Latest Odisha News

BREAKING NEWS

Yearly Archives

2023

ଶରଦ ପାୱାରଙ୍କୁ ଅବସର ନେବା ପାଇଁ କହିଲେ ବନ୍ଧୁ ସାଇରସ ପୁନାୱାଲା

ମୁମ୍ବାଇ: ଏନସିପି ମୂଖ୍ୟ ଶରଦ ପାୱାର ୨୦୨୪ ନିର୍ବାଚନ ପାଇଁ ଅଂଟା ଭିଡିଛନ୍ତି । ବିଜେପିକୁ ରୋକିବା ପାଇଁ ସେ ଇଣ୍ଡିଆ ଗଠବନ୍ଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ତେବେ ତାଙ୍କର ଘନିଷ୍ଠ ମିତ୍ର ଓ ଶିଳ୍ପପତି ତଥଶ ସୀରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ସାଇରସ ପୁନାୱାଲା ତାଙ୍କୁ…

ରାକ୍ଷୀ ବାନ୍ଧିବାକୁ ବିଗ୍- ବି’ଙ୍କ ଘରେ ପହଞ୍ଚିଲେ ମମତା ବାନାର୍ଜୀ

ମୁମ୍ବାଇ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାକ୍ଷୀ ବାନ୍ଧିବା ପାଇଁ ଅମିତାଭ ବଚ୍ଚନଙ୍କ ଘର ଜଲସା ପହଞ୍ଚିଛନ୍ତି। ଏଠାକୁ ପହଞ୍ଚି ବଚ୍ଚନ ପରିବାରକୁ ଭେଟିଲେ ମମତା ବାନାର୍ଜୀ। ଏହାପୂର୍ବରୁ ଅମିତାଭ ମମତାଙ୍କୁ ତାଙ୍କ ଘରକୁ ଚା ’ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ଆଜି ସକାଳେ…

ଜେଲରେ କଏଦୀଙ୍କ ଭିଡ଼ କମାଇବାକୁ ଓଡ଼ିଶା ଆପଣାଇଲା ଜିପିଏସ ବ୍ୟବସ୍ଥା

ଭୁବନେଶ୍ୱର: ଜିପିଏସ୍ ସୁବିଧାରେ ବିଚାରାଧୀନ କଏଦୀଙ୍କ ଉପରେ ନଜର ରଖାଯାଇପାରିବ। ଏହାକୁ ଲାଗୁ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟ ସରକାର ଏପରି ଏକ ଆଧୁନିକ ଜ୍ଞାନକୌଶଳ ଆପଣାଇଛନ୍ତି। ଏହି ଜିପିଏସ ଟ୍ରାକିଂ ପାଇଁ ୧୦ ହଜାରରୁ…

ପ୍ରଧାନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ କୁନି କୁନି ପିଲା: ଫଟୋ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ:ରାକ୍ଷୀ ବାନ୍ଧିଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ଛୋଟ ପିଲାଙ୍କ ଗହଣରେ ପାଳିଲେ ରକ୍ଷାବନ୍ଧନ ପର୍ବ । ଜି ୭, ଲୋକ କଲ୍ୟାଣ ମାର୍ଗଠାରେ ପିଲାମାନଙ୍କ ସହିତ ରକ୍ଷାବନ୍ଧନ ପାଳନ କରିଛନ୍ତି । ଛୋଟ ଛୋଟ ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧି ଥିଲେ…

ଧରାପଡ଼ିଲା ଦୁନିଆର ସବୁଠୁ ବିରାଟକାୟ କୁମ୍ଭୀର, ଲୋକେ ଦେଖି ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ଧରାପଡ଼ିଲା ଦୁନିଆର ସବୁଠୁ ବିରାଟକାୟ କୁମ୍ଭୀର । ଆମେରିକାର ମିସିସିପିରେ ଥିବା ୟାଜୁ ନଦୀରୁ ଶିକାରୀମାନେ ଉଦ୍ଧାର କରିଛନ୍ତି ଏହି ବିରାଟକାୟ କୁମ୍ଭୀରକୁ । ଦୀର୍ଘ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରିବା ପରେ ଏହି କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଥିଲେ ଶିକାରୀମାନେ । ଏହାର ଲମ୍ବ…

ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହାଁନ୍ତି ସନ୍ନି ଦେଓଲ, ବାପା ଭୂମିକା ମିଳିଲେ ବି କରିବେ

ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାଲ ମଚାଇଛିି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଇତିମଧ୍ୟରେ ଏହା ୪୬୫ କୋଟି ଟଙ୍କା ବ୍ୟବସାୟ କରି ସାରିଲାଣି । ଏବେ ଏହା ୫୦୦ କୋଟି ଅତିକ୍ରମ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି ।…

୫-ଟି ଟି-ସାର୍ଟ: ଭିନ୍ନମତକୁ ଚାପିବାକୁ ବିଜେଡି ପ୍ରୟାସ କରୁଛି କହିଲା ବିଜେପି

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କଂଗ୍ରେସ କର୍ମୀଙ୍କୁ ୫-ଟି ଲେଖା ଥିବା ଟି-ସାର୍ଟ ପିନ୍ଧାଇ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଘଟଣାକୁ ବିଜେପି ପକ୍ଷରୁ ବୁଧବାର ନିନ୍ଦା କରାଯାଇଛି। ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ପୂର୍ବରୁ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

ନଡ଼ିଆ କହୁଛି କିଏ ପାୱାରଫୁଲ, ଇଣ୍ଡିଆ ନା ଏନଡିଏ !

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ ଲଢେ଼ଇ ହେବ। ଯାହାକୁ ନେଇ ରାଜନୈତିକ ଲଢେଇ ତୀଵ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ରାଜସ୍ଥାନରେ ଏନଡିଏ ଓ ଇଣ୍ଡିଆକୁ ନେଇ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି। ଆଜମେର ଜିଲ୍ଲାର ଗେଟ ବଜାରରେ ଜଣେ ନଡ଼ିଆ ବିକାଳୀକୁ ନେଇ…

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନ ଭୋଜନ ଯୋଗାଇଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଏଣିକି ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଅନୁସାରେ ସେମାନଙ୍କ ଘରେ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

ପୁରୀ: କୁମ୍ଭାରପଡ଼ା ଥାନା ଜଟିଆବାବାଜି ଛକରେ ବୀଭତ୍ସ ହତ୍ୟାକାଣ୍ଡ। ମୃତ ଯୁବକ ନରେନ୍ଦ୍ର କୋଣ ଗୋପବନ୍ଧୁ କଲୋନୀର ଲଡୁ ନାୟକ ବୋଲି ଜଣାପଡିଛି। ବଚସାରୁ କିଛି ଯୁବକମାନେ ମିଶି ଲଡୁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ସଂପୃକ୍ତ ଯୁବକମାନେ ଲୁହା ପାଇପ୍‌ ସାହାଯ୍ୟରେ ଲଡୁଙ୍କୁ ପିଟି ପିଟି ହତ୍ୟା…