ଭାରତର ବିଜୟ ପାଇଁ ସବୁଠି ପୂଜାର୍ଚ୍ଚନା, ପ୍ରାର୍ଥନା
ନୂଆପଡା : ଆଜି ଦିନକିଆ ବିଶ୍ବକପର ଫାଇନାଲ ମ୍ୟାଚ୍ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାଲଢେଇ । ଏଥିଲାଗି ସାରା ବିଶ୍ୱବାସୀ ସେହି ସୁବର୍ଣ୍ଣ ମୁହୁର୍ତ୍ତକୁ ଉତ୍କଣ୍ଠାର ସହ ଅନାଇ ବସିଛନ୍ତି । ଭାରତୀୟ ଟିମର ବିଜୟ ମନାସୀ ବିଭିନ୍ନ ଦେବାଦେବୀ…