Latest Odisha News

BREAKING NEWS

Yearly Archives

2023

‘କାଳେ ବେଦାନ୍ତ ପ୍ରସଙ୍ଗ ଉଠାଇବେ ତେଣୁ ମିଳିମିଶି ଗୃହକୁ ଅଚଳ କରିଦେଲେ ବିଜେପି-ବିଜେଡି’

ଭୁବନେଶ୍ୱର: ବିଜେଡି ଓ ବିଜେପି ମିଶି ବିଧାନସଭାକୁ ବନ୍ଦ କରୁଛନ୍ତି। କାଳେ ବେଦାନ୍ତ ଜମି ପ୍ରସଙ୍ଗରେ ଆଲୋଚନା ହେବ ସେଥିପାଇଁ ଉଭୟେ ମିଳିମିଶି ଗୃହକୁ ବନ୍ଦ କରି ଦେଇଛନ୍ତି ବିଜେଡି-ବିଜେପି । ଏମିତି କହି ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଯଦି…

ସାପ ଖେଳାଇବା ହେଲା କାଳ: ସାପ ଦଂଶନରୁ ବଞ୍ଚି ପାରିଲେନି ଖୋଦ ସାପ ଧରାଳି

ଖୋର୍ଦ୍ଧା: କାଳ ହେଲା ସାପ ଖେଳାଇବା । ସାପ ଦଂଶନରୁ ବଞ୍ଚି ପାରିଲେନି ଖୋଦ ସାପ ଧରାଳି । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳର ସାପ ଧରାଳି ଡମ୍ବରୁଧର ରାଉତରାୟ ଓରଫ…

ବିହାର ଜାତି ସର୍ଭେ ମାମଲା: ୬ ଅକ୍ଟୋବରରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। କୋର୍ଟ ୬ ଅକ୍ଟୋବରରେ ଶୁଣାଣି ପାଇଁ କହିଛନ୍ତି। ଏହି ମାମଲା ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ସର୍ଭେ ତଥ୍ୟ ଜାରି କରିବାକୁ କୋର୍ଟ କୌଣସି ପ୍ରତିବନ୍ଧକ ଲଗାଇ ନଥିଲେ। ରୋକ ଆଦେଶ ବିସ୍ତୃତ ଶୁଣାଣି ପରେ ଦେବେ…

ବ୍ରିଜରେ ଅଧା ଝୁଲି ରହିଥିବା ବସ୍ ଉଦ୍ଧାର: ଅଳ୍ପକେ ବଞ୍ଚିଲା ଯାତ୍ରୀଙ୍କ ଜୀବନ

ବାଙ୍କୀ:  ବ୍ରିଜରେ ଅଧା ଝୁଲି ରହିଥିବା ବସ୍ ଉଦ୍ଧାର ହୋଇଛି  । ସ୍ଥାନୀୟ ଲୋକ , ଅଗ୍ନିଶମ ଏବଂ ପୋଲିସ କର୍ମଚାରୀଙ୍କ ଉଦ୍ୟମରେ ବସଟିକୁ ଉଠାଯାଇଛି । ଏକ ହାଇଓ୍ବା ଏବଂ କ୍ରେନ ସାହାର୍ଯ୍ୟରେ ବସଟିକୁ ଉଠାଯାଇଛି ।  ସୂଚନା ମୂତାବକ ଆଜି ସକାଳେ ବାଙ୍କୀ ଜାତମୁଣ୍ଡିଆ ପୋଲ ଉପରେ ଭୟଙ୍କର…

ପୁସ୍ତକ ପରିଚୟ : ମିଷ୍ଟି ମିଶ୍ର

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ପୁସ୍ତକ : ମିଷ୍ଟି ମିଶ୍ର ଗାଳ୍ପିକ : କୁମାର ବିପ୍ଳବ ପ୍ରକାଶକ : ପଶ୍ଚିମା ପ୍ରକାଶନୀ ପୃଷ୍ଠା ସଂଖ୍ୟା : ୧୨୬ ମୂଲ୍ୟ : ୧୪୯ ଟଙ୍କା ମାତ୍ର ଗାଳ୍ପିକ କୁମାର ବିପ୍ଳବଙ୍କ ସଦ୍ୟ ପ୍ରକାଶିତ ଗଳ୍ପ ସଙ୍କଳନ "ମିଷ୍ଟି ମିଶ୍ର" । ମିଷ୍ଟି ମିଶ୍ରର…

୨୦୨୪ ନିର୍ବାଚନ ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବ ବିଜେପି : ଅନୁରାଗ ଠାକୁର

ଭୁବନେଶ୍ୱର: ଏଥର ଓଡ଼ିଶାରେ ଫୁଲ ଦମରେ ଲଢିବ ବିଜେପି । ଭଲ ଫଳ ମଧ୍ୟ କରିବ ।  ଦଳୀୟ କର୍ମକର୍ତ୍ତାଙ୍କ  ଦମରେ ଲଢିବ ବିଜେପି । ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ବଢୁଛି । ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତିକି ଗୁରୁତ୍ୱ ଦେଉଛନ୍ତି ଏବଂ ଦେଇଛନ୍ତି ୭୫ ବର୍ଷ ମଧ୍ୟରେ କୌଣସି…

ପିତୃପକ୍ଷରେ ଦାନ କରନ୍ତୁ ଏହି ୭ଟି ଚମତ୍କାରୀ ଜିନିଷ, ପାଇବେ ଶୁଭ ଫଳ…

ଭୁବନେଶ୍ଵର: ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ଯେବେ କନ୍ୟା ରାଶିକୁ ଚଳିଥାନ୍ତି ସେତେବେଳେ ମହାଳୟା ପକ୍ଷରେ ପିତୃପୁରୁଷଙ୍କୁ ଅତ୍ୟଧିକ କ୍ଷୁଧା ଲାଗିଥାଏ । ଏବଂ ଧର୍ମରାଜଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ପୃଥିବି ପୃଷ୍ଠରେ ନିଜ ଘରକୁ ଆସିଥାନ୍ତି । ନିଜ ସନ୍ତାନ ମାନଙ୍କ ଦ୍ଵାରା ଦିଆଯାଇଥିବା…

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର : ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଆରମ୍ଭ ହୋଇଥିବା ୧୫ ଦିନିଆ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଏହି କର୍ମଶାଳାରେ ଯୋଗଦେଇଥିବା ପ୍ରାୟ ୧୦୦ ଜଣ ସ୍ନାତକୋତ୍ତର, ଏମ୍‌.ଫିଲ୍‌ ଏବଂ ପି.ଏଚ୍‌ଡି ଛାତ୍ରଛାତ୍ରୀମାନଙ୍କୁ…

ସରକାରୀ ଡାକ୍ତରଖାନାରେ ଥମୁନି ମୃତ୍ୟୁ: ଗଲାଣି ୩୧ ଜୀବନ

ମୁମ୍ବାଇ: ମହାରାଷ୍ଟ୍ର ନାନ୍ଦେଡରେ ଶଙ୍କରରାଓ ଚହ୍ୱାଣ ସରକାରୀ ଡାକ୍ତରଖାନାରେ ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା କାହିଁକି କମୁନି ସେ ନେଇ ଡାକ୍ତର କିଛି ବି ସ୍ପଷ୍ଟ କହୁ ନାହାନ୍ତି । କୁହାଯାଉଛି, ଡାକ୍ତରଖାନାରେ ଔଷଧ ଯୋଗାଣ ହେଉ ନ ଥିବାରୁ…

ଅଭୁତ ଜନଜାତିଙ୍କ ଅଜବ ପରମ୍ପରା: ଶୁଣିଲେ ଟାଙ୍କୁରି ଉଠିବ ଲୋମ…

ନୂଆଦିଲ୍ଲୀ : ଦୁନିଆ ହୁଏତ ବହୁତ ଅଗ୍ରଗତି କରିଥାଇପାରେ ।  କିନ୍ତୁ ଆଜି ବି ଅନେକ ଜନଜାତି ଅଛନ୍ତି,  ଯେଉଁମାନେ ନିଜ ଜୀବନକୁ ପାରମ୍ପରିକ ଉପାୟରେ ବଞ୍ଚନ୍ତି ।  ସେମାନଙ୍କର ସଂସ୍କୃତି ଏତେ ଅଦ୍ଭୁତ ଏବଂ ଅନନ୍ୟ , ଯେ ବେଳେବେଳେ ଏହା ବିଶ୍ବାସ କରିବା କଷ୍ଟକର ହୋଇପଡେ  । ଏପରି ଏକ ଜନଜାତି…