Latest Odisha News

BREAKING NEWS

Yearly Archives

2023

ଖୋର୍ଦ୍ଧା ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

କଟକ: ଖୋର୍ଦ୍ଧା ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି। କଟକ ଏସସିବିରେ ଚିକିତ୍ସାଧୀନ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ ବେହେରା ବୋଲି ଜଣାପଡ଼ିଛି। ବିସ୍ଫୋରଣରେ ଗୁରୁତର ଆଉ ୩ ଜଣ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟ ମୃତକମାନେ…

ତିହାର ଜେଲରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦୁଇ ଘନିଷ୍ଠ ନେତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଫସି ସିବିଆଇ ଦ୍ବାରା ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ତୃତୀୟ ଥର ପାଇଁ ରିମାଣ୍ଡ ନନେବାରୁ ସେ ଏବେ ତିହାର ଜେଲକୁ ଯାଇଛନ୍ତି। ଯେଉଁଠି ଦଳର ଅନ୍ୟତମ ନେତା ତଥା…

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ଜାମିନ ଦେଲେ ହାଇକୋର୍ଟ

କଟକ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ଜାମିନ ମିଳିଛି। ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। କେବଳ ସେତିକି ନୁହେଁ ଭବିଷ୍ୟତରେ ଏପରି ନ କରିବାକୁ କୋର୍ଟ ଅନିମେଶଙ୍କୁ ତାଗିଦ୍ ବି କରିଛନ୍ତି। ସୂଚନା ଥାଉକି ଅନିମେଶ…

ମାଣିକ ସାହା ତ୍ରିପୁରା ବିଜେପି ବିଧାୟକ ଦଳର ନେତା ନିର୍ବାଚିତ, ବୁଧବାର ନେବେ ଶପଥ

ଅଗରତାଲା: ତ୍ରିପୁରା ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେଲେ ମାଣିକ ସାହ। ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପିର ଏହି ବରିଷ୍ଠ ନେତା। ମାର୍ଚ୍ଚ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ…

ମନୁସ୍ମୃତି ପୁସ୍ତକ ଜାଳି ସିଗାରେଟ୍ ଲଗାଇ ବିରୋଧ କଲେ ଆର୍‌ଜେଡି ନେତ୍ରୀ; ଭିଡିଓ ଭାଇରାଲ୍ ପରେ ଜେତିଲା ବିବାଦ

ନୂଆଦିଲ୍ଲୀ: ରାମ ଚରିତ ମାନସ ପରେ ଏବେ ମନୁସ୍ମୃତିକୁ ବିରୋଧ। ମନୁ ସ୍ମୃତି ପୁସ୍ତକକୁ ନିଆଁରେ ଜଳାଇବା ପରେ ସେହି ନିଆଁରୁ ସିଗାରେଟ୍ ଲଗାଇଲେ ବିହାର ରାଷ୍ଟ୍ରୀୟ ଜନତା ଦଳର ମହିଳା ସେଲ୍‌ର ରାଜ୍ୟ ସମ୍ପାଦିକା ପ୍ରିୟା ଦାସ।  ସେ ସିଗାରେଟ୍ ଲଗାଉଥିବାର ଭିଡିଓ ଭାଇରାଲ୍ ହେବା ପରେ ନୂଆ ବିବାଦ…

ଆଗକୁ ଆସୁଛି ଗ୍ରୀଷ୍ମ ପ୍ରବାହ, ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନ ୭ଏଲ୍‍କେଏମ୍‍ରେ ଆସନ୍ତା ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା ଲାଗି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଆସନ୍ତା କିଛି ମାସ ପାଇଁ ଭାରତୀୟ ପାଣିପାଗ ବିଭାଗର (ଆଇଏମଡି)ର…

କୃଷକ ସଶକ୍ତିକରଣ ପାଇଁ JSP ଫାଉଣ୍ଡସେନ୍ ଓ କୃଷି ବିଭାଗ ମଧ୍ୟରେ ବୁଝାମଣା

ଅନୁଗୁଳ: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନୁଗୁଳରେ ୨ ଗୋଟି କୃଷି ସେବା କେନ୍ଦ୍ର ପ୍ରତିଷ୍ଠା ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ କୃଷି ବିଭାଗ ସହ ହାତ ମିଳାଇଛି ଜେଏସପି ଫାଉଣ୍ଡେସନ୍ । ପ୍ରଥମ ଥର ପାଇଁ ଓଡ଼ିଶାରେ ପିପିପି ମୋଡରେ କୃଷି ସେବା କେନ୍ଦ୍ର ପ୍ରତିଷ୍ଠା ହେବ । ୨ ଗୋଟି…

୧୦ ଦିନ ବନ୍ଦ ରହିବା ପରେ ଖୋଲିଲା କପିଳେଶ୍ୱରଙ୍କ ମୁଖ୍ୟ ଦ୍ୱାର; ତାଲା ଭାଙ୍ଗିଲେ ଶତାଧିକ ମହିଳା ଭକ୍ତ

ଭୁବନେଶ୍ୱର; ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଭୁବନେଶ୍ୱର କପିଳେଶ୍ୱର ମନ୍ଦିରକୁ ତଲା ପକାଇ ଦିଆଯାଇଥିଲା। ଦୀର୍ଘ ୧୦ ଦିନ ଧରି ଉପାସ ଭୋକେ ଥିଲେ ଦେବ ଦେବ ମହାଦେବ। ବିବାଦ ନ ତୁଟିବାରୁ ଠାକୁରଙ୍କ ଉପରେ ହେଉଥିବା ଅନ୍ୟାୟକୁ ସହି ନପାରି ଆଜି ଶତାଧିକ ମହିଳା ଭକ୍ତ ମନ୍ଦିରର ତାଲା ଭାଙ୍ଗି…

ଚନ୍ଦାମାନଙ୍କ ରଶିଟଣା ପ୍ରତିଯୋଗିତା

ଏହି ପ୍ରସଙ୍ଗଟି ମୁଖ୍ୟତଃ ଚନ୍ଦା ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଏହାସହିତ ଚନ୍ଦାପଣକୁ ନେଇ ଅନ୍ୟମାନଙ୍କୁ ଥଟ୍ଟା କରୁଥିବା ଲୋକେ ମଧ୍ୟ ଚୁପ୍ ବସିବାକୁ ବାଧ୍ୟ ହେବେ । କାରଣ ଏପରି ଏକ ପ୍ରତିଯୋଗିତା ଅଛି, ଯେଉଁଥିରେ କେବଳ ଚନ୍ଦା ଲୋକମାନେ ହିଁ ଅନ୍ୟମାନଙ୍କୁ ପଛରେ ପକାଇ ଦେଇପାରନ୍ତି ।…

ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଜେପି ବିଧାୟକ

ଭୁବନେଶ୍ୱର: ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇ ହୋଇ ପଡ଼ିଥିବା ନେଇ ବିଜେପି ଅଭିଯୋଗ କରିଛି । ଏହ ପରିପ୍ରେକ୍ଷୀରେ ବିଜେପି ବିଧାୟକ ଦଳ ଆଜି ରାଜ୍ୟପାଳଙ୍କୁ ଫେରାଦ ହୋଇଛନ୍ତି । ଦଳ ପକ୍ଷରୁ କୁହାଯାଇଛି ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ଶିତିଳତା ଓ ଅସ୍ପଷ୍ଟତା ଏବଂ…