Latest Odisha News

BREAKING NEWS

Yearly Archives

2023

ଜଷ୍ଟିସ୍ ଏସ୍ ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିବା ଜଷ୍ଟିସ ଏସ ମୂରଲୀଧର ବର୍ତ୍ତମାନ ଜଣେ ବରିଷ୍ଠ ଓକିଲ ଭାବେ କାର୍ଯ୍ୟ କରିବେ । ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ଦେଲେ ମାନ୍ୟବର ସୁପ୍ରିମକୋର୍ଟ । ଫୁଲକୋର୍ଟ ମିଟିଂରେ ମାନ୍ୟତା ଦେବାକୁ ନିଷ୍ପତ୍ତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ମାଘ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ମାସରେ ବିଭିନ୍ନ ପର୍ବପର୍ବାଣୀ ବିଷୟରେ ଆଲୋଚନା ଜାରି ରହିଛି। ଏହି କ୍ରମରେ ଆଜି ଆଲୋଚନା କରିବା ମାଘ ମାସ ବିଷୟରେ । ଶ୍ରୀ ପଞ୍ଚମୀ ବା ବସନ୍ତ…

ପ୍ରକାଶ ପାଇଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ତାଲିକା

ଭୁବନେଶ୍ୱର:ଘୋଷଣା ହେଲା ଅଖିଳ ଭାରତ ମହିଳା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ନାମ । ସଭାପତି ମିସ୍ ନିତା ଡି ସୌଜା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କର୍ମକର୍ତ୍ତା , କାର୍ଯ୍ୟକାରୀ କମିଟି ସଭ୍ୟା, ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟା,  ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାନେତ୍ରୀ…

ଅକ୍ଷୟ ମହାନ୍ତିଙ୍କ ଜୀବନୀ ନୁହେଁ, ଗୀତକୁ ନେଇ ଆସୁଛି ଫିଲ୍ମ

ଭୁବନେଶ୍ୱର: ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ଏକ ଇତିହାସ । ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ । ‘ଯା’ରେ ଭାସି ଭାସି ଯା’’ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି । ସେହି ଇତିହାସ ଆଜି ମଧ୍ୟ ଜୀବିତ ଆମମାନଙ୍କ ଭିତରେ…

ଅଜବ ଗାଡ଼ି: ଆଗରୁ ଟ୍ରାକ୍ଟର, ପଛରୁ ଦେଖିଲେ ବସ୍‌; ଭିଡ଼ିଓ ଭାଇରାଲ

ଆଜିକାଲି ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓସବୁ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ବି ଆମକୁ ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ଏବେ ଠିକ୍ ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାସ୍ତାରେ ଯାଉଥିବା ଏକ ଗାଡ଼ିର…

୧୬ ସନ୍ତାନର ମା’ହେଲେଣି ମହିଳା, ଏବେ ଅଛନ୍ତି ଗର୍ଭବତୀ, ଆଗକୁ ଆହୁରି ଇଛା

ନ୍ୟୁୟର୍କ: ମା’ ହେବାର ଅନୁଭୂତି ପ୍ରତ୍ୟେକ ମହିଳାଙ୍କ ପାଇଁ ସ୍ୱତନ୍ତ୍ର । କିନ୍ତୁ ଏହି ଅଭିଜ୍ଞତା ମଧ୍ୟ ବହୁତ କଷ୍ଟକର । ଗର୍ଭଧାରଣ ସମୟ ଏବଂ ତା’ପରେ ପିଲାମାନଙ୍କୁ ବଢାଇବା ଆଦୌ ସହଜ ନୁହେଁ । ଗର୍ଭାବସ୍ଥାରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଏହି କାରଣରୁ, ଅନେକ ମହିଳା ଗୋଟିଏ…

ମାଆ ହେବେ କାଟ୍ରିନା, ଓଢ଼ଣାରେ ପେଟକୁ ଢାଙ୍କିଲେ, ଭିଡିଓ ଭାଇରାଲ

ମୁମ୍ବାଇ: ପୁଣି ଥରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଗର୍ଭବତୀ ଅଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛିି । ଅଭିନେତା ଭିକି କୌଶଲଙ୍କ ପତ୍ନୀ କ୍ୟାଟ୍ରିନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ଅନୁମାନ କରୁଛନ୍ତି ଯେ ସେ ଗର୍ଭବତୀ ଅଛନ୍ତି ।…

ଦୁନିଆର ସବୁଠାରୁ ବୟସ୍କା ସୁପର ମଡ଼େଲ

କଥାରେ ଅଛି ବୟସ କେବଳ ଏକ ସଂଖ୍ୟା । ବଢୁଥିବା ବୟସରେ ଅନେକ ଲୋକ ହତାଶ ହୋଇ ନିଜ ଜୀବନକୁ ପରିସ୍ଥିତି ଉପରେ ଛାଡିଦିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ବୟସକୁ ଏକ ସଂଖ୍ୟା ଭାବରେ ବିବେଚନା କରିବା ସହ ନିଜ ସଉକରେ ଆଗକୁ ବଢିବାକୁ ପସନ୍ଦ କରନ୍ତି । ଜଣେ ବୃଦ୍ଧା ୯୫ ବର୍ଷ ବୟସରେ ବି…

ଅମିତାଭଙ୍କୁ ଭେଟିଲେ ଧୋନୀ, ଫଟୋ ଭାଇରାଲ

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ଭେଟିଛନ୍ତି । ଏବେ ମହେନ୍ଦ୍ର ସିଂ ଧୋନି ଏବଂ ଅମିତାଭ ବଚ୍ଚନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ଉଭୟ କିମ୍ବଦନ୍ତୀଙ୍କୁ ଏକାଠି ଦେଖି ଖୁବ୍…

ରଘୁବର ଦାସ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ, ରାଷ୍ଟ୍ରପତି ଦେଲେ ନିଯୁକ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଇନ୍ଦ୍ରସେନା ରେଡ୍ଡୀ ନଲ୍ଲୁଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତି…