ଇସ୍ତଫା ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ !
ଲାହୋର: ପାକିସ୍ତାନ ଏବେ ସବୁ ଦିଗରୁ କଲବଲ ହେବାରେ ଲାଗିଛି । ଆତଙ୍କବାଦ, ଚୀନ ସହ ବନ୍ଧୁତା, ତାଲିବାନ ସହ ଶତ୍ରୁତା ଏବଂ ଶେଷରେ କ୍ଷତିଗ୍ରସ୍ତ ଅର୍ଥନୀତି ଧିରେ ଧିରେ ଏହାକୁ ରସାତଳକୁ ନେବାରେ ଲାଗିଛି । ପାକିସ୍ତାନ ଉପରେ ବିଦେଶୀ ଋଣ ବଢ଼ିବାରେ ଲାଗିଛି । ଦରବୃଦ୍ଧି ୪୦ ପ୍ରତିଶତ ପାଖାପାଖି…