୪୯ ବର୍ଷରେ କାଜୋଲ, ଧୁମ୍ଧାମ୍ରେ ପାଳିଲେ ଜନ୍ମଦିନ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜୋଲ ଶନିବାର ୪୯ ବର୍ଷରେ ପାଦ ଦେଇଛନ୍ତି । ଏହି ଖାସ ଦିନକୁ ସେ ତାଙ୍କ ପରିବାର ସହ ଧୁମ୍ଧାମ୍ରେ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତାଙ୍କର ବନ୍ଧୁ, ସମ୍ପର୍କୀୟ ଏବଂ ପରିବାରଲୋକ ସାମିଲ ହୋଇଥିଲେ । ତାଙ୍କ ଜନ୍ମଦିନ ସମସ୍ତଙ୍କ ପାଇଁ ଛୁଟିଦିନ ବୋଲି…