Latest Odisha News

BREAKING NEWS

Yearly Archives

2023

୨୦୨୩ ପାଇଁ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପାଇବେ ନବଗୁଞ୍ଜର ସମ୍ମାନ

ଭୁବନେଶ୍ୱର : ନବଗୁଞ୍ଜର ସଂସ୍କୃତି ମଞ୍ଚ, ଭୁବନେଶ୍ୱର ପକ୍ଷରୁ ୨୦୨୩ ବର୍ଷ ପାଇଁ ବରିଷ୍ଠ ଶିଶୁ ସାହିତ୍ୟିକ, ସ୍ୱନାମଧନ୍ୟ କଥାକାର, ସଂସ୍କୃତି ପ୍ରେମୀ, ଜୀବନୀ ଲେଖକ ଓ ଲୋକପ୍ରିୟ ସ୍ତମ୍ଭକାର ପ୍ରଫେସର ଦାଶ ବେନହୁର(ଜିତେନ୍ଦ୍ର ନାରାୟଣ ଦାଶ) ନବଗୁଞ୍ଜର ସମ୍ମାନ ପାଇବା ପାଇଁ ମନୋନୀତ…

ଏସୀୟ କ୍ରୀଡାରେ ଭାରତକୁ ମିଳିଲା ନବମ ସ୍ଵର୍ଣ୍ଣ, ୩୫ରେ ପହଞ୍ଚିଲା ପଦକ ସଂଖ୍ୟା

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ଏସିଆନ ଗେମ୍ସର ଟେନିସ ମିକ୍ସଡ ଡବଲ୍ସରେ ଭାରତ ହାତେଇଛି ନବମ ସ୍ୱର୍ଣ୍ଣ ପଦକ । ରୋହନ ବୋପନ୍ନା ଓ ଋତୁଜା ଭୋସାବେଗ୍ଦଲଙ୍କୁ ସ୍ୱର୍ଣ୍ଣ । ଭାରତର ପଦକ…

ଆଜି ଶେଷ ହେଉଛି ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ସମୟ, ବଢିବ କି ଅବଧି..

ନୂଆଦିଲ୍ଲୀ: ଆଜି ସରିବ ୨୦୦୦ ନୋଟ୍ ବଦଳ ଅବଧି । ମେ’ ୧୯ରେ ଏହି ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ମେ’ ୨୩ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୋଟଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ…

୩୦ ଜିଲ୍ଲାରେ ବୁଲିବ ସାଇବର ସଚେତନତା ରଥ : ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ୩୦ ଜିଲ୍ଳାରେ ବୁଲିବ ସାଇବର ସଚେତନତା ରଥ। ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଛି  । ଯାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଆଜି ସାଇବର ସୁରକ୍ଷା ଅଭିଯାନ ଓ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨ ତାରିଖରୁ  ଏହି ରଥ…

ମଣିଷଠାରୁ ଭିନ୍ନ ରାସାୟନିକ ପ୍ରକ୍ରିୟାରେ ଏଲିୟନ୍ସଙ୍କ ଜନ୍ମ !

ନୂଆଦିଲ୍ଲୀ: ଏଲିୟନ୍ସଙ୍କ ଅସ୍ତିତ୍ୱ ନେଇ ବୈଜ୍ଞାନିକମାନେ ଗବେଷଣା ଜାରୀ ରଖିଛନ୍ତି । ଏବେ ଗବେଷକମାନେ ଏକ ମହତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଯେଉଁ ରାସାୟନିକ ପ୍ରକ୍ରିୟା ଏବଂ ପରିବେଶରେ ମନୁଷ୍ୟର ସୃଷ୍ଟି ତା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏଲିୟନ୍ସ ଉତ୍ପତି…

ରତ୍ନଭଣ୍ଡାର ପ୍ରସଙ୍ଗ : ହାଇକୋର୍ଟଙ୍କ ରାୟ ପରେ ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଲା ଜଗନ୍ନାଥ ସେନା

ପୁରୀ: ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ମାମଲାରେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ  । ହାଇ ପାଓ୍ବାର କମିଟି ଗଠନ କରିବା ଲାଗି ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ତେବେ ଏହି ପ୍ରସଙ୍ଗରେ ଆଜି ଜଗନ୍ନାଥ ସେନା ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଥିବା ଦେଖିବାକୁ…

୩ ରୁ ୪ ହେବାକୁ ଯାଉଛନ୍ତି ବିରୁଷ୍କା, ଦେଲେ ପୁଣି ଖୁସି ଖବର

ମୁମ୍ବାଇ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର । ପୁଣି ଥରେ ପିତା ମାତା ହେବାକୁ ଯାଉଛନ୍ତି ଏହି ଷ୍ଟାର ଦମ୍ପତି । ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି । ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏହି ଦମ୍ପତି ଖୁବ୍ ଶୀଘ୍ର ନିଜ ପ୍ରଶଂସକଙ୍କ…

ସ୍କଟଲାଣ୍ଡରେ ଭାରତୀୟ ଦୂତାବାସଙ୍କୁ ଗୁରୁଦ୍ବାର ଯିବାକୁ ବାରଣ କଲେ ଖଲିସ୍ତାନୀ ସମର୍ଥକ

ନୂଆଦିଲ୍ଲୀ : ବ୍ରିଟେନରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ୍ତ ।  ଗତକାଲି ସ୍କଟଲାଣ୍ଡରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ଦୋରଇସ୍ବାମୀଙ୍କୁ ଗୁରୁଦ୍ବାରରେ ପ୍ରବେଶ କରିବାକୁ ବାରଣ କରିଛନ୍ତି  । ଏପରିକି ସ୍କଟଲାଣ୍ଡରେ ଭାରତ ବିରୋଧରେ ନାରାବାଜି କରିଛନ୍ତି । ଖଲିସ୍ତାନୀ ଆତଙ୍କବାଦୀ…

୯ ମାସରେ ୧୪୬ ବାଘଙ୍କ ମୃତ୍ୟୁ , ଗତ ୧୧ ବର୍ଷ ମଧ୍ୟରେ ସର୍ବାଧିକ : NTCA

ପୁଣେ: ଦେଶରେ କମୁଛି ବାଘ ସଂଖ୍ୟା । ଚଳିତ ବର୍ଷ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରେ ଭାରତ ୧୪୬ଟି ବାଘମୃତ୍ୟୁ ପଞ୍ଜିକୃତ କରିଛି  । ଏ ନେଇ ବୋଲି ଏନଟିସିଏ ତଥ୍ୟାବଳିରୁ ଜଣାପଡ଼ିଛି। ଗତ ୧୧ ବର୍ଷ ମଧ୍ୟରେ ଏହା ସର୍ବାଧିକ  । ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।…

ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ, ଗୃହକୁ ୪ଟା ଯାଏଁ ମୁଲତବି କଲେ ବାଚସ୍ପତି

ଭୁବନେଶ୍ଵର: ଗୃହକାର୍ଯ୍ୟ ଆରମ୍ଭରୁ ଗୃହରେ ବିରୋଧୀ ମାନଙ୍କର ପ୍ରବଳ ହଟ୍ଟଗୋଳ । ବିରୋଧୀ ଦଳ ନେତାଙ୍କୁ ଅସମ୍ମାନ ଏବଂ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ପୋଡିୟମ ପାଖରେ ପ୍ଲାକାର୍ଡ ଧରି ବିଜେପି ବିଧାୟକ…