କେରଳର ‘ସରକାରା ମନ୍ଦିର’ରେ ପ୍ରତିଷ୍ଠା ହେବ ନାହିଁ ଆରଏସଏସ ଶାଖା, ହାଇକୋର୍ଟଙ୍କ ନିର୍ଦ୍ଦେଶ
ଥିରୁବନନ୍ତପୁରମ: କେରଳସ୍ଥିତ ଥିରୁବନନ୍ତପୁରମ 'ସରକାରା ଦେବୀ ମନ୍ଦିର' ପରିସରରେ ଆରଏସଏସ ଶାଖା ପ୍ରତିଷ୍ଠା ହେବ ନାହିଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। 'ସରକାରା ଦେବୀ ମନ୍ଦିର'ରେ ଆରଏସଏସର ତାଲିମକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଶୁଣାଣି ସମୟରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।…