Latest Odisha News

BREAKING NEWS

Yearly Archives

2023

ଗ୍ରାଣ୍ଡ ରିସେପ୍ସନ୍‌ ପାର୍ଟି ଦେଲେ ବଲିଉଡର କ୍ୟୁଟ କପଲ୍‌ ସିଡ-କିଆରା

ନୂଆଦିଲ୍ଳୀ: ବଲିଉଡର କ୍ୟୁଟ୍‌ କପଲ୍‌ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ । ଦୁହେଁ ୭ ଫେବୃଆାରୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି  । ରାଜସ୍ଥାନର ଜୟସଲମର ସୂର୍ଯ୍ୟଗଡ଼ ପ୍ୟାଲେସରେ ରାଜକୀୟ ଠାଣିରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି । ବିବାହ ପରେ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା…

ଟୋଲ ଗେଟ୍‌ ନିକଟରେ ଦୁର୍ଘଟଣା, ଜିଅନ୍ତା ଜଳିଗଲେ୨ ଯୁବକ

କଟକ : କନ୍ଦରପୁର ଟୋଲ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜୀବନ୍ତ ଜଳିଗଲେ ଦୁଇ ଜଣ ଯୁବକ । ଗତକାଲି ବିଳମ୍ବିତ ରାତି ୨ଟା ବେଳେ ଘଟିଛି ଏଭଳି ଘଟଣା। ଏପରି ଅଭାବନୀୟ ଘଟଣା କଟକ ପାରାଦୀପ ରାସ୍ତା କନ୍ଦରପୁର ଟୋଲ ଗେଟ୍ ନିକଟରେ ଘଟିଛି  । ସୂଚନା ଅନୁଯାୟୀ, ଗତକାଲି…

ଆଜିଠାରୁ ଦୁଇ ଦିନିଆ ଆଇଏଏସ୍‌ ସମ୍ମିଳନୀ, ଗୁରୁମନ୍ତ୍ର ଦେବେ ନବୀନ

ଭୁବନେଶ୍ବର : ଆଜିଠାରୁ ଦୁଇ ଦିନିଆ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ ଏହି ସମ୍ମିଳନୀ। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ ନେଇ ସ୍ଥିର ହୋଇଛି। ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ହେବାକୁ ଥିବା ବେଳେ ଆସନ୍ତାକାଲି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ମାନେ ତୁ କ’ଣ କହୁଛୁ ନାରୀର ମନକୁ ବୁଝିପାରୁଥିବା ପୁରୁଷ ଏବଂ ନାରୀକୁ ସ୧ାନଦେଇ ଜାଣିଥିବା ପୁରୁଷ ହିଁ ପ୍ରକୃତରେ ବରଣୀୟ? - ହଁ, ହଁ... ଆରେ, ମୁଁ ତ ଭାବିଥିଲି ତୁ ବୋକୀ ଝିଅଟେ ବୋଲି । ହଉ, ହେଲା... ତୋ…

କବିତା : ଆସ ପ୍ରେମର ପୃଥିବୀଟିଏ ଗଢିବା

ପଦ୍ମଜା ଶରଣ  ଏଠି ପ୍ରଜାପତି ନାହିଁ ନଥାଉ ଏଠି ଫୁଲ ନାହିଁ ନଥାଉ ନଥାଉ ମହୁ,ମହକ,ମହଲତ ନଥାଉ ରଂଗ,ରସ, ରାହାସ କିଛି ନଥାଉ ନଥାଉ ପ୍ରେମ, ପରାଗ,ପରମ ନଥାଉ କିଛି ସବୁ ସରିଗଲା ପରେ ପ୍ରଳୟଙ୍କରୀ ପ୍ରଳୟ ତିନି ଭାଗ ସମୁଦ୍ର ମାଡିଆସୁ ଲୁଚେଇ ଦେଉ ମାଟି କେହି ଜଣେ ଭାସୁଥିବା…

ଭାଷା ଭାଗବତ : ସେବା ଦେବା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସଂସ୍କାର ଚଳେ ନିରଂତର ତିଷ୍ଠିଛି ଶରୀର, ସଂସାର ଭାଷା, ସଂସ୍କୃତି, ପରଂପରା ସଂଭାଳିପାରିଛି ଏ ଧରା ସର୍ବେ ହୋଇଲେ ଏକ ଭଳି ସଂସାରେ ପାରିବେନି ଚଳି ମନରେ ରହିଲେ ଅଶାଂତି ସଂଭବ ହୁଏନି ପ୍ରଗତି ଜୀବନେ ଯେତେ ବାଧା, ବିଘ୍ନ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ମନ୍ଦିର ସମ୍ପର୍କରେ ଆମର ଆଲୋଚନା ଜାରି ରଖିବା ସମୟରେ ଆଉ ଏକ କଥା ମନକୁ ଆସେ। ତାହା ହେଲା ଶ୍ରୀଜଗନ୍ନାଥଙ୍କ ଶ୍ରୀପୁରୁଷୋତ୍ତମ ସ୍ୱରୂପ ସମ୍ପର୍କରେ। କାରଣ…

ଫ୍ରିଜ୍‌ରେ ଏହି ସବୁ ଜିନିଷ ରଖୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ…

ପନିପରିବା ସତେଜ ରହିବା ପାଇଁ ଅଧିକାଂଶ ଲୋକେ ଫ୍ରିଜରେ ରଖିଥାଆନ୍ତି । ବିଶେଷ କରି ଖରାଦିନେ ଫ୍ରିଜ୍‌ରେ ପନିପରିବା ସହିତ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ରଖିଥାଆନ୍ତି ଲୋକେ । ହେଲେ ଏପରି କେତେକ ଜିନିଷ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଛି । ଗବେଷକଙ୍କ କହିବା…

ସହରାଞ୍ଚଳରେ ମାଗଣା ଶୌଚାଳୟ ସେବା ପାଇଁ ଘୋଷଣା କଲେ ସରକାର

ଭୁବନେଶ୍ୱର: ସହରାଞ୍ଚଳରେ ସାର୍ବଜନୀନ ଶୌଚାଳୟ ବ୍ୟବହାର କଲେ ଏଣିକି ଟଙ୍କାଟିଏ ଦେବାକୁ ପଡ଼ିବ ନାହଁ। ସାରା ରାଜ୍ୟରେ ମାଗଣା ସେବା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ମହାନଗର ନିଗମର କମିଶନର ଓ ପୌରପାଳିକା ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି…