ଦିନିକିଆ ବିଶ୍ୱକପ କ୍ରିକେଟ: ଏଥର ଚାମ୍ପିୟନ ଟିମକୁ ମିଳିବ ୩୩ କୋଟି ଟଙ୍କାର ପୁରସ୍କାର ରାଶି
ନୂଆଦିଲ୍ଲୀ: ଭାରତରେ ଅକ୍ଟୋବର ୫ରୁ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଶୁକ୍ରବାର ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଏହାର ପୁରସ୍କାର ରାଶି ଘୋଷଣା କରିଛି । ଏଥର ଓଭରାଲ ୮୩ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଚାମ୍ପିୟନ ଟିମକୁ ୩୩ ଓ ରନର୍ସଅପ ଦଳକୁ ୧୭ କୋଟି ଟଙ୍କା…