Latest Odisha News

BREAKING NEWS

Yearly Archives

2023

ଭୂଷଣ୍ଡପୁର ଘଟଣା ପରେ ଚେତିଲା ପ୍ରଶାସନ: ବାଣ ଶୋ’ ଉପରେ ଲଗାଇଲା ରୋକ୍, ବିଭିନ୍ନ ସ୍ଥାନରେ ଚଢ଼ାଉ

ଖୋର୍ଦ୍ଧା: ଦୋଳ ଉତ୍ସବ ଅବସରରେ ଆୟୋଜିତ ହେବାକୁ ଥିବା ବାଣ ଶୋ' ଉପରେ କଟକଣା। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏପରି କଟକଣା ଲଗାଇଛି। ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣ ଜିଲ୍ଲା ପ୍ରଶାସନ ପାଇଁ ସତର୍କ ଘଣ୍ଟି ପାଲଟିଛି। ଏହାପରେ ପ୍ରଶାସନ ବାଣ ଶୋ' ଉପରେ ରୋକ୍ ଲଗାଇଛି। ଏଥିସହ…

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜାତୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଉଦଘାଟିତ

କୋଣାର୍କ : ଓଡ଼ିଶା ଲଳିତ କଳା ଏକାଡେମୀ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇକୋ ରିଟ୍ରିଟ ସେଣ୍ଟର୍, କୋଣାର୍କଠାରେ ଜାତୀୟସ୍ତରୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିରକୁ ରାଜ୍ୟ ଓଡ଼ିଆ ଭାଷା,…

ପ୍ରଭାବଶାଳୀ ଅନ୍ତରାଷ୍ଟ୍ରୀୟ ମହିଳା ତାଲିକାରେ ଆଲିଆ ଭଟ୍ଟ

ମୁମ୍ବାଇ: ପ୍ରଭାବଶାଳୀ ଅନ୍ତରାଷ୍ଟ୍ରୀୟ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଏବେ ସବୁଠି ତାଙ୍କର ଢେର ପ୍ରଶଂସା । ଏହି ସଫଳତା କାରଣରୁ ସୋସିଆଲ ମିଡ଼ିଆରେ ଖୁବ୍ ପଜେଟିଭ୍ କମେଣ୍ଟ ପାଉଛନ୍ତି ଆଲିଆ । ନିକଟରେ ପ୍ରକାଶ ପାଇଛି ଭେରାଇଟି ୨୦୨୩ର ପ୍ରଭାବଶାଳୀ ମହିଳା…

୧୧ ମାସର ଶିଶୁକୁ ସିଗାରେଟ୍ ପିଆଇଲେ ମାଆ: ସୋସିଆଲ ମିଡ଼ିଆରେ ମାଗିଲେ କ୍ଷମା

ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । କିଶୋର ହୁଅନ୍ତୁ ବା ବୟସ୍କ, ଏହା ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ । ଏଭଳି ପରିସ୍ଥିତିରେ ଧୂମପାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥାଏ । ହେଲେ ଜଣେ ମହିଳା ତାଙ୍କ ୧୧ ମାସର ଶିଶୁକୁ ସିଗାରେଟ୍ ପିଆଉଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍…

ଢାକାରେ ବଡ଼ ଧରଣର ବିସ୍ଫୋରଣ, ୧୪ ମୃତ

ଢାକା: ବାଂଲାଦେଶର ଢାକାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ଢାକାର ଏକ ୭ ମହଲା କୋଠାରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ଦେଇଛି ବାଂଲାଦେଶ ପୋଲିସ । ବିସ୍ଫୋରଣ ପରେ ସେଠାରେ ୧୧ ଗୋଟି ଅଗ୍ନିଶମ…

ଅପରାଧିକ କାର୍ଯ୍ୟକଳାପ ଓ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାରେ ବାଟବଣା ତଦନ୍ତ ପ୍ରକ୍ର୍ରିୟାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ପାଗଳ ସଜାଇବାର ଉଦ୍ୟମ ପ୍ରସଙ୍ଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ରାଜନେତା ଲିଙ୍କ୍ ପ୍ରସଙ୍ଗକୁ ନେଇ ପୁଣି ବର୍ଷିଛି ବିଜେପି । ଶାସକ ବିଜୁ ଜନତା ଦଳର ବିଧାୟକ ଓ ନେତାମାନେ…

ନବ ଦାସଙ୍କ ଚରିତ୍ରକୁ ନେଇ ନରସିଂହଙ୍କ ମନ୍ତବ୍ୟ ପରେ ହାତ ଯୋଡ଼ିଲେ ଦୀପାଳି

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କାହିଁକି ମାରିଲା ? ସେ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ କିଛି ନିଷ୍କର୍ସ ମିଳୁନି । ଅନ୍ୟପଟେ ଗୋପାଳକୁ ନେଇ ରାଜନୈତିକ ଦଳ ବିଭିନ୍ନ ବୟାନବାଜି କରୁଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଓ ଗୋପାଳ ଗୁଳିକୁ ନେଇ କଂଗ୍ରେସ…

ଲେଡ଼ି କୁମ୍ଭକର୍ଣ୍ଣ: ଦିନକୁ ଶୁଅନ୍ତି ୨୨ ଘଣ୍ଟା

ଶରୀରକୁ ସୁସ୍ଥ ରଖିବା ସହିତ ମାନସିକ ଭାବେ ସୁସ୍ଥ ରହିବା ପାଇଁ ନିଦର ଆବଶ୍ୟକତା ରହିଛି । ସେଥିପାଇଁ ନିୟମିତ ଭାବେ ଜଣେ ସାଧାରଣ ଲୋକ ପାଇଁ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ । ଏଥିରେ ବ୍ୟତିକ୍ରମ ଘଟିଲେ ନିଦ୍ରହୀନତା ବା ଇନ୍‌ସୁମେନିଆ ରୋଗର ଶୀକାର ହେବାକୁ ପଡ଼ିଥାଏ । ଏହି ରୋଗ ଭୋଗୁଥିବା ଲୋକେ…

ନିଲାମ ହେଲା ଓଡ଼ିଶାର ୨ କୋଇଲା ଖଣି

ଭୁବନେଶ୍ୱର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ୨ ଗୋଟି ଖଣି ନିଲାମ ହୋଇଛି । ଭୂତତ୍ତ୍ୱ ସର୍ଭେ ଅନୁଯାୟୀ ନିଲାମ ହୋଇଥିବା ଏହି ୨ ଗୋଟି ଖଣିରେ ୧୬୫୦ ମିଲିଅନ୍ ଟନ୍ କୋଇଲା ରହିଛି । ଖଣି କାର୍ଯ୍ୟକ୍ଷମ ହେଲେ ୨୨୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ସମ୍ଭାବନା ରହିଥିବା ବେଳେ ଏହାଦ୍ୱାରା ୨୦…

ଆସନ୍ତୁ ଜାଣିବା ହୋଲିର ବୈଜ୍ଞାନିକ ଦିଗ

ରଙ୍ଗର ପର୍ବ ହୋଲି । ଏହାର ପାରମ୍ପାରିକ ଓ ଧାର୍ମିକ କାରଣ ସମ୍ପର୍କରେ ଉଣା ଅଧିକେ ସମସ୍ତେ ଜାଣିଥିବେ । ଆମର ପୂଜା ଶୈଳୀ ସମ୍ପୂର୍ଣ୍ଣ ଭାବେ ବିଜ୍ଞାନ ଭିତିକ । ସେ ପାଣିରେ ତମ୍ବା ପକାଇବା ହେଉ କିମ୍ବା ଘଂଟ ବାଡେଇ ପ୍ରଦୂଷଣ ଦୂର କରିବା । ଆସନ୍ତୁ ଏବେ ଆମେ ଜାଣିବା ହୋଲି ଖେଳିବା ପଛର…