Latest Odisha News

BREAKING NEWS

Yearly Archives

2023

କର୍ଣ୍ଣାଟକରେ ହାତ ମିଳାଇଲେ ବିଜେପି-ଜେଡିଏସ: ୨୦୨୪ରେ ବଦଳିଯିବ ସମୀକରଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳର ସମୀକରଣ ଆରମ୍ଭ ହୋଇଯାଇଛି । ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ଉଭୟ ମେଣ୍ଟ ଆସନ୍ତା ୨୦୨୪ ନିର୍ବାଚନକୁ କିପରି ନିଜ ସପକ୍ଷରେ ନେବେ ସେଥିପାଇଁ ଲାଗି ପଡିଛନ୍ତି । ତେବେ ବିଧାନସଭା ହାରିବା ପରେ ବିଜେପିର ଫୋକସ ଏବେ କର୍ଣ୍ଣାଟକ ଉପରେ ।…

ମହାନ ଖେଳାଳି ପେଲେଙ୍କୁ ପଛରେ ପକାଇ ନେମାର ରଚିଲେ ଇତିହାସ

ନୂଆଦିଲ୍ଲୀ : ଫିଫା ବିଶ୍ୱକପ ୨୦୨୬ କ୍ୱାଲିଫାୟର୍ସ ମୁକାବିଲାରେ ବ୍ରାଜିଲର ନେମାର ଜୁନିୟର ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ବୋଲିଭିଆ ବିପକ୍ଷ ମ୍ୟାଚରେ ୨ଟି ଗୋଲ ସ୍କୋର କରିଥିଲେ । ଏଥିସହ ସେ ମହାନ ଖେଳାଳି ପେଲେଙ୍କୁ ପଛରେ ପକାଇ ବ୍ରାଜିଲର ସର୍ବାଧିକ ଗୋଲସ୍କୋରର…

ପୁଣି ଅଲୋଡା ଶିଶୁ କନ୍ୟା: ପାଇଖାନାରୁ ଉଦ୍ଧାର ହେଲା ନବଜାତକ

ବଲାଙ୍ଗିର : ପୁଣି ଅଲୋଡା ହେଲା ଶିଶୁ କନ୍ୟା  । ପାଇଖାନାରେ ପଡିଛି ନବଜାତ ଶିଶୁ କନ୍ୟା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର  ଭୀମଭୋଇ ମେଡିକାଲରେ ।  ପାଇଖାନାରୁ ଶିଶୁଟିକୁ ଉଦ୍ଧାର କରାଯାଇଛି  । ପରେ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି। କନ୍ୟାଟି କାହାର ଏବଂ କେଉଁ…

କେନ୍ଦ୍ରାପଡା ପରେ ଯାଜପୁରରୁ ଆସିଲା ସମାନ ଚିତ୍ର, ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ହଜାର ହଜାର ଟଙ୍କା

ଯାଜପୁର: କେନ୍ଦ୍ରାପଡା ପରେ ଯାଜପୁରରୁ ଆସିଲା ସମାନ ଚିତ୍ର । ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ହଜାର ହଜାର ଟଙ୍କା । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବେତନା ପଞ୍ଚାୟତର ବେତନା ଗାଁ, ବାଲିସାହି, ବାଲିଚନ୍ଦ୍ରପୁର ଗ୍ରାମର ୫୦୦ ରୁ ଉର୍ଦ୍ଧ ଲୋକଙ୍କ ଆକାଉଣ୍ଟକୁ ଆସିଛି ହଜାର ହଜାର ଟଙ୍କା ।…

ୟୁଏସ ଓପନ ଟେନିସ: ବୋପାନ୍ନା-ଏବଡେନ ରନର୍ସଅପ

ନୂଆଦିଲ୍ଲୀ: ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ଡବଲ୍ସ ବିଭାଗରେ ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ଯୋଡି ରନର୍ସଅପରେ ସନ୍ତୁଷ୍ଟ ହୋଇଛନ୍ତି । ଫାଇନାଲରେ ସେମାନେ ଆମେରିକାର ରାଜୀବ ରାମ ଓ ବ୍ରିଟେନର ଜୋ ସେଲିସବେରୀଙ୍କ ନିକଟରୁ ୨-୬, ୬-୩ ଓ ୬-୪ ସେଟରେ ପରାଜିତ…

ଜି-୨୦ ସମ୍ମିଳନୀ ଚମକ ଦେଖି ପାକିସ୍ଥାନ ଜଳୁଛି, ନିଜକୁ ଧିକ୍କାର କରୁଛି

ନୂଆଦିଲ୍ଲୀ: ଦୁଇଦିନ ପାଇଁ ଦିଲ୍ଲୀ ପାଲଟିଛି ବିଶ୍ୱର ପାୱାର ସେଣ୍ଟର । ଆମେରିକାରୁ ଆରମ୍ଭ କରି ଜର୍ମାନୀ, ପର୍ଯ୍ୟନ୍ତ ବିଶ୍ୱର ସବୁ ବଡ ବଡ ଦେଶର ନେତା ଏକାଠି ହୋଇଛନ୍ତି ଦିଲ୍ଲୀ ଦରବାରରେ । ବିଶ୍ୱର ଆଖି ଦୁଇଦିନ ପାଇଁ ଅଟକି ରହିବ  ଭାରତ ଉପରେ। ଭାରତର ଏପରି ବୈଶ୍ୱିକ ପ୍ରଭାବକୁ ହଜମ…

ଶରୀରରେ କାହିଁକି ସୃଷ୍ଟି ହୁଏ ନୀଳ ଚିହ୍ନ, ହୋଇପାରେ ଗମ୍ଭୀର ସମସ୍ୟା…

ଦିଲ୍ଲୀ: ପ୍ରାୟତଃ ଚାଲିବା ସମୟରେ, ଆମେ ଅନେକ ସମୟରେ କୌଣସି ନା କୌଣସି ଜିନିଷରେ ଝୁଣ୍ଟି ପଡ଼ୁ ଏବଂ ଆମେ ଆଘାତ ପାଇଥାଉ । ସେହି ସମୟରେ କିଛି ଜଣା ପଡ଼ିନଥାଏ  । କିନ୍ତୁ କିଛି ଘଣ୍ଟା ପରେ ଶରୀରରେ ଏକ ନୀଳ ଚିହ୍ନ ଦେଖାଯାଏ । ଯେତେବେଳେ ଶରୀରର କୌଣସି ସ୍ଥାନରେ ଆଘାତ ହୁଏ ଏବଂ ସେହି ସ୍ଥାନରୁ…

ମିଳିଲା ପ୍ରତିଶ୍ରୁତି ଓହରିଲେ ଛାତ୍ରଛାତ୍ରୀ, ସହପାଠୀର ମୃତ୍ୟୁ ପରେ ଦେଇଥିଲେ ଧାରଣା

ଅନୁଗୁଳ: ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଓ ୧୪୯ ନମ୍ବର ଜାତୀୟ ରାଜପଥର ବଅଁରପାଳ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଚାଲିଥିବା ରାସ୍ତାରୋକ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ବିଳମ୍ବିତ ରାତିରେ…

ପ୍ରାକୃତିକ ସୌନ୍ଦର୍ଯ୍ୟର ପେଣ୍ଠସ୍ଥଳୀ କୋରାପୁଟ, ଯେଉଁଠାରେ ଗୁପ୍ତେଶ୍ଵର ଶିବଲିଙ୍ଗ ସ୍ଥାପନ କରିଥିଲେ ସ୍ଵୟଂ ଶ୍ରୀରାମ

କୋରାପୁଟ: ପ୍ରାକୃତିକ ସୌନ୍ଦର୍ଯ୍ୟର ପେଣ୍ଠସ୍ଥଳୀ କୋରାପୁଟ ଜିଲ୍ଲା । ଆଉ ସେଠାରେ ଥିବା ଗୁପ୍ତେଶ୍ୱର ପାହାଡ଼ରେ ରହିଛି ଗୁପ୍ତେଶ୍ୱର ଗୁମ୍ଫା । ଗୁମ୍ଫାର ଅନ୍ଧକାର ଭିତରେ ଅବସ୍ଥାନ କରୁଛନ୍ତି ଦେବାଧିଦେବ ମହାଦେବ । ପାହାଡ଼ର ଶୀର୍ଷ ଦେଶର ଏକ ଗୁମ୍ଫା ମଧ୍ୟରେ ରହିଥିବା ବାବା ଗୁପ୍ତେଶ୍ୱରଙ୍କର…

ଉଦ୍ୟୋଗୀଙ୍କ ହବ୍ ହେବ ଓଡ଼ିଶା, ୧୧ରେ ଦୁଇଟି ଷ୍ଟାର୍ଟଅପ ଅଭିଯାନର ହେବ ଉଦଘାଟନ

ଭୁବନେଶ୍ୱର: ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ରାଜ୍ୟରେ କେବେ ଶିଳ୍ପ କେନ୍ଦ୍ର ନଥିଲା, କିନ୍ତୁ ଏବେ ଉଦ୍ୟୋଗୀଙ୍କ ବିକାଶ ପାଇଁ ବାଟ ଫିଟିଛି। ଶୁକ୍ରବାର ଭୁବନେଶ୍ୱରରେ ଦ୍ୱିତୀୟ ଷ୍ଟାର୍ଟଅପ୍ ଯାତ୍ରା ଅଭିଯାନର ଶୁଭାରମ୍ଭ ବାବଦରେ ପ୍ରତାପ ଦେବ ଏହା କହିଛନ୍ତି। ସେ କହିଛନ୍ତି…