ଆରମ୍ଭ ହେଲା ଅମିର ଖାଁଙ୍କ ଝିଅଙ୍କ ପ୍ରି ୱେଡିଂ ଫଙ୍କସନ
ମୁମ୍ବାଇ: ବଲିଉଡର ଚକୋଲେଟ୍ ହିରୋ ଅମିର ଖାଁଙ୍କ ଝିଅ ଇରା ଖାଁଙ୍କ ବିବାହ ଖୁବଶୀଘ୍ର ଖୁବ୍ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛନ୍ତି । ଇରା ତାଙ୍କ ପ୍ରେମିକ ନୁପୁର ଶିଖରେଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏବେ ଇରାଙ୍କ ପ୍ରି ୱେଡିଂ ସେରିମନି ଆରମ୍ଭ ହୋଇଛି । ଶୁକ୍ରବାର ଇରା ଖାଁ ଏବଂ ତାଙ୍କ…