ଜଙ୍ଗଲ ଭିତରୁ ଏକ ମାସର ଶିଶୁକନ୍ୟା ଉଦ୍ଧାର
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଗାଉଗାଢ଼ିଆ ନିକଟ ଜଙ୍ଗଲ ଭିତରୁ ଏକ ମାସର ଶିଶୁକନ୍ୟା ଉଦ୍ଧାର କରାଯାଇଛି। ଜଙ୍ଗଲକୁ ପତ୍ର ପାଇଁ ଯାଇଥିବା କିଛି ମହିଳା ଶିଶୁକନ୍ୟାକୁ ଦେଖିଥିଲେ। ଶିଶୁକନ୍ୟାଟି ପ୍ରାୟ ମାସକର ହେବ।
ସ୍ଥାନୀୟ କିଛି ମହିଳା ଜଙ୍ଗଲକୁ…