ନିଆରା ବିବାହ, ତିନି ଫୁଟର ବରକୁ ତିନି ଫୁଟର କନ୍ୟା
ଉତ୍ତରପ୍ରଦେଶ: କୁହାଯାଏ ଯୋଡି ଉପରବାଲା ବନେଇଥାଏ, ଏଠାରେ ସେମାନେ ପରସ୍ପର ସହ ମିଶନ୍ତି । କୌଣସି ନା କୌଣସି ପ୍ରକାରେ ସମସ୍ତଙ୍କୁ ନିଜର ଜୀବନ ସାଥୀ ମିଳିଥଏ । ଏମିତି ଏକ ନିଆରା ବିବାହକୁ ନେଇ ଉତ୍ତରପ୍ରଦେଶରେ ଚର୍ଚ୍ଚା ଧରିଛି ।
ଉତ୍ତରପ୍ରଦେଶର ଆଲିଗଡ଼ରେ ୩ଫୁଟର ବର ଓ ବଧୂଙ୍କ ବିବାହ…