କର୍କଟ ପୀଡ଼ିତଙ୍କୁ କେଶ ଦାନ କଲେ ହେଜ୍ଲ, ଜିଣିଲେ ପ୍ରଶଂସକଙ୍କ ହୃଦୟ
ମୁମ୍ବାଇ: କର୍କଟ ପୀଡ଼ିତଙ୍କୁ କେଶ ଦାନ କଲେ ବଲିଉଡ଼ ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜ୍ଲ । ଏପରି କାର୍ଯ୍ୟ ଦେଖି ତାଙ୍କ ପ୍ରଶଂସକଙ୍କ ହୃଦୟ ଜିଣିଛନ୍ତି ହେଜଲ ।
ଫିଲ୍ମ ‘ବଡିଗାର୍ଡରେ’ କରୀନା କପୁରଙ୍କ ବାନ୍ଧବୀ ଭୂମିକାରେ ଅଭିନୟ କରି ହେଜଲ୍ ଚର୍ଚ୍ଚାକୁ ଆସିଥିଲେ ।…