୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ପଦନ୍ନୋତି ଦେଲା ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର: ଓଡ଼ିଶା ସରକାର ବିଭିନ୍ନ କଲେଜରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଆସୋସିଏଟ ପ୍ରଫେସରଙ୍କ ତାଲିକା ପ୍ରକାଶ କରିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ପଦନ୍ନୋତି କରିଛି। ଏନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସେହି…