Latest Odisha News

BREAKING NEWS

Yearly Archives

2023

ଚୋରି ହୋଇଗଲା ବାଘର ଗତିବିଧି ଉପରେ ନଜର ରଖିବାକୁ ଲାଗିଥିବା କ୍ୟାମେରା

ଓଡିଶା ସମ୍ବାଦ ବ୍ୟୁରୋ: ବାଘର ଗତିବିଧ ଉପରେ ନଜର ରଖିବାକୁ କେନ୍ଦୁଝର ପାଟଣା ଫରେଷ୍ଟ ରେଞ୍ଜରେ କ୍ୟାମେରା ଲାଗିଥିଲା । ବନ ବିଭାଗ ପକ୍ଷରୁ ୧୦ଟି କ୍ୟାମେରା ଲଗାଯାଇଥିଲ।। ହେଲେ ୨ଟି କ୍ୟାମେରା ଏବେ ଚୋରି ହୋଇଯାଇଛିା ତେଣୁ ବାଘର ଗତିବିଧିକୁ ଦେଖିବା ଏବେ ସମ୍ଭବ ହେବ ନାହିଁ । ଯାହାକି ଆଗାମୀ…

ଲକ୍ଷ୍ମୀ ମାର୍କେଟ କମ୍ପେଲେକ୍ସରେ ଅଗ୍ନିକାଣ୍ଡ ପରେ ପୁରୀରେ ଆଉ ଏକ ଅଗ୍ନିକାଣ୍ଡ

ପୁରୀ: ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ ପରେ ଶୁକ୍ରବାର ପୁରୀର ଆଉ ଏକ ମାର୍କେଟ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନଯାୟୀ, ଲକ୍ଷ୍ମୀ ମାର୍କେଟ୍ କମ୍ପେ୍ଲକ୍ସଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ନୀଳାଦ୍ରି କମ୍ପେ୍ଲକ୍ସରେ ଥିବା ଓଡ଼ିଶା ହ୍ୟାଣ୍ଡଲୁମ୍…

ଆମେରିକା ଆକାଶରେ ଚୀନ ଉଡାଉଥିବା ‘ଗୁଇନ୍ଦା ବେଲୁନ’ ଭଳି ଏହି ଗୁଇନ୍ଦା ପାରା ନୁହେଁ ତ?

ଭୁବନେଶ୍ୱର: କିଛି ଦିନ ତଳେ ଆମେରିକା ଆକାଶରେ ଚୀନ ଉଡାଉଥିବା ଗୁଇନ୍ଦା ବେଲୁନକୁ ଖସାଇ ଦେଇଥିଲା ଆମେରିକା ସରକାର। ଠିକ୍ ସେହିଭଳି ପାରାଦୀପରେ ସମୁଦ୍ର ମଝିରୁ ଉଦ୍ଧାର ହୋଇଥିବା ଗୁଇନ୍ଦା ପାରାକୁ ନେଇ ଏବେ ସନ୍ଦେହ ବଢିଛି। କାରଣ ଏହି ଗୁଇନ୍ଦା ବା ସନ୍ଦିଗ୍ଧ ପାରାର ଶରୀରରେ ଲେଖାହୋଇଥିବା…

ସଂଧ୍ୟା ହେଲେ ରାଜଧାନୀରେ ଆସର ଜମାଇବା ମନା, ଆରମ୍ଭ ହେଲା କମିଶନରେଟ ପୋଲିସର ‘ସେଫ୍ ସିଟି’ ଡ୍ରାଇଭ୍

ଭୁବନେଶ୍ୱର: ରାତି ହେଲେ ରାଜଧାନୀରେ ବଢୁଛି ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ । ଏପରି ଅଭିଯୋଗର ସମାଧାନ ପାଇଁ ତତ୍ପର ହୋଇ ଉଠିଛି କମିଶନରେଟ ପୋଲିସ । ଆଉ ଆରମ୍ଭ କରିଛି ସେଫ୍ ସିଟି ଡ୍ରାଇଭ୍ । ଅସାମାଜିକ ବ୍ୟକ୍ତି, ମଦୁଆ, ଦ୍ରୁତ ଗତିରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ…

ଆଲିଆଙ୍କ ବେଡ଼ରୁମ ଫଟୋ ସେୟାର ପ୍ରସଙ୍ଗରେ ମୁହଁ ଖୋଲିଲେ ରଣବୀର:ଦରକାର ପଡ଼ିଲେ ଅଦାଲତର ଆଶ୍ରୟ ନେବେ

ମୁମ୍ବାଇ: ଏବେ ସିନେ ଷ୍ଟାର ରଣବୀର କପୁର ନିଜ ଫିଲ୍ମ ‘ତୁ ଝୁଠି ମୈ ମକ୍କାର’ ପ୍ରମୋସନରେ ଖୁବ୍ ବ୍ୟସ୍ତ । ବିଭିନ୍ନ କାରଣରୁ ଫିଲ୍ମଟିକୁ ନେଇ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା ହୋଇଥିବା ବେଳେ ରଣବୀର କିନ୍ତୁ ଫିଲ୍ମଟିକୁ ପ୍ରମୋସନ କରିବାରେ ଗୋଟିଏ ବି ସୁଯୋଗ ହାତଛଡ଼ା କରୁନାହାନ୍ତି । ଚର୍ଚ୍ଚାର…

କୁକୁର ଆକ୍ରମଣରେ ବଦଳିଗଲା ଛାତ୍ରୀଙ୍କ ଚେହେରା: ଏବେ କରୁଛନ୍ତି ଲୋକଙ୍କୁ ସଚେତନ

କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଭାବରେ ବିବେଚନା କରାଯାଏ । ସେହିକାରଣରୁ କୁକୁର ଏବଂ ମଣିଷ ଭିତରେ ଏହି ସମ୍ପର୍କ ଅତି ପୁରୁଣା । କିନ୍ତୁ କୁକୁର ଯେତେ ବିଶ୍ୱସ୍ତ ହେଲେ ମଧ୍ୟ କେତେବେଳେ ଯେ ନିଜ ମାଲିକକୁ ଆକ୍ରମଣ କରିବ ତାହା କେହି କହିପାରିବେ ନାହିଁ । ଆଉ ବାହାର ଲୋକଙ୍କ କଥା…

ସୋଆ କୃଷି ମହାବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ ମହୋତ୍ସବ ‘ଅନ୍ନ’ ଅନୁଷ୍ଠିତ

ଭୁବନେଶ୍ୱର: ସୋଆ ଅଧିନସ୍ଥ କୃଷି ମହାବିଦ୍ୟାଳୟ ଇନଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ବାର୍ଷିକ ମହୋତ୍ସବ ‘ଅନ୍ନ’ ମାର୍ଚ୍ଚ ୯ ଓ ୧୦ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉତ୍ସବର ସଫଳତା କାମନା କରିବା ସହ…

ଡାକୋଟା ବିମାନକୁ ଦେଖିଲେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ବୀରତ୍ୱର ଗାଥା ବହନ କରୁଥିବା ଡାକୋଟା ବିମାନକୁ ଦେଖିଲେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ । ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ଥିବା ଡାକୋଟାକୁ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ବୁଲି ଦେଖିଛନ୍ତି । ମାର୍ଚ୍ଚ ୫ ତାରିଖରେ…

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ: ପ୍ରଥମ ପର୍ଯ୍ୟାୟରେ ସାମିଲ ହେବେ ଦେଢ ଲକ୍ଷ ପରିବାର

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଆରମ୍ଭ କରାଯାଇଛି । ଏଥିରେ ୧୪.୫ ଲକ୍ଷ ପରିବାରକୁ ପର୍ଯ୍ୟାୟ କ୍ରମେ ସାମିଲ୍ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧.୫ ଲକ୍ଷ ପରିବାରଙ୍କ ଜୀବିକା ବିକାଶ ନିମନ୍ତେ କ୍ଲଷ୍ଟର ମାଧ୍ୟମରେ ୫୦୦ କୋଟି ଟଙ୍କା ବିନିଯୋଗ…

ବାଇକ୍‌ରେ ପ୍ରେମୀ ଯୁଗଳଙ୍କ ଖୁଲମ୍‌ଖୁଲା ରୋମାନ୍ସ

ବାଇକ୍‌ରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ । ଲାଗୁଛି ଯେମିତି ଦୁନିଆର କାହାକୁ ସେମାନଙ୍କର ଖାତିର ନାହିଁ । ବିନ୍ଧାସ ଓ ବେପରୁଆ ଭାବେ ନିଜ ଦୁନିଆରେ ସେମାନେ ମସଗୁଲ୍ । ସତେ ଅବା ସେମାନଙ୍କ ପ୍ରତି କାହାର ବି ନଜର ନାହିଁ । ଅଥବା କେହି ସେମାନଙ୍କୁ ଦେଖୁନାହାନ୍ତି । ବାଇକ୍‌ରେ ପ୍ରେମୀ ଯୁଗଳଙ୍କ…