ଟୁରିଷ୍ଟ ବସ୍ରେ ନିଆଁ ଲାଗି ୮ ମୃତ, ୨୪ ଆହତ
ଚଣ୍ଡିଗଡ: ଟୁରିଷ୍ଟ ବସ୍ରେ ଲାଗିଲା ନିଆଁ । ଜିଅନ୍ତା ଜଳିଗଲେ ୮ ଯାତ୍ରୀ । ୬୦ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସରେ ନୁହ ନିକଟରେ ନିଆଁ ଲାଗିଥିଲା । ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ…