତ୍ର ‘…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଆଲ୍ଲାହାବାଦ ହାଇକୋର୍ଟ ପରିସରରୁ ହଟିବ ମସଜିଦ

ନୂଆଦିଲ୍ଲୀ: ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଥିବା ମସଜିଦକୁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଲିଜ୍ ସମ୍ପତ୍ତି ଉପରେ ନିର୍ମିତ ହୋଇଥିବାରୁ ହଟାଇବାକୁ ଦେଲେ ନିର୍ଦ୍ଦେଶ । ଏନେଇ ୩ ମାସ ଭିତରେ ହଟାଇବାକୁ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ୍…

‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ର ଲାଭ ନେଉଛି କିଏ ?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ ହାନୀର କ୍ଷତିପୁରଣ ପାଇଁ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ମାଧ୍ୟମରେ ଚାଷୀମାନଙ୍କୁ ଯେପରି ରଙ୍ଗୀନ୍ ସ୍ୱପ୍ନ ଦେଖାଯାଇଥିଲା ତାହା ବର୍ତ୍ତମାନ କେବଳ ଦିବାସ୍ୱପ୍ନରେ ପରିଣତ…

କବିତା : ନାରୀ, ଏକ ଛଳଛଳ ଅଭିବ୍ୟକ୍ତି

ସୁଜାତା ମିଶ୍ର  ସମୁଦ୍ରକୁ ଶୋଷି ନେଇପାରେ ନାରୀର ତୃଷ୍ଣା .... ଫଗୁଣର ପିଆଲାରେ ମନମତାଣିଆ ଫୁଲ.. ଆଉ ଆମ୍ବକଷିର ସ୍ଵାଦ ଭରିଦେଇ ପାରେ ନାରୀତ୍ଵର ମହମହ ବାସ୍ନା ! ସମଗ୍ର ଆକାଶକୁ ମେଘର ଓଢଣୀରେ ଢାଙ୍କି ଦେଇପାରେ ନାରୀର ଲଜ୍ଜା ....., ଅଥଚ ପ୍ରିୟ ମଣିଷର ଛୋଟ ଭୁଲ୍ ଟିଏ…

କାୟା ମେଲାଇଲାଣି H3N2 ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ, ସତର୍କ ରହିବାକୁ ପରାମର୍ଶ ଦେଲେ ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ : ପୁଣି ଫେରିଲା ମାସ୍କ । ଦେଶରେ କାୟା ମେଲାଇଲାଣି H3N2 ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ । ୫ରୁ ୭ଦିନ ଯାଏ ଲାଗିରହୁଛି ଜ୍ୱର, ଥଣ୍ଡା ଓ କାଶ ।ଏହି ଫ୍ଲୁ ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଫ୍ଲୁ ଟୀକା ଡ୍ରାଇଭ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି । H3N2…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ବିଶ୍ୱାସ କିଏ ? ମଝିରେ ମୀନାକ୍ଷି ପ୍ରଶ୍ନ କଲା । ଚନ୍ଦ୍ରଭାନୁଙ୍କର ସମସ୍ତ ଶାରୀରିକ ଆକୃତି ନେଇଥିବା ଯେଉଁ ପୁଅଟିକୁ ମୋ ଘରେ ସେଦିନ ଦେଖିଲୁ- ସେଇ ବିଶ୍ୱାସ ! ଜୀବନରେ କେବେ କାହାପ୍ରତି ବିଶ୍ୱାସଘାତକତା…

ଭାଷା ଭାଗବତ : ଭାଷା ତ କେବଳ ମାଧ୍ୟମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅଜଣା ଶବ୍ଦ ବ୍ୟବହାର ହୁଏତ ଶୁଭେ ଚମତ୍କାର ନ କଲେ ଭାବନା ସଂଚାର ଅଥବା ଜ୍ଞାନର ପ୍ରସାର ବୃଥା ଶାବ୍ଦିକ ଆଡ଼ଂବର କଲେ ହେଁ ଭାବନା ସଂହାର ଚେତନା ଜାଗୁନି ଆମର କ'ଣ କରିବା ଦରକାର ଭାଷା ତ କେବଳ ମାଧ୍ୟମ କୁତ୍ସିତ ଅବା ମନୋରମ ହେଲେ…

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ବର୍ଣ୍ଣନା କରିବା ଅବସରରେ ମନରେ ପ୍ରଶ୍ନ ଆସେ ପ୍ରଭୁ ମଣିଷମାନଙ୍କ ଭଳି ସବୁ ଲୀଳା କରୁଛନ୍ତି, ବେଶ ଗୁଡିକ ମଧ୍ୟ ଧାରଣ କରୁଛନ୍ତି ତେବେ ମାର୍ଗଶିର ମାସ କୃଷ୍ଣ…

ମଧୁମେହ ରୋଗୀଙ୍କ ପାଇଁ ଟିପ୍ସ…

ମଧୁମେହ ରୋଗ ଏକ ମାରାତ୍ମକ ରୋଗ। ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଆମକୁ ଆମ ଶରୀରର ଯତ୍ନ ନେବାକୁ ହେବ । ଆମର ଦୈନନ୍ଦିନ ଚାଲିଚଳଣୀରେ ପରିବର୍ତ୍ତନ ଆଣିବାକୁ ହେବ। ମଧୁମେହରେ, ଯଦି ଆପଣ ସ୍ୱାସ୍ଥ୍ୟ ବଜାୟ ରଖିବାରେ ବିଫଳ…