Latest Odisha News

BREAKING NEWS

Yearly Archives

2023

ଦିନିକିଆ ବିଶ୍ୱକପ : ୱାର୍ମଅପ କାର୍ଯ୍ୟସୂଚୀ ଘୋଷିତ

ଦୁବାଇ: ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଅକ୍ଟୋବର ୫ରୁ ଆରମ୍ଭ ହେବ । ବୁଧବାର ଆଇସିସି ସମସ୍ତ ୧୦ଟି ଟିମ ପାଇଁ ୱାର୍ମଅପ କାର୍ଯ୍ୟସୂଚୀ ଘୋଷଣା କରିଛି । ଗୌହାଟୀ, ହାଇଦ୍ରାବାଦ ଓ ଥିରୁୱନ୍ତପୁରମରେ ଏହି ମ୍ୟାଚଗୁଡିକ ଖେଳାଯିବ । ୨୫ ଅଗଷ୍ଟରୁ ୱାର୍ମଅପ ମ୍ୟାଚ ଦେଖିବା ପାଇଁ ପ୍ରଶଂସକମାନେ…

ଅବକାରୀ ବିଭାଗର ଚଢ଼ାଉ, ୫୫୩ କେଜି ଗଞ୍ଜେଇ ସହ ଜଣେ ମହିଳା ଗିରଫ, ୨ ଫେରାର

ବରଗଡ଼: ନିଶା କାରବାର ରୋକିବା ପାଇଁ ବରଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ୫୫୩.୨୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବରଗଡ଼ ୱାର୍ଡ ନମ୍ବର ୧ ରୁ  ଜଣେ ୪୦ ବର୍ଷିୟ ମଞ୍ଜୁଲତା ମହାରଣା ନାମକ ମହିଳାଙ୍କୁ ଗିରଫ କରାଯାଇଛି।…

ନିଜ ମାଆଙ୍କ ଦ୍ୱିତୀୟ ବିବାହ କରାଇଲେ ଅଭିନେତା ସିଦ୍ଧାର୍ଥ, ସେୟାର କଲେ ଫଟୋ

ମୁମ୍ବାଇ: ନିକଟରେ ‘ଇମ୍‌ଲି’ ଫେମ୍ ସୁମ୍ବୁଲ ତାଙ୍କ ପିତାଙ୍କୁ ଦ୍ୱିତୀୟ ବିବାହ କରାଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଆଉ ଜଣେ ଅଭିନେତା ତାଙ୍କ ନିଜ ମାଆଙ୍କ ଦ୍ୱିତୀୟ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ମରାଠୀ ଅଭିନେତା ସିଦ୍ଧାର୍ଥ ଚାନ୍ଦକର ତାଙ୍କ ମାଆଙ୍କର ଦ୍ୱିତୀୟ ବିବାହ କରାଇ ଦୁନିଆ…

ବନ ବିଭାଗ ଜାରି କରିଥିବା ସାପ ଉଦ୍ଧାର ଗାଇଡଲାଇନ ତ୍ରୁଟିପୂର୍ଣ୍ଣ ! ସଂଶୋଧନ ପାଇଁ ଦାବି

ଭୁବନେଶ୍ୱର: ଗତ ୯ ଅଗଷ୍ଟ ୨୦୨୩ ତାରିଖରେ ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ରାଜ୍ୟରେ ଜନବସତି ମଧ୍ୟକୁ ପଶି ଆସୁଥିବା ସାପ ମାନଙ୍କର ଉଦ୍ଧାର ଓ ଥଇଥାନ ନିମନ୍ତେ ନୂଆ ଗାଇଡଲାଇନ ପ୍ରବର୍ତ୍ତନ କରାଯାଇଛି। ସେହି ଗାଇଡଲାଇନ ଆଭିମୁଖ୍ୟ ଏବଂ ନିୟମାବଳୀ ବିଷୟରେ ରାଜ୍ୟର…

ଜହ୍ନ ରାଇଜରେ ଭାରତ: କ’ଣ କହିଲେ ଚନ୍ଦ୍ରଯାନ-୨ର ନେତୃତ୍ୱ ନେଇଥିବା କେ.ସିବନ?

ବେଙ୍ଗାଲୁରୁ: ଭାରତ ଚନ୍ଦ୍ରକୁ ଜୟ କରିଛି। ଏବେ ଜହ୍ନ ରାଇଜରେ ଭାରତ ପାଦ ଥାପିଛି। ଭାରତର ଚନ୍ଦ୍ରଯାନ -୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅବତରଣ କରିଛି। ଏହି ଅବସରରେ ଦେଶ ତଥା ବିଶ୍ବରେ ଭାରତ ଏବଂ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟି ଥିବା ବେଳେ ଜୟଜୟକାର…

ଗଦର-୨ର ସଫଳତାକୁ ନେଇ ଖୁସିରେ କାନ୍ଦି ପକାଇଲେ ସନ୍ନି ଦେଓଲ

ମୁମ୍ବାଇ : ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନିତ ଫିଲ୍ମ ‘ଗଦର-୨’ କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଷା ପଟେଲଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛି । କେବଳ ସେତିକି ନୁହେଁ, ବକ୍ସ ଅଫିସରେ ବି ଏହି ଫିଲ୍ମ ସୁପରହିଟ୍ ସାବ୍ୟସ୍ତ…

ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ କ୍ରୁଟର ବ୍ୟାପକ ଯୋଜନା

ଭୁବନେଶ୍ୱର: କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ) ର ୪୪ତମ ବୋର୍ଡ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ତଥା କ୍ରୁଟର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼…

ଠିକା ଶିକ୍ଷକ କାହିଁକି ବୋଲି କହି ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ, ନିର୍ବାଚନୀ ଷ୍ଟଣ୍ଟ କହିଲେ ବିରୋଧୀ

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ନେଇ ତେଜିଛି ବିବାଦ। ବିରୋଧୀ ଦଳମାନେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁଥିରେ ରାଜ୍ୟ ସରକାର ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ…

ଚନ୍ଦ୍ରଯାନ-୩ର ସଫଳ ଅବତରଣ: କିଟ୍ ଓ କିସ୍ ଛାତ୍ରଛାତ୍ରୀ ଶୁଭ ମନାସି କରିଥିଲେ ପୂଜାର୍ଚ୍ଚନା

ଭୁବନେଶ୍ୱର: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିଛି । ବୁଧବାର ନିର୍ଦ୍ଧାରିତ ସମୟରେ ଏହା ଅବତରଣ କରିଥିବା ବେଳେ ଏହି ପ୍ରକ୍ରିୟାର ସିଧା ପ୍ରସାରଣ ଦେଖିବା ପାଇଁ କିଟ୍ ଓ କିସ୍‌ର ବିଭିନ୍ନ ଅଡିଟୋରିୟମରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏହାର ସିଧା…

‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କରିଛନ୍ତି। ଏହାସହିତ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ରଖିଛନ୍ତି। ଏହାକୁ ପରିବହନ କ୍ଷେତ୍ରରେ ଏକ ନୂଆ…