କ୍ଷତିପୂରଣ ଦାବିରେ ରାସ୍ତାରେ ମୃତଦେହ ରଖି ସୋନପୁର-ସମ୍ବଲପୁର ରାଜରାସ୍ତା ଅବରୋଧ
ସୁବର୍ଣ୍ଣପୁର : ରାସ୍ତାରେ ମୃତଦେହ ରଖି ସୋନପୁର -ସମ୍ବଲପୁର ରାଜରାସ୍ତା ଅବରୋଧ କଲେ ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଉଦେପଦର ଛକରେ । କ୍ଷତି ପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକ ଓ ଗ୍ରାମବାସୀ ।…