ରାଘବ ଚାଢାଙ୍କୁ ଆଶ୍ୱସ୍ତି, ସାଂସଦଙ୍କୁ ଖାଲି କରିବାକୁ ପଡିବନି ସରକାରୀ ବଙ୍ଗଳା
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ରାଘବ ଚାଢାଙ୍କୁ ଆଶ୍ୱସ୍ତି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରୁ ରାଘବ ଚାଢାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଅଦାଲତ କହିଛନ୍ତି ଯେ ରାଘବ ଚଢାଙ୍କୁ ବର୍ତ୍ତମାନର ଟାଇପ୍ ଟାଇପ -୭ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ ନାହିଁ।
ରାଜ୍ୟସଭା…