କେରଳରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଟେକାମାଡ: ଝରକା କାଚ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ, ୩ ଦିନରେ ତୃତୀୟ ଘଟଣା
ତିରୁଅନନ୍ତପୁରମ୍ : କେରଳରେ କାସରଗୋଡ଼-ତିରୁଅନନ୍ତପୁରମ୍ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ କୁ ଟେକାମାଡ କରିଛନ୍ତି କିଛି ଦୁର୍ବୁତ୍ତ । ୩ ଦିନରେ ଏହା ହେଉଛି ୩ୟ ଘଟଣା । ଏହି ଟେକାମାଡ ଘଟଣାରେ ଟ୍ରେନର ଝରକା କାଚ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ରେଳବାଇ ଅଧିକାରୀଙ୍କ ପକ୍ଷରୁ…