Latest Odisha News

BREAKING NEWS

Yearly Archives

2023

ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଧର୍ମଗଡ ବନ୍ଦ

ଧର୍ମଗଡ଼: ଆଜି ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ । ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି । ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଧର୍ମଗଡ଼ ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।…

ହଠାତ୍ ବାନ୍ତି କିପରି ନିୟନ୍ତ୍ରଣ କରିବେ ? ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର…

ନୂଆଦିଲ୍ଲୀ: ସାଧାରଣତଃ ଆମେମାନେ କାର୍, ଟ୍ରେନ୍ କିମ୍ବା ବସ୍ ରେ ଯାତ୍ରା କରିବାକୁ ପସନ୍ଦ କରିଥାଉ  । କିନ୍ତୁ କିଛି ଯାତ୍ରା କରିବା ସମୟରେ ଅସୁସ୍ଥତା ଅନୁଭବ କରନ୍ତି ବା ବାନ୍ତି ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି  । ଯେଉଁଥିପାଇଁ ସେମାନେ ଯାତ୍ରା କରିବା ସମୟରେ ନିଜକୁ ବହୁତ ଦୁର୍ବଳ…

ସିକିମରେ ବାଦଲଫଟା ବର୍ଷା ଯୋଗୁଁ ବଡଧରଣର ବନ୍ୟା : ଭାସିଗଲେ ୨୩ ଯବାନ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ : ସିକିମରେ ବାଦଲଫଟା ବର୍ଷା ଯୋଗୁଁ ବଡ ଅଘଟଣ ସାମ୍ନାକୁ ଆସିଛି  । ଉତ୍ତର ସିକ୍କିମର ଲାଚେନ୍ ଘାଟି ତୀସ୍ତା ନଦୀରେ ବଡ଼ଧରଣର ବନ୍ୟା ସୃଷ୍ଟି ହୋଇଛି  । ଫଳରେ ବନ୍ୟା ପାଣି ରେ ଫାସିଯାଇ ୨୩ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି । କେବଳ ଯବାନ ନୁହଁନ୍ତି , ବହୁ ସଂଖ୍ୟାରେ ଗାଡି ମଟର…

ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଂଜୟ ସିଂହଙ୍କ ଘରେ ଇଡି ରେଡ୍

ନୂଆଦିଲ୍ଲୀ : ଦିଲ୍ଲୀର ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ବାସଭବନରେ ଇଡି ରେଡ୍  । ଆଜି ସକାଳୁ ତାଙ୍କ ଝରେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ ଜାରି ରହିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସେ ସମ୍ପୃକ୍ତ ଅଛନ୍ତି  । ଚଢାଉରେ ଇଡିର ବହୁ ବରିଷ୍ଠ…

କବିତା : ହୃଦୟକୁ ଥାପି ହୃଦୟରେ

ସାଧନା ପଣ୍ଡା ହୃଦୟକୁ ଥାପି ହୃଦୟରେ ସ୍ୱପ୍ନର ହିଡ ବାଟେ ଚାଲୁ ଚାଲୁ ବାଟ ହୁଡିଯାଏ , ଅନ୍ଧାରକୁ ପାନ କରେ ଆକୁଳ ଭଙ୍ଗୀରେ ଓଠରେ ନୈଶ- ବର୍ଣ୍ଣମାଳା ଲାଗିଥାଏ ନିବିଡ଼ ଭାବରେ..... , କୁହୁଡି ଢାଙ୍କିଦିଏ ବିରହର ମୁହଁ ମୃତ୍ୟୁ ଓ ଜୀବନର ମଧ୍ୟବର୍ତ୍ତୀ ଇଲାକା ଶିଉଳି ପରି…

ସମ୍ବଲପୁର କୁଚିଣ୍ଡାରେ ଅଜଣା ଗାଡି ଧକ୍କାରେ ଦୁଇ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡା ଥାନା ପାରୁଆଭାଡି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳେ ଅଜଣା ଗାଡି ଧକ୍କାରେ ଦୁଇ ଜଣ ଙ୍କର ମୃତ୍ୟୁ ଘଟିଛି  । ମୃତକ ପାରୁଆଭାଡି ଗାଁର ମୁକ୍ତେଶ୍ବର ଧାନ  ଏବଂ ପଣ୍ଡରୀକଟା ଗାଁର ଦଧି ଦର୍କା ବୋଲି ଜଣାପଡିଛି । ସୂଚନା ମୂତାବକ ଏମାନେ ଦୁଇ ଜଣ ଆଜି…

ପାସ କରିନଥିବା ଛାତ୍ରଛାତ୍ରୀ ପାଇଛନ୍ତି ପିଏମ୍ଏସ୍ ଯୋଜନାର ଲାଭ, ସିଏଜି ଖୋଲିଲେ ଦୁର୍ନୀତିର ଚିଠା

ଭୁବନେଶ୍ୱର: ଓଡ଼ିଶାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଅଧୀନରେ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି (ପିଏମ୍ଏସ୍) ଯୋଜନାର କାର୍ଯ୍ୟ କାରିତାରେ ଦୁର୍ନୀତି ଓ ଜାଲିଆତି ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି)। ସିଏଜି ଜାଣିବାକୁ ପାଇଛନ୍ତି ଯେ ୨୦୧୬-୧୭…

ଭାଷା ଭାଗବତ : ସତ୍ୟାନୁଭବୀ ଲୋକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ୍ୟାନୁଭବ କଲେ ଲୋକ କହିବା ନୁହେ ଆବଶ୍ଯକ ସତ୍ୟକୁ କଲେ ଶବ୍ଦବଦ୍ଧ ତା ମାର୍ଗ ହୁଏ ଅବରୁଦ୍ଧ ସତ୍ୟ କହିଲେ ସମାଧାନ ହେବାର ମିଳୁନି ପ୍ରମାଣ ଓଲଟି ହୁଏ ଗୋଳମାଳ ମିଳେନି କେବେ ଶେଷଫଳ ସତ୍‌କଥା ଆଉ ସତ୍‌କର୍ମ ମଧ୍ୟରୁ…

ଓବିସି ସର୍ଭେ ରିପୋର୍ଟ ପ୍ରକାଶ କରିବାରେ ବିଳମ୍ବତା, ଶାସକ ଦଳକୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ଓବିସି ସର୍ଭେ ରିପୋର୍ଟ ପ୍ରକାଶରେ ବିଳମ୍ବକୁ ନେଇ ବିରୋଧୀ ଦଳଗୁଡ଼ିକ ଶାସକ ବିଜୁ ଜନତା ଦଳକୁ ଘେରିଛନ୍ତି। ଗାନ୍ଧୀ ଜୟନ୍ତୀରେ ବିହାର ସରକାର ଓବିସି ସର୍ଭେ ରିପୋର୍ଟ ଜାରି କରି ଦେଶର ପ୍ରଥମ ରାଜ୍ୟ ହୋଇପାରିଛି। ଏହାପରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ…

ଆଜି ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ :ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ: ଆଜି ଦିଗପହଣ୍ଡିରେ ହେବାକୁ ଯାଉଛି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ  । ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବାକୁ ଥିବାବେଳେ ୧୧ଟାରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ  । ଏବଂ ଦିନ ୧୨ଟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ନିର୍ଘଣ୍ଟ ହୋଇଛି ।…