Latest Odisha News

BREAKING NEWS

Yearly Archives

2023

ପାର୍ବଣ ବେଳେ ନିଶା ଦିଆ ଲେଡି ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର: ପାର୍ବଣ ବେଳେ ରାଜଧାନୀ ଭୁବନେଶ୍ୱରସ୍ଥିତ ଟ୍ୱିନ୍ ସିଟି କମିସନରେଟ୍ ପୁଲିସ ଶନିବାର ଏକ ନିଶା ଓ ଲୁଟ୍ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସରିଫା ଖାତୁନ ଓରଫ ମୁସ୍କାନ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଗାନ୍ଧୀନଗରର ଅଶୋକ ବେହେରା (ଲଣ୍ଡା), ନୟାଗଡ଼…

ଗୁଣ୍ଡା ଲଗାଇ ମହିଳାଙ୍କୁ ଧମକାଉଥିବା ଅଭିଯୋଗ, ବଡ଼ ଅଡ଼ୁଆରେ ପୂର୍ବତନ ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି କରି ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଯିଏକି ନିଜକୁ ସମାନ ଦଳର ନେତ୍ରେୀ ବୋଲି କହିଛନ୍ତି। ଜ୍ୟୋତ୍ସ୍ନାରାଣୀ ନାୟକ ନାମକ ଏହି ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ୪ ଜଣ ବ୍ୟକ୍ତି ତାଙ୍କୁ…

ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ

କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଜେଏମ୍ଏଫ୍ସି କୋର୍ଟର ସମନ୍କୁ ଏକ ସ୍ୱତନ୍ତ୍ର ମେସେଞ୍ଜର ଶନିବାର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତାଙ୍କ ସରକାରୀ ବାସଭବନରେ ପ୍ରଦାନ କରିଛନ୍ତି। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଭାବେ ପ୍ରତାପ ଜେନାଙ୍କ ବିରୋଧରେ…

ରାଜଧାନୀ ରାଜରାସ୍ତାରେ ତିନି ଯୁବକ ଦୁର୍ବୃତ୍ତଙ୍କ ଦ୍ୱାରା ଖଣ୍ଡାରେ ଆକ୍ରମଣର ଶିକାର

ଭୁବନେଶ୍ୱର: ଶନିବାର ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଓୟୁଏଟି ଛକରେ ଖଣ୍ଡାଧାରୀ ଯୁବକଙ୍କ ଆକ୍ରମଣରେ 3 ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ପି. ରାମକୃଷ୍ଣ ଓ ତାଙ୍କର ଦୁଇ ସମ୍ପର୍କୀୟ। ସେମାନଙ୍କ ମଧ୍ୟରୁ ଦୁଇ ଜଣ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ…

ଶିଖରଚଣ୍ଡୀ ପାହାଡ଼ରେ ବେଆଇନ ଭାବେ ଜବରଦଖଲ ହୋଇଥିବା ଆଶ୍ରମର ଉଚ୍ଛେଦ କଲା ବିଡିଏ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ପାହାଡ଼ ଓ ଏହାର ପରିଧିକୁ ଏକ ପର୍ଯ୍ଯଟନସ୍ଥଳୀରେ ପରିଣତ କରିବା ଯୋଜନାର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଶନିବାର ଶିଖରଚଣ୍ଡୀଠାରେ ଥିବା ଏକ ସରକାରୀ ପ୍ଲଟ ଉପରେ ହୋଇଥିବା ବେଆଇନ ଜବରଦଖଲକୁ ଉଚ୍ଛେଦ କରିଛନ୍ତି। ବିଡିଏ…

ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ପରଲୋକ

ଭୁବନେଶ୍ୱର : ଭାରତୀୟ ଅଡିଟ ଓ ଆକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଅନନ୍ତ କିଶୋର ବେହେରାଙ୍କର ଆଜି ରାତିରେ ସ୍ଥାନୀୟ ଅଖିଳ ଭାରତୀୟ ଆୟୁ ବିଜ୍ଞାନ ସଂସ୍ଥାନ (ଏମ୍ସ ) ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା…

ଅକ୍ଟୋବର ୧୬ରୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ “ସ୍ପଟ୍ ନାମଲେଖା’ ଆରମ୍ଭ

ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ । ଏହି ପ୍ରକ୍ରିୟା ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ୩୧ ଯାଏଁ ଚାଲିବ । ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ନାମ…

୨ ମାସର ପୁଅକୁ ନେଇ ପ୍ରଥମଥର ଆଉଟିଂରେ ବାହାରିଲେ ଇଲିଆନା

ମୁମ୍ବାଇ: ୨ ମାସ ତଳେ ମାଆ ହୋଇଥିଲେ ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ । ପ୍ରଥମଥର ପାଇଁ ଆଉଟିଂରେ ବାହାରିଛନ୍ତି ଇଲିଆନା । ଏବେ ସେ ତାଙ୍କ ମଦରହୁଡ ଏନଜୟ କରୁଛନ୍ତି । ସେ ତାଙ୍କ ପୁଅ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି । ଏହାସହ ସେ ମାଆ ହେବାର ଅନୁଭବକୁ ଲଗାତାର ଭାବେ ତାଙ୍କ…

ନିଜ ଦଳର ମହିଳାଙ୍କ ପ୍ରତି ବିଜେଡି ନେତାଙ୍କ ମାଇଣ୍ଡଫ୍ରେସକୁ ନେଇ ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଲେ ଭଲ ହୁଅନ୍ତା -ବିଜେପି

ଭୁବନେଶ୍ୱର: ‘ବିଜେଡି ନେତ୍ରୀ ଜାଣି ରଖିବା ଦରକାର ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସର୍ବଦା ମହିଳାଙ୍କୁ ସମ୍ମାନ ଦେଇ ଆସିଛନ୍ତି। ଏହା ଓଡ଼ିଶାରେ ସାଢେ ଚାରି କୋଟି ଲୋକମାନେ ଜାଣିଛନ୍ତି । ଏଥିପାଇଁ ବିଜେଡିର ସାର୍ଟିଫିକେଟ୍ ଦେବା ଦରକାର ନାହିଁ ।…

ଡ଼ିଜାଇନ୍‌ରରୁ ନିର୍ମାତା ସାଜିଲେ ମନିଷ, ପ୍ରଥମ ଫିଲ୍ମର ଶୁଟିଂ ଶେଷ

ମୁମ୍ବାଇ: ଡ଼୍ରେସ ଡ଼ିଜାଇନର ଭାବେ ବେଶ୍ ପରିଚିତ ମନିଷ ମାଲହୋତ୍ରା । ସବୁଠାରୁ ପପୁଲାର ଡିଜାଇନରଙ୍କ ମଧ୍ୟରୁ ସେ ଅନ୍ୟତମ । ଏବେ ସେ ଡ଼ିଜାଇନରରୁ ଫିଲ୍ମ ନିର୍ମାତା ସାଜିଛନ୍ତି । ତାଙ୍କ ପ୍ରଡକଶନ ହାଉସ ଷ୍ଟେଜ ୫ ପ୍ରଡକଶନରେ ଏକ ଫିଲ୍ମ ନିର୍ମାଣ କରିଛନ୍ତି । ଯାହାର ନାଁ ହେଲା ‘ଟ୍ରେନ ଫ୍ରମ…