ଭାଷା ଭାଗବତ : ପରିବର୍ତନ ଘନଘନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ପରିବର୍ତନ ଘନଘନ
ଭାଷାର ପ୍ରଧାନ ଲକ୍ଷଣ
ଯେହେତୁ କିଛି ନୁହେ ସ୍ଥିର
ସବୁ ବଦଳେ ବାରଂବାର
ସୁଯଶା ପଂଡିତ ପ୍ରବର
କେହି ବି ନୁହଂତି ଅମର
ସଭିଏଁ ହୋଇ କାଳାଧୀନ
ସଂସାରେ ବିତାଂତି ଜୀବନ
ଉତ୍ତମ କାମ ଥିଲେ କରି
ମଣିଷ ହୁଏ ଯଶଧାରୀ…