Latest Odisha News

BREAKING NEWS

Yearly Archives

2023

ଏମିତି ଗାଁ, ଯେଉଁଠି ୪୫ ବର୍ଷ ହେଲାଣି ଗୋଟିଏ ବି ମାମଲା ଥାନାରେ ହୋଇନି

ବିହାର: ଏମିତି ଏକ ଗାଁ ଯେଉଁଠି ମଦ ପ୍ରସ୍ତୁତ ହୁଏ ନାହିଁ କିମ୍ବା କେହି ପିଅନ୍ତି ବି ନାହିଁ । ଦୋକାନ ବି ନାହିଁ । ବର୍ଷେ କି ୫ ବର୍ଷ ନୁହେଁ, ଦୀର୍ଘ ୪୫ ବର୍ଷ ହେଲାଣି ଏହି ଗ୍ରାମରୁ ଗୋଟିଏ ମାମଲା ମଧ୍ୟ ଥାନାକୁ ଯାଇନାହିଁ । ଏମିତି କି ଏହି ଗାଁରେ କେହି ସରପଞ୍ଚଏବଂ ୱାର୍ଡ ସଦସ୍ୟ ଭାବେ…

ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଶୁଭାରମ୍ଭ, ସ୍କୁଲ ସହ ଯୋଡି ହେବେ ଏସସି-ଏସଟି ଛାତ୍ରଛାତ୍ରୀଙ୍କ ଅଭିଭାବକ

ଭୁବନେଶ୍ୱର: ଅନୁସୂଚତି ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନରେ ଆଜି ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରାୟ ୧୭ଟି ଜିଲ୍ଲାର ୨୨୯ଟି ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଚଳିତ ମାସ ୬ଦିନ ଯଥା ସେପ୍ଟେମ୍ୱର ୮, ୧୩,…

ବସ୍‌ରେ ଯିବା ବେଳେ ପ୍ରଶଂସକଙ୍କ ମନ ଜିଣିଲେ ରାଘବ-ପରିଣୀତି

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମପି ରାଘବ ଚଢ଼ା । ଏହାକୁ ନେଇ ସେମାନେ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଗତ ମେ’ ମାସରେ ଉଭୟଙ୍କ ନିର୍ବନ୍ଧ ଆୟୋଜିତ ହୋଇଥିଲା । ନିର୍ବନ୍ଧ ପରଠାରୁ ଦୁହେଁ ଅଧିକାଂଶ ସମୟ ଏକାଠି…

ଜୟନାରାୟଣଙ୍କ ପ୍ରଶ୍ନବାଣ ପରେ ବିଜେଡି ପୁଣି କହିଲା ସେ ମାନସିକ ଭାରସାମ୍ୟ ହରାଇଛନ୍ତି

ଭୁବନେଶ୍ୱର: 5-ଟି ସଚିବ ଭି. କେ. ପାଣ୍ଡିଆନଙ୍କୁ ନେଇ ଶୁକ୍ରବାର ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ଓ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାଜନୈତିକ ଛକାପଞ୍ଝା ଲାଗି ରହିଥିଲା। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣିଥରେ 5ଟି କଥା କହି ଶାସକ ଦଳର ନେତାଙ୍କୁ କଡା ସମାଲୋଚନା କରିବା…

ସାଫ ୧୯ ବର୍ଷରୁ କମ ଚାମ୍ପିୟନଶିପ: ଶୁଭେନ୍ଦୁ ପଣ୍ଡାଙ୍କୁ ଜାତୀୟ ଦଳ କୋଚ ଦାୟିତ୍ୱ, ଚୂଡାନ୍ତ ଦଳରେ ୨ ଓଡିଆ

ଭୁବନେଶ୍ୱର: କାଠମାଣ୍ଡୁରେ ସେପ୍ଟମ୍ବର ୨୧ରୁ ସାଫ ୧୯ ବର୍ଷରୁ କମ ଚାମ୍ପିୟନଶିପ ଆରମ୍ଭ ହେବ । ଏଥିପାଇଁ ୨୩ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି । ଓଡିଶାର ଶୁଭେନ୍ଦୁ ପଣ୍ଡାଙ୍କୁ ଜାତୀୟ ଦଳର କୋଚ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଟିମରେ ୨ଜଣ ଓଡିଆ ଖେଳାଳିଙ୍କୁ ସୁଯୋଗ ମିଳିଛି ।…

ମହିଳା ଡ଼ାକ୍ତର ନିଜେ ନିଜର କଲେ ଏଣ୍ଡୋସ୍କୋପି

ନୂଆଦିଲ୍ଲୀ: ସାଧାରଣତଃ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଲେ ଏଣ୍ଡୋସ୍କୋପି କରିବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି । କାରଣ ଏଣ୍ଡୋସ୍କୋପି ଦ୍ୱାରା ବିଭିନ୍ନ ରୋଗ ସହଜରେ ଚିହ୍ନଟ ହୋଇପାରିଥାଏ । ଏଣ୍ଡୋସ୍କୋପିରେ ଗଳା ବାଟେ ଏକ କ୍ୟାମେରା ଶରୀର ଭିତରକୁ ଯାଇ ଭିତରେ ଥିବା ରୋଗର ଚିହ୍ନଟ…

ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ ଓ ରାଜ୍ୟ ସଂଯୋଜକ ତାଲିକା ଘୋଷଣା

ଭୁବନେଶ୍ୱର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଆଜି ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ରାଜ୍ୟ ସଂଯୋଜକଙ୍କ ନାମ…

ଅରୁଣ ଓ ଅତନୁଙ୍କୁ ସୌମ୍ୟ କାହିଁକି କହିଲେ ବ୍ଲାକମେଲିଂ ଶବ୍ଦର ପ୍ରକୃତ ଅର୍ଥ ଜାଣିନାହାନ୍ତି?

ଭୁବନେଶ୍ୱର: ଶାସକ ଦଳ ବିଜେଡିର ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲିଂ କରୁଛନ୍ତି। ଜଣେ ବିଧାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଏବେର ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ। ଯାହାର ଜବାବ ଦେବାକୁ ଯାଇ ସୌମ୍ୟ କହିଛନ୍ତି, ତାଙ୍କ…

ଡବିଂ କରୁଥିବା ବେଳେ ଚାଲିଗଲା ବରିଷ୍ଠ ଅଭିନେତାଙ୍କ ପ୍ରାଣବାୟୁ

ମୁମ୍ବାଇ: ଡବିଂ କରୁଥିବା ବେଳେ ଚାଲିଗଲା ତାମିଲର ବରିଷ୍ଠ ଅଭିନେତା ଜି ମାରିମୁଥଙ୍କ ପ୍ରାଣବାୟୁ । ସେ ସବୁଦିନ ଭଳି ଶୁକ୍ରବାର ସକାଳେ ଶୋ ପାଇଁ ଡବିଂ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ । ଫଳରେ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି…

ଜି-୨୦ ଶିଖର ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଜି-୨୦ ଶିଖର ସମ୍ମିଳନୀ ଏକ ମାନବ କୈନ୍ଦ୍ରିକ ଓ ସାମଗ୍ରିକ ବିକାଶର ନୂତନ ପଥ ପ୍ରଦର୍ଶିତ କରିବ ବୋଲି ବିଶ୍ବାସ ପ୍ରକଟ କରିଛନ୍ତି। ଭାରତର ଜି-୨୦ ସଭାପତିତ୍ବ ସାମଗ୍ରିକ, ଅଭିଳାଷିତ, ନିଷ୍ପତ୍ତିମୂଳକ ଓ କାର୍ଯ୍ୟାନୁଷ୍ଠାନ ଗୁଡ଼ିକୁ…