ଅପେକ୍ଷାରେ ବିତିଗଲା ୨୦ ବର୍ଷ; ମିଳିଲାନି ବର, ନିଜେ ନିଜକୁ ବାହା ହେଲେ ଯୁବତୀ
ଲଣ୍ଡନ୍: ଆଜିକାଲି ବିବାହ ପାଇଁ ଉପଯୁକ୍ତ ସାଥୀଟିଏ ମିଳିବା କଷ୍ଟକର ହୋଇପଡ଼ୁଛି । ସେ ପୁଅ ହୁଅନ୍ତୁ ବା ଝିଅ, ବିବାହ ପାଇଁ ସମସ୍ତଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏବେ ଲଣ୍ଡନର ଜଣେ ମହିଳା ଦୀର୍ଘ ୨୦ ବର୍ଷ ପ୍ରତୀକ୍ଷା କରି ଉପଯୁକ୍ତ ପାତ୍ର ନ ପାଇବାରୁ ଶେଷରେ ନିଜକୁ…