Latest Odisha News

BREAKING NEWS

Yearly Archives

2023

ଥମୁନି ହାତୀ ଆତଙ୍କ: ଅନୁଗୁଳରେ ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା

ଅନୁଗୁଳ: ଥମୁନି ହାତୀ ଆତଙ୍କ  । କେତେବେଳେ ହାତୀ ମୃତ୍ୟୁର ଖବର ଆସୁଛି ତ ଆଉ କେତେବେଳେ ହାତୀ ମଣିଷ ଲଢେଇର ଖବର ସାମ୍ନାକୁ ଆସୁଛି  । କେଉଁଠି ହାତୀ ପଲ ଗାଁ ମୁହାଁ ହେଉଛନ୍ତି ତ ଆଉ କେତେବେଳେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି  । ଏମିତି କିଛି ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ…

ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ପ୍ରୟାସରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଭଞ୍ଜକଳା ମଣ୍ତପରେ ଉଦ୍ଘାଟିତ ହୋଇଯାଇଛି । ଏହି…

ପୁଟିନଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସିଥିବା ୟେଭଗେନି ପ୍ରିଗୋଝିନଙ୍କ ମୃତ୍ୟୁ!

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ରୁଷର ଘରୋଇ ସେନା ୱାଗନର୍ ଗ୍ରୁପ୍‌ର ମୁଖ୍ୟ ୟେଭଗେନି ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ରୁଷ ନିକଟରେ ଏକ ବିମାନ ଦୁର୍ଘଟଣାରେ ପ୍ରିଗୋଜିନଙ୍କର ମୃତ୍ୟୁ ଘଟିଛି। ରୁଷରେ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ହୋଇଥିବା ବିଦ୍ରୋହ…

ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ)ର ଉନ୍ମୋଚନ କରିଛନ୍ତି । ଏହି ଏନସିଏଫ୍ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ବଡ଼ ଗତି ଦେବ ବୋଲି ଶ୍ରୀ…

ଭାରତ ରତ୍ନ ସଚିନ୍ ତେନ୍ଦୁଲକର ହେଲେ ନିର୍ବାଚନ କମିଶନଙ୍କ ରାଷ୍ଟ୍ରୀୟ ଆଇକନ

ନୂଆଦିଲ୍ଲୀ: କ୍ରିକେଟ୍ କିମ୍ବଦନ୍ତୀ ତଥା ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ସଚିନ୍ ତେନ୍ଦୁଲକର ଆଜି ଏକ ନୂତନ ଇନିଂସ ଆରମ୍ଭ କରିଛନ୍ତି । ଭାରତର ନିର୍ବାଚନ ଆୟୋଗ ଲାଗି ଭୋଟର ସଚେତନତା ସୃଷ୍ଟି କରିବା ପାଇଁ ‘ଜାତୀୟ ଆଇକନ୍’ ଭାବରେ ନିଜର ଦାୟୀତ୍ବ ଆରମ୍ଭ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର…

ଏମିତି କୁକୁର, ଯିଏ ମାଲିକଙ୍କୁ ଦିଏ ଅର୍ଡ଼ର

କାଲିଫର୍ନିଆ: ସାଧାରଣତଃ ଲୋକମାନେ ଘରେ କୁକୁର ରଖିବାକୁ ବହୁତ ପସନ୍ଦ କରିଥାନ୍ତି । ସେମାନେ ପରିବାର ସଦସ୍ୟଙ୍କ ପରି ଯତ୍ନ ନେଇଥାନ୍ତି । ଯୁଆଡ଼େ ଯାଆନ୍ତି ତାଙ୍କ ପ୍ରିୟ କୁକୁରକୁ ସାଥୀରେ ମଧ୍ୟ ନେଇ ଯାଇଥାନ୍ତି । ଆଉ କିଛି ଲୋକ ସେମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବିଭିନ୍ନ କୌଶଳ…

ସ୍କିମାଟିକ ଶିକ୍ଷକ ନିଯୁକ୍ତି ବାତିଲ କରି ନିୟମିତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି

ଭୁବନେଶ୍ୱର: ରାଜ୍ୟରେ ସରକାର ୨୦୧୦ ମସିହାରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ କରିଥିବା ବେଳେ ସେହି ଅନୁଯାୟୀ ଶିକ୍ଷକ ନିଯୁକ୍ତି କରୁନାହାଁନ୍ତି । କେବଳ ଠିକା ଓ ଚୁକ୍ତିରେ ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଶୋଷଣ କରୁଛନ୍ତି । ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ…

ପୁଅର ଝଲକ ଦେଖାଇଲେ ଅଭିନେତ୍ରୀ ଇଲିଆନା

ମୁମ୍ବାଇ: ପୁଅର ଝଲକ ଦେଖାଇଲେ ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ । ସେ ତାଙ୍କ ପୁଅର ପାଦର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫଟୋରେ ଇଲିଆନା ଲାଲ ହୃଦୟ ଇମୋଜୀ ସହ ‘ପିକାବୁ’ ଲେଖିଛନ୍ତି । ଏହାକୁ ଦେଖି ତାଙ୍କ ପ୍ରଶଂସକମାନେ ବେଶ୍ ଖୁସି ହେବା ସହ ତାଙ୍କ କୁନି ପୁଅର ଶୁଭ…

ଜହ୍ନ ମାମୁଁ ପାଖରୁ କେମିତି ଦେଖା ଯାଉଛନ୍ତି? ଫଟୋ ପଠାଇଲା ବିକ୍ରମ

ବେଙ୍ଗାଲୁରୁ: ଚନ୍ଦା ମାମା, ଜହ୍ନ ମାମୁଁ ଏହିଭଳି ବିଭିନ୍ନ ଭାଷାରେ ବିଭିନ୍ନ ନାଁରେ ପରିଚିତ ଚନ୍ଦ୍ର। ଦୂରରେ ଗୋଲାପୀ ରଙ୍ଗ ଏବଂ କୌଣସି ଦାଗ ଦେଖାଯାଏ ନାହିଁ ଜହ୍ନ ମାମୁଁଙ୍କ ଚେହେରା। ଏବେ କିନ୍ତୁ ଜହ୍ନ ରାଇଜର ଅସଲ ସତ୍ୟ ସାମ୍ନାକୁ ଆସିଛି। ଭରତର ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ଅବତରଣ…

ଏମିତି ଗାଈ, ଯିଏ ଥରକେ ଦେଇଥାଏ ୮୦୦ରୁ ଅଧିକ ଲିଟର କ୍ଷୀର

ଗୁଜୁରାଟ: ଭାରତରେ ଗାଈକୁ ମା’ର ମାନ୍ୟତା ଦିଆଯାଏ । ଏହାକୁ ପୂଜା କରାଯାଏ । ଏହି କାରଣରୁ ମା’ର କ୍ଷୀର ପାଇପାରୁ ନ ଥିବା ପିଲାକୁ ଗାଈ କ୍ଷୀର ଦିଆଯାଏ । ଦୁଗ୍ଧ ବ୍ୟବସାୟୀମାନେ ଦୀର୍ଘ ଦିନ ଧରି ଭାରତରେ ବ୍ୟବସାୟ କରୁଛନ୍ତି । କିନ୍ତୁ ସମୟ ସହିତ, ଅଧିକ ଲାଭ ପାଇଁ ଏହି ବ୍ୟବସାୟରେ ଅନେକ…