ଜାଗା ମିଶନକୁ ନେଇ ବର୍ଷିଲା ବିଜେପି; କହିଲା, ନୀଳବର୍ଣ୍ଣ ଶୃଗାଳ ରୂପ ବସ୍ତିବାସିନ୍ଦା ଚିହ୍ନି ସାରିଲେଣି
ଭୁବନେଶ୍ୱର: ବିଏମସି କମିଶନର ବିଜେଡିର ମୁଖପାତ୍ର ସାଜି ବିଭ୍ରାନ୍ତକର ତଥ୍ୟ ଦେଉଛନ୍ତି । ବିଏମ୍ସି କମିଶନ ପଟ୍ଟା ବଣ୍ଟନ କରି ପ୍ରତିବଦଳରେ ଟଙ୍କା ନେଉଛନ୍ତି । ଆଇପିସି ଧାରା-୪୨୦ ଅନୁସାରେ କମିଶନଙ୍କ ନାଁରେ ମକଦ୍ଦମା ରୁଜୁ କରାଯିବ । ବସ୍ତିବାସିନ୍ଦାଙ୍କୁ ପଟ୍ଟା ନୁହେଁ ସାଧାରଣ କାଗଜ…