Latest Odisha News

BREAKING NEWS

Yearly Archives

2024

କେନ୍ଦ୍ରୀୟ ଫୋକସରେ ଓଡିଶା, ଆସୁଛନ୍ତି ରାଜନାଥ, ଭୂପେନ୍ଦ୍ର

ଭୁବନେଶ୍ବର:  ବିଜେପି ଫୋକସରେ ଓଡ଼ିଶା । ଜଣଙ୍କ ପରେ ଜଣେ ବିଜେପିର ତୁଙ୍ଗ ନେତା ଓଡିଶା ଆସି ଲଗାତାର ଓଡିଶାବାସୀଙ୍କୁ ଦେଉଛନ୍ତି ପ୍ରତିଶ୍ରୁତି । ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ(ବିଜେଡି)କୁ କ୍ଷମତାରୁ ହଟାଇବା ପାଇଁ  ବିଜେପିର କେନ୍ଦ୍ରୀୟଙ୍କ ନେତୃତ୍ୱଙ୍କର ପ୍ରୟାସ ଜାରି ରହିଛି ।…

ଖୋଲିଲା କେଦାରନାଥ ଧାମ, ହଜାର ହଜାର ଭକ୍ତଙ୍କ ଭିଡ

ଡେରାଡୁନ: ଆଜି ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା ଉତ୍ତରାଖଣ୍ଡର କେଦାରନାଥ ଧାମର କବାଟ। ପୂରା ବିଧି ବିଧାନ ଅନୁଯାୟୀ କବାଟ ଖୋଲାଯାଇଛି। ମନ୍ଦିରର କବାଟ ଖୋଲିବା ମାତ୍ରେ ହର ହର ମହାଦେବ ଧ୍ୱନିରେ ଦ୍ୱାରା ସମଗ୍ର ପରିବେଶ ଭକ୍ତମୟ ହୋଇଯାଇଥିଲା। ସେହିପରି ଆଜି ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର…

ଚିନ୍ତା ବଢାଇଲାଣି ନାଇଲ ଫିଭର, ସରକାରଙ୍କ ପକ୍ଷରୁ ଚେତାବନୀ ଜାରି

ଥିରୁଅନନ୍ତପୁରମ: କେରଳରେ ଚିନ୍ତା ବଢାଇଲାଣି ନାଇଲ ଫିଭର । କେରଳରେ ୱେଷ୍ଟ ନାଇଲ ଫିଭର (ଡବ୍ଲ୍ୟୁଏନ୍‌ଏଫ) ବ୍ୟାପିବାରେ ଲାଗିଛି। ଏହାକୁ ନେଇ ରାଜ୍ୟରେ ଚେତାବନୀ ଜାରି କରିଛନ୍ତି ରାଜ୍ୟ ସରକାର। ରିପୋର୍ଟ ଅନୁଯାୟୀ କେରଳର କୋଝିକୋଡ଼, ତ୍ରିଶୁର ଏବଂ ମଲ୍ଲପୁରମରୁ ୬ ମାମଲା ସାମ୍ନାକୁ…

ଆଜି ଓଡିଶା ଆସିବେ ମୋଦି, ଭୁବନେଶ୍ଵରରେ କରିବେ ବିଶାଳ ରୋଡ ସୋ

ଭୁବନେଶ୍ଵର: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାତି ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି । ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ବିଶାଳ ରୋଡ୍ ସୋ କରିବେ ମୋଦି । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ କରିବେ ରୋଡ୍ ସୋ । ରାତି ସାଢ଼େ ୯ଟା ଯାଏଁ ଚାଲିବ…

ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା, ଚାପ ଖେଳିବେ ମହାପ୍ରଭୁ, ସେପଟେ ଅନୁକୁଳ ହେବ ରଥକାଠ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ଓଡିଶାର ପାରମ୍ପରିକ ପରିବେଶରେ ଏହି ଦିନଟିର ବହୁ ମହାତ୍ମ୍ୟ ରହିଛି । ସେପଟେ ଆଜିଠୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ। ଭକ୍ତଙ୍କ ଗହଣରେ ଜଳକ୍ରୀଡା କରିବେ ମହାପ୍ରଭୁଙ୍କ…

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିବ ଚଷା ପୁଅ

ଭୁବନେଶ୍ଵର: ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ ପବିତ୍ର ଅକ୍ଷୟ ତୃତୀୟା । ଅକ୍ଷୟ ତୃତୀୟାର ମାହାତ୍ମ୍ୟ ଅନନ୍ୟ ଅଟେ। ଅକ୍ଷୟର ଅର୍ଥ ଯାହାର କ୍ଷୟ ନାହିଁ । ସାରା ଭାରତବର୍ଷରେ ଭିନ୍ନ ଭିନ୍ନ ନାମ ଏବଂ ଢଙ୍ଗରେ ପାଳିତ ହେଉଥିବା ଏହି…

ଖରାଦିନେ ପଡୁଥିବା ସନଟ୍ୟାନ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ଵର: ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଇଚ୍ଛା କରନ୍ତି । ଦୈନନ୍ଦିନ ଜୀବନରେ ମହିଳାମାନେ ତ୍ୱଚା ପାଇଁ ଅଧିକସମୟ ଦେଇପାରନ୍ତି ନାହିଁ । ତ୍ୱଚା ଶୁଷ୍କ କିମ୍ବା ମଳିନ ପଡ଼ିଗଲେ ଲୋକେ ଅନେକ ବଜାରରେ ମିଳୁଥିବା କସମେଟିକ ବ୍ୟବହାର କରନ୍ତି । ଯାହାର ସାଇଡ଼ ଇଫେକ୍ଟ ରହିଛି । ସେହିପରି…

ପଦ୍ମ ଫୁଟାଇବ ମୋଦି ଲହର!

ଭୁବନେଶ୍ଵର: ଓଡିଶାର ନିର୍ବାଚନୀ ପାଣିପାଗ ବଦଳାଇବ କି ମୋଦି ହାୱା ! ପ୍ରଥମ ପ୍ରଚାରରେ ଜୋଶ୍ ଭରିଲେ । ଶପଥ ତାରିଖ କହି ସିଧା ଟାର୍ଗେଟ୍ କଲେ । ମୋଦିଙ୍କ ପ୍ରଥମ କ୍ୟାମ୍ପେନିଂରେ ହିଁ ବିଜେଡି ନେତାଙ୍କ ନିଦ ହଜିଥିବା ବିଜେପି ନେତା କହୁଛନ୍ତି । ତେବେ ବିଜେପି ସରକାର ଗଢିବା ନେଇ ମୋଦିଙ୍କ…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ୮ ମୃତ, ଅନେକ ଗୁରୁତର

ଚେନ୍ନାଇ: ତାମିଲନାଡୁର ଶିବକାସୀ ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି ।…

ରେସଲର ବଜରଙ୍ଗ ପୂନିଆଙ୍କୁ ୨୦୨୪ ଶେଷ ପର୍ଯ୍ୟନ୍ତ ସସପେଣ୍ଡ କଲା ୟୁଡବ୍ଲ୍ୟୁଡବ୍ଲ୍ୟୁ

ନୂଆଦିଲ୍ଲୀ: ଦି ୟୁନାଇଟେଡ ୱାର୍ଲ୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ଗୁରୁବାର ଭାରତୀୟ ରେସଲର ବଜରଙ୍ଗ ପୂନିଆଙ୍କୁ ସାମୟିକ ଭାବେ ସସପେଣ୍ଡ କରିଛି । ନାଡାର ରିପୋର୍ଟ ପାଇବା ପରେ ଆନ୍ତର୍ଜାତୀୟ ସଂଘ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଲାଗୁ ରହିବ ବୋଲି ଘୋଷଣା କରିଛି । ଟୋକିଓ…