Latest Odisha News

BREAKING NEWS

Yearly Archives

2023

ରଣକ୍ଷେତ୍ର ପାଲଟିଲା ଶିଶୁପାଳଗଡ: ନିଶାଡିଙ୍କ ଉନ୍ମତ୍ତକାଣ୍ଡ, ଯାହାକୁ ପାଇଲେ ଗୋଡାଇ ଗୋଡାଇ ହାଣିଲେ

ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଉପକଣ୍ଠ ଶିଶୁପାଳଗଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି  ।  ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଛନ୍ତି। ଉତ୍ତେଜନା ଯୋଗୁଁ ଭୁବନେଶ୍ବର-ପୁରୀ ରାସ୍ତା ଅବରୋଧ କରାଯାଇଛି। ଗତକାଲି…

କବିତା : ବାକିଅଛି

ସାଗରିକା ଦାସ  ବଳକା ଯୌବନ ବୋଲି ଯାହାଅଛି ବସନ୍ତ ଆ’ ବସନ୍ତ ଆ’ ଡାକ ଛାଡୁଛି ତୋବିନୁ ଆଉ ଯେ ରଙ୍ଗ ନାହିଁ ଫୁସର ଧୂସର କାଦୁଅ ମେଞ୍ଚା ଜୀବନ ଠାଏଖସା ଠାଏନେସା ସିମେଣ୍ଟ କାନ୍ଥ ଯାଇଛି ଜଞାଳ କାନ୍ଧେଇ । କେବେ ଯେ ସମୟ ମୁରୁକି ହସୁଥିଲା ସବୁଋତୁ ସୁବାସିତ ବସନ୍ତ ଉତ୍ସବ ଆଃ ଧୂ…

ଭାଷା ଭାଗବତ : ସିଦ୍ଧିର ନିକଟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସୂକ୍ଷ୍ମ ଚିଂତା ପାଇଁ ଅକ୍ଷମ ଭାଷାରେ ନୁହେ କାର୍ଯକ୍ଷମ ତୀକ୍ଷ୍‌ଣ ବୁଦ୍ଧି ଓ ସୂକ୍ଷ୍ମ ଜ୍ଞାନ ଘଟାଏ ଭାଷାର ଉତ୍‌ଥାନ କୌଣସି ଭାଷାର ପ୍ରବାହ ବହିଲେ ସୁଦ୍ଧା ଅହରହଃ ପ୍ରତ୍ୟେକ ଜଳକଣା ନୂଆ ସଂସାରେ ଲଗାଏ କିମିଆ ଭାଷା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସେବକ ଶୁଦ୍ଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପୂଜିତ ଶ୍ରୀଜୀଉମାନଙ୍କ ପୂଜା ବିଧିର ଆଲୋଚନା ଭିତରେ ଗୋଟିଏ ମୂଖ୍ୟ ଓ ଅତି ଦରକାରୀ ବିଷୟ ସମସ୍ତେ ଜାଣିବା ଆବଶ୍ୟକତା ଅଛି। କାରଣ ପୂଜକ ସାଧାରଣରେ…

ସେପ୍ଟେମ୍ବର ୨୮ରେ ରିଲିଜ୍ ହେବ ପ୍ରଭାସଙ୍କ ‘ସାଲାର’ , ଆମେରିକାରେ ପ୍ରି ବୁକିଂରେ କଲା ରେକର୍ଡ଼

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଭିନେତା ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ସାଲାର’ ସେପ୍ଟେ୍ଟମ୍ବର ୨୮ ତାରିଖରେ ରିଲିଜ୍ ହେବ । ରିଲିଜ୍ ପୂର୍ବରୁ ଆମେରିକାରେ ଏହାର ଆଡ଼ଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ଏହା ବକ୍ସ ଅଫିସରେ ୪୦୦ ହଜାର ଡଲାର ରୋଜଗାର କରିଛି । କୁହାଯାଉଛି ଯେ ଫିଲ୍ମର…

ଦିଲ୍ଲୀ ମଦ ଦୁର୍ନୀତି: ଇଡି ଆସିଷ୍ଟାଂଟ ଡାଇରେକ୍ଟର ପୱନ ଖତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲା ଆଜି ନାଟକୀୟ ମୋଡ ନେଇଛି । ସିବିଆଇ ଇଡିର ଆସିଷ୍ଟାଂଟ ଡାଇରେକ୍ଟର ପୱନ ଖତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । । ମଦ ବ୍ୟାପାରୀ ଅମନଦୀପ ଢ଼ଲଙ୍କ ନିକଟରୁ ସେ ୫ କୋଟି ଟଙ୍କା ଲଂଚ ନେଇଥିବା ଅଭିଯୋଗରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କନିଆ ବଜାର: ଯେଉଁଠି ବିକ୍ରି ହୁଅନ୍ତି କନିଆ, ଟଙ୍କା ଦେଇ କିଣନ୍ତି ଲୋକେ

ବୁଲଗେରିଆ: ଆପଣ ଅନେକ ପ୍ରକାରର ବଜାର ଦେଖିଥିବେ ନିଶ୍ଚୟ । ପନିପରିବା, ଫଳମୂଳ ହେଉ ବା ପୋଷାକ ସବୁ ବଜାର ଅଲଗା ଅଲଗା ହୋଇଥାଏ । କିନ୍ତୁ ଆପଣ କେବେ କନିଆ ବଜାର ଦେଖିଛନ୍ତି କି? ଆପଣ ଏବେ ଭାବୁଥିବେ ଯେ, ଏ ସମୟରେ ମହିଳାମାନଙ୍କୁ ବିକ୍ରୟ କରିବାକୁ ଅନୁମତି ଦିଆଯାଇଛି କି? କିନ୍ତୁ…

ନିଜର ପାରିଶ୍ରମିକ ବଢ଼େଇବା ନେଇ ଏମିତି ପ୍ରତିକ୍ରିୟା ରଖିଲେ ସନ୍ନି ଦେଓଲ

ମୁମ୍ବାଇ: ତିନି ସପ୍ତାହ ହେଲାଣି ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଇତିମଧ୍ୟରେ ଏହା ୪୫୬.୦୫ କୋଟି ଟଙ୍କା ବ୍ୟବସାୟ କରି ସାରିଲାଣି । ଏବେ ଏହା ୫୦୦ କୋଟି ଅତିକ୍ରମ…

ଚଳିତ ବର୍ଷ ଡିସେମ୍ବର କିମ୍ବା ଜାନୁଆରୀରେ ହୋଇପାରେ ଲୋକସଭା ନିର୍ବାଚନ: ମମତା

କୋଲକାତା: ଭାରତୀୟ ଜନତା ପାର୍ଟି ସରକାର ଡିସେମ୍ବର କିମ୍ବା ଜାନୁଆରୀରେ ଲୋକସଭା ନିର୍ବାଚନ କରିପାରେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି କିଛି ଦାବି କରିଛନ୍ତି। ପ୍ରଚାର ପାଇଁ ସମସ୍ତ ହେଲିକପ୍ଟରକୁ ଗେରୁଆ ଦଳ ଦ୍ୱାରା ବୁକ୍ କରାଯାଇଛି ବୋଲି କହିବା ପରେ ନିର୍ବାଚନ ନେଇ…

ସହରାଞ୍ଚଳ ଗରୀବ ବସ୍ତି ବାସିନ୍ଦାଙ୍କ ସହ ରାଜନୀତି ନକରି ସମସ୍ତଙ୍କୁ ପଟ୍ଟା ଦିଅନ୍ତୁ ସରକାର: ମନମୋହନ

ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳକୁ ଲଗାତାର ଘେରୁଛନ୍ତି ବିରୋଧୀ ଦଳ। ବର୍ତ୍ତମାନ ଜାଗା ମିଶନକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ନକଲି ଲ୍ୟାଣ୍ଡ ରେକର୍ଡ ସାର୍ଟିଫିକେଟ ବାଣ୍ଟୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।…