ଅନୁଭବଙ୍କ ଭାଇଙ୍କ ଜମିକୁ କବଜାକୁ ନେଲା ବ୍ୟାଙ୍କ, ଲୋକେ ଆଣିଲେ ଜାମି ଜାଲିଆତି ଅଭିଯୋଗ
କଟକ: ସ୍ଥାନୀୟ ଲୋକଙ୍କ ପ୍ରବଳ ହଟ୍ଟଗୋଳ ଓ ବିରୋଧ ପରେ ଶୁକ୍ରବାର ଅର୍ବାନ କୋଅପରେଟିଭ ବ୍ୟାଙ୍କର ଅଧିକାରୀମାନେ କଟକର ସେଲଟକ ଛକ ଅଞ୍ଚଳରେ ଥିବା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ଏକ ଜମିକୁ ଋଣ ଖିଲାପ ନେଇ ନିଜ କବଜାକୁ ନେଇଛନ୍ତି।
ସ୍ଥାନୀୟ ବାସିନ୍ଦା ଏବଂ…