Latest Odisha News

BREAKING NEWS

Yearly Archives

2023

ସ୍ତ୍ରୀ’କୁ ଖୁସି କରିବା ପାଇଁ ପୁଲିସ ସିଷ୍ଟମକୁ ହ୍ୟାକ କଲା ସ୍ୱାମୀ

ମୁମ୍ବାଇ: ସ୍ତ୍ରୀ କୁ ଖୁସି କରିବା ପାଇଁ ମୁଣ୍ଡକୁ ଜୁଟିଲା ଅଜବ ବୁଦ୍ଧି | ଆଉ ଏହି କାରସାଦି ପାଇଁ ଏବେ ସ୍ୱାମୀଙ୍କୁ ଜେଲ ଯିବାକୁ ପଡିଛି | ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ଏବେ ଜଣେ ୨୭ ବର୍ଷୀୟ ସିଭିଲ ଇଂଜିନିୟରଙ୍କୁ ଗିରଫ କରିଛି | ଏହି ଇଂଜିନିୟର ଜଣକ ନିଜ…

ଆମେରିକା ସେନାର ବ୍ଲାକ୍‌ ହକ୍‌ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ମୃତ

ଓ୍ୱାଶିଂଟନ୍‌ : ୟୁଏସ୍‌ ଆର୍ମିର ବ୍ଲାକ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମେରିକାର ଅଲବାମାରେ ହେଲିକପ୍ଟରଟି ଜଳିଯାଇଥିଲା । ଏହି ଦୁର୍ଘଟଣାରେ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି , ଅଲବାମାରେ ୟୁଏସ୍‌ ଆର୍ମିର ବ୍ଲାକ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି  ।…

‘ଆଃ କି ଚତ୍ମକାର ବନ୍ଧୁତା’, ମାଙ୍କଡ ଓ ମଣିଷର

ପଶୁପକ୍ଷୀମାନଙ୍କର ମଧ୍ୟ ହୃଦୟ ଅଛି । ସେମାନେ ସମ୍ପର୍କ ଓ ଭାବନାର ମାନେ ବୁଝନ୍ତି । ଅନେକ ଥର ଲୋକମାନେ ପଶୁପକ୍ଷୀମାନଙ୍କ ମଧ୍ୟରେ ଚମତ୍କାର ବନ୍ଧନ ଦେଖିବାକୁ ମିଳିଥାଏ । ସୋସିଆଲ ମିଡିଆରେ ଏକ ସୁନ୍ଦର ବନ୍ଧୁତ୍ୱ ଓ ବନ୍ଧନର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କିଛି ମାଙ୍କଡଙ୍କ…

ରସାତଳକୁ ଯାଉଛି ପାକିସ୍ତାନ ଅର୍ଥନୀତି: ପେଟ୍ରୋଲ ୨୭୨ ଓ ଡିଜେଲ୍ ୨୮୦ ଟଙ୍କା ବଢିଲା

ଇସ୍‌ଲାମାବାଦ: ଧୀରେ ଧୀରେ ନିୟନ୍ତ୍ର ବାହାରକୁ ଚାଲିଯାଉଛି ପାକିସ୍ତାନ ଅର୍ଥନୀତି। ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ରହିଛି। ଏହାରି ଭିତରେ ପୁଣି ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ବଢ଼ାଇଛନ୍ତି ପାକିସ୍ତାନ ସରକାର।  ପେଟ୍ରୋଲ୍ ମୂଲ୍ୟରେ ୨୨ ଟଙ୍କା ବୃଦ୍ଧି…

ଆଜି ତ୍ରିପୁରାରେ ଭୋଟ ଗ୍ରହଣ; ମତଦାନ କରୁଛନ୍ତି ଭୋଟର

ନୂଆଦିଲ୍ଲୀ : ଆଜି ତ୍ରିପୁରା ବିଧାନସଭା ନିର୍ବାଚନ  । ୬୦ ଟି ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ  । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।  ପ୍ରାୟ ୨୮ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ । ଏହି…

ନ୍ୟୁଜିଲାଣ୍ଡ ପରେ ଫିଲିପିନ୍ସରେ ଭୂମିକମ୍ପ: ଗତ ୧୦ ଦିନ ଭିତରେ ୪ ଦେଶକୁ ଭୂକମ୍ପ ଝଟ୍‌କା

ମାନିଲା: ଏବେ ବିଭିନ୍ନ ଦେଶରେ ଭୂମିକମ୍ପ ହେବାରେ ଲାଗିଛି। ଗତକାଲି ନ୍ୟୁଜିଲାଣ୍ଡରେ ଏକ ବଡ଼ ଭୂମିକମ୍ପ ହୋଇଥିବା ବେଳେ ଗୁରୁବାର ଫିଲିପିନ୍ସରେ ୬.୧ ତୀବ୍ରତାର ଭୂମିକମ୍ପ ହୋଇଛି। ସେଣ୍ଟ୍ରାଲ୍‌ ଫିଲିପିନ୍ସର ମାସ୍‌ବେଟ୍‌ ଅଞ୍ଚରେ ଏହି ଭୂମିକମ୍ପ ହୋଇଥିବା ଆମେରିକା ଭୌଗଳିକ ସର୍ଭେକ୍ଷଣ…

ବାହୁଡ଼ିଗଲେ ଦ୍ୱିତୀୟ ଈଶ୍ବର

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ବର୍ତ୍ତମାନର ସମୟ ଏକ ଘଡିସନ୍ଧିର ସମୟ। ସମଗ୍ର ମାନବ ଜାତି ତା’ର ବଳ ,କଳ ,କୌଶଳ ଲଗାଇ ଲଢୁଛି ଏକ ଅଦୃଶ୍ୟ ଆତଙ୍କବାଦୀ ସହିତ । ମାନବ ଜାତିର ସବୁ ପ୍ରୟାସ କୁ ଫୁତ୍କାର ମାରି ଉଡେଇ ଦେଇ ରକ୍ତମୁଖା ଆତଙ୍କବାଦୀ ବିଜୟୋଲ୍ଲାସରେ ଘୁରି ବୁଲୁଛି ଦେଶ ପରେ…

ଆତ୍ମ-ଦର୍ଶନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଆତ୍ମା ଦ୍ୱାରା ଆତ୍ମାର ଦର୍ଶନ । ଯେଭଳି ମନୁଷ୍ଯ ତାର ପ୍ରତିବିମ୍ବକୁ ଦର୍ପଣରେ ଦର୍ଶନ କରେ । ସେଇଭଳି ପ୍ରେକ୍ଷାଧ୍ୟାନ ସାଧନା ଦ୍ୱାରା ଆତ୍ମାକୁ ସୁକ୍ଷ୍ମ ଭାବରେ ଅନୁଭବ କରେ । ପ୍ରକୃତ ଆତ୍ମ ଜ୍ଞାନୀମାନେ ଦେହlଭିମାନରୁ…

ଗୋଟିଏ ମଞ୍ଚରେ ବିବାହ ବନ୍ଧନରେ ବାନ୍ଧିହେବେ ୧୨୧ ଯୁବତୀ, ଉପହାରରେ ମିଳିବ ଟିଭି, ଫ୍ରିଜ, ଖଟ

ଛତରପୁର: ମହାଶିବରାତ୍ରି ଅବସରରେ ମଧ୍ୟପ୍ରଦେଶର ଛତରପୁରରେ ଥିବା ବାଗେଶ୍ୱର ଧାମରେ ​​୧୨୧ ଜଣ ଯୁବତୀଙ୍କ ସାମୁହିକ ବିବାହ କରାଯିବ। ତେବେ ବଡ କଥା ଯେ ନବ ବିବାହିତ ଦମ୍ପତିଙ୍କୁ ଅନେକ ଉପହାର ଦିଆଯିବ | ବାସ୍ତବରେ ଦିନକୁ ଦିନ ବାହାଘର ପାଇଁ ହେଉଥିବା ଖର୍ଚ୍ଚ ବଢିଚାଲିଥିବାବେଳେ ଆର୍ଥିକ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତେବେ କ’ଣ ଇଏ ବିରହର ଅଶ୍ରୁ ? ବିବାହ ସ୍ଥିର ହୋଇଥିବା ପୁରୁଷଟିଏ ପାଇଁ ଅନୂଢ଼ା ଝିଅଟିଏର ହୃଦୟରେ ଏତେ ବ୍ୟାକୁଳତା ? ଏଇ ବୋଧେ ପ୍ରେମର ପୂର୍ବରାଗ । ଏଇଭଳି ଅନୁଭବ ସମୟରେ ନିଜକୁ ସେ ଅନେକ ବାର ପ୍ରଶ୍ନ କରିଛି ।…