Latest Odisha News

BREAKING NEWS

Yearly Archives

2023

ରେଲୱେ ଟ୍ରାକକୁ ଖସିଲା ପଥର, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଜୟପୁର: ପାହାଡ଼ ଉପରୁ ଖସିଲା ବଡ଼ ବଡ ପଥର ଖଣ୍ଡ । ପଥର ଖଣ୍ଡ ଖସିବାରୁ ଅଟକିଲା ଯାତ୍ରୀବାହୀ ଟ୍ରେନ୍‌। ଟ୍ରେନ ଚଳାଚଳ ବାଧାପ୍ରାପ୍ତ । କୋରାପୁଟ ଜୟପୁର ରେଳ ପଥର ଜରଟି ଓ ମାନବର ମଧ୍ୟରେ ରେଳ ଧାରଣା ଉପରେ ମାଟି ଅତଡ଼ା ଓ ପଥର ଖସି ରେଳ ଚଳା ଚଳ ବନ୍ଦ ରହିଛି। ଏନେଇ ଆଜି ୮ ଟି ଟ୍ରେନକୁ ବାତିଲ…

‘ସିଂଘମ୍’ ପରି ସିନେମା ସମାଜକୁ ବିପଜ୍ଜନକ ବାର୍ତ୍ତା ଦେଇଥାଏ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ଆଇନ ବ୍ୟବସ୍ଥା ପ୍ରତି ଧ୍ୟାନ ନ ଦେଇ ତୁରନ୍ତ ନ୍ୟାୟ ଦେଉଥିବା ‘ସିଂଘମ୍‌’ ପରି ସିନେମା ସବୁ ଅତ୍ୟନ୍ତ କ୍ଷତିକାରକ ବାର୍ତ୍ତା ପ୍ରସାରଣ କରୁଛନ୍ତି ବୋଲି କହିଛନ୍ତି ବମ୍ବେ ହାଇକୋର୍ଟର ବିଚାରପତି ଗୌତମ ପଟେଲ୍‌ । ବିଚାରପତି ଗୌତମ ପଟେଲ ସିଙ୍ଘମ ଭଳି ସିନେମାରେ ଦେଖାଯାଇଥିବା…

ଏପରି ରାସ୍ତା ଯାହାକୁ ତିଆରି କରାଯାଇଛି ମଣିଷ ହାଡରେ, ଏଥିପାଇଁ ଦିଆଯାଇଛି ୧୦ ଲକ୍ଷଙ୍କ ବଳି

ନୂଆଦିଲ୍ଲୀ: ଆପଣମାନେ ଜାଣିଥିବେ ଯେ ଦୁନିଆର ଅନେକ ରାସ୍ତା ଅନେକ ଜିନିଷ ପାଇଁ ବେଶ ଜଣାଶୁଣା । କେତେକ ଲମ୍ବା ରାସ୍ତା, କେତେକ କ୍ଷୁଦ୍ରତମ କିମ୍ବା କେତେକ ବିଶ୍ୱର ସବୁଠାରୁ ପ୍ରଶସ୍ତ ଭାବରେ ବେଶ ଲୋକପ୍ରିୟ । କିନ୍ତୁ, ଆପଣ କେବେ ମଣିଷର ହାଡରେ ନିର୍ମିତ ରାସ୍ତା ବିଷୟରେ ଶୁଣିଛନ୍ତି କି?…

ଗପ : ସେଇ ଚଉଦ ଘଣ୍ଟା

ସୁମିତା ବେହେରା କାରରୁ ଓହ୍ଲେଇ ବିଜୁଳି ପରି କିଛି ସେକେଣ୍ଡ ମଧ୍ୟରେ କୋକେଇ ନିକଟରେ ପହଞ୍ଚିଗଲେ ଅନୁ। ସମସ୍ତ ହିତୈଷୀ ବନ୍ଧୁ ପରିଜନ, ପାଖ ପଡ଼ୋଶୀଙ୍କର ଗହଳିରେ ଦାଣ୍ଡ ଲୋକାରଣ୍ୟ। ଧଳା ଚାଦରରେ ଢାଙ୍କି ହୋଇ ରହିଛି ତାଙ୍କ ଇହକାଳର ସାଥୀଙ୍କର ମୃତଦେହ। ଦୀର୍ଘ ବତିଶ ବର୍ଷର ହସ ଲୁହର…

କବିତା : ନଈର ଡାକ

ପଞ୍ଚାନନ ମିଶ୍ର  ନିର୍ଜନତା ଘୁଞ୍ଚେନାହିଁ ତା’ସ୍ଥାନରୁ ନିଶ୍ଚଳ ମୁହୂର୍ତ୍ତ ଅସ୍ତାଚଳେ ସୂର୍ଯ୍ୟ ନିରୋଳା ନଈପଠା ଫେରନ୍ତା ପକ୍ଷୀଙ୍କ ଶୋଭାଯାତ୍ରାରେ ସାମିଲ ପବନର ଅଦୃଶ୍ୟ ସମର୍ଥନ ଓ ସ୍ୱୀକୃତି ଯାହା ଭାସିଆସେ ପାହାଡ଼ର ସେପାରିରୁ। ମନ୍ଦ ମନ୍ଦ ପୁଲକଭରା ଢେଉ ତା’ର ଛୁଉଁଥାଏ…

ଶିଶୁ କବିତା : ଗରମ୍ ଗରମ୍ ମୁଢ଼ି

ପୂଣ୍ୟପ୍ରଭା ଦେବୀ ଗରମ୍ ଗରମ୍ ମୁଢ଼ି ଭାଜୁଥିଲେ ବସି ଖୁଡ଼ୀ କେଉଁଠୁ ଆସିଲା ଦକ୍ଷିଣା ପବନ ସବୁଯାକ ଗଲା ଉଡ଼ି। ଗରମ୍ ଗରମ୍ ମୁଢ଼ି ଯାଉଥିଲା ବେଳେ ଉଡ଼ି କେଉଁଠୁ କେଜାଣି ଆସିଗଲେ କାଉ ଉଠିଲେ ଧାଡ଼ିକୁ ଧାଡ଼ି ଗରମ୍ ଗରମ୍ ମୁଢ଼ି ଯେଉଁ ଠାରେ ଗଲା ପଡ଼ି ତାକୁ ଖାଇବାକୁ ତା…

ଶେଷ ପାଳି ଖୁଦୁରୁକୁଣୀ ଓଷା: ଜାଣନ୍ତୁ ଖୁଦୁରୁକୁଣୀଙ୍କ ସବୁଠୁ ପ୍ରିୟ ଭୋଗ…

ଭୁବନେଶ୍ଵର: ଓଡି଼ଶା ସମଗ୍ର ବିଶ୍ବରେ ତାହାର ସଂସ୍କୃତି ପରମ୍ପରାକୁ ନେଇ ପରିଚିତ। ପ୍ରତ୍ୟେକ ଘରେ ସବୁ ମାସରେ କିଛି ନା କିଛି ପୂଜା ଉପାସନା ଚାଲି ରହିଥାଏ। ଏହି କ୍ରମରେ ଖୁଦରକୁଣୀ ହେଉଛି ଏକ ଓଷା ଯାହାକୁ କୁମାରୀମାନେ ଭାଦ୍ରବର ପ୍ରତି ରବିବାରେ ଜଗତ ଜନନୀ ମା’, ମଙ୍ଗଳାଙ୍କୁ ଆରାଧାନା…

ଏସିଆନ ଗେମରେ ଭାରତର ଦମଦାର ଯାତ୍ରା: ପ୍ରଥମ ଦିନରେ ହାତେଇଲା ୨ ରୌପ୍ୟ ପଦକ

ନୂଆଦିଲ୍ଲୀ:ଏସିଆନ ଗେମରେ ଭାରତ ଆରମ୍ଭ କରିଛି ପଦକ ଯାତ୍ରା । ଦମଦାର ଆରମ୍ଭ କରିଛି ଭାରତ । ପ୍ରଥମ ଦିନରେ ହାତେଇଛି ୨ ପଦକ । ରୋଇଂ ଏବଂ ଏୟାର ରାଇଫଲରେ ୨ ରୌପ୍ୟ ପଦକ ପାଇବାର ସୌଭାଗ୍ୟ ଲାଗି କରିଛି ଭାରତ । ଅର୍ଜୁନ ଲାଲ ଜାଟ ଏବଂ ଅରବିନ୍ଦ ସିଂହ ଲାଇଟୱେଟ ପୁରୁଷ ଡବଲ୍ସ ସ୍କଲ୍ସରେ…

ପଡିବ ହାତଗଣ୍ଠି, ହେବେ ଜୀବନ ସାଥୀ: ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ଓ ପରିଣୀତି

ଉଦୟପୁର: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ଚଢା ଓ ପରିଣୀତି ଚୋପ୍ରା । ରାଜସ୍ଥାନର ଉଦୟପୁରରେ ଥିବା ହୋଟେଲ ଲୀଲା ଆଣ୍ଡ ତାଜ ପ୍ୟାଲେସରେ ସେମାନେ ବିବାହ କରିବେ । ଗତକାଲି ଏହି ଦୁଇ ଜଣଙ୍କର ହଳଦୀ-ମେହେନ୍ଦୀ ରଶମ ସଂପୂର୍ଣ୍ଣ ହୋଇଛି । ଏବେ କେବଳ ଅପେକ୍ଷା ସାତ ଫେରା ଓ ହସ୍ତଗଣ୍ଠିକୁ ।…

ଭାଷା ଭାଗବତ : ସାହିତ୍ୟ ସର୍ଜନା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚିଂତାର ଚକ୍ର ଅବିରତ କରଇ ସାହିତ୍ୟ ରଚିତ ଅପୂର୍ବ ଗଦ୍ୟପଦ୍ୟ ମିଶା ସଂଚାର କରୁଛି ଭରସା ଯଶଲାଳସୀ ବ୍ୟକ୍ତିଗଣ ହୁଅଂତି ଗ୍ଳାନିର କାରଣ ଯଂତ୍ରର ସ୍ବୈଚ୍ଛିକ ପ୍ରୟୋଗ ଯୋଗୁଁ ହିଁ ଆସଇ ଦୁର୍ଯୋଗ ପରସ୍ପରକୁ ସଂଶୋଧନ କଲେ…