Latest Odisha News

BREAKING NEWS

Yearly Archives

2024

ବିଜେଡି ମହିଳା ସଶକ୍ତିକରଣ ଆଳରେ ବଂଶବାଦ ରାଜନୀତିକୁ ପ୍ରୋତ୍ସାହନ ଦେଉନି ତ?

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ୧୦ ଜଣ ପ୍ରମୁଖ ନେତାଙ୍କ ସ୍ଥାନରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି। ଏହାର ପରିଣାମ କଣ ହେବ ତାହା ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ। କିନ୍ତୁ ଶାସକ ଦଳର ଏହି ନିଷ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ଏଥିମଧ୍ୟରୁ ଅନ୍ୟତମ…

ଆପ ବିଧାୟକ ଅମାନତୁଲ୍ଲାହ ଗିରଫ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଜଣଙ୍କ ପରେ ଜଣେ ନେତା ଗିରଫ ହେବାରେ ଲାଗିଛନ୍ତି । ଯାହାକୁ ଦଳର ମୁଣ୍ଡ ବ୍ୟଥାର କାରଣ ସାଜିଛି । ବିଧାୟକ ଅମାନତୁଲ୍ଲାହଙ୍କୁ ଗୁରୁବାର ଇଡି ଗିରଫ କରିଛି । ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିବାରୁ ଇଡି ଏହି…

ଆଈ ହେବେ ନୀନା ଗୁପ୍ତା

ମୁମ୍ବାଇ: ବଲିଉଡର ମହାନ ଅଭିନେତ୍ରୀ ନୀନା ଗୁପ୍ତା ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି । ତାଙ୍କ ଝିଅ ମସାବା ଗୁପ୍ତା ଗର୍ଭବତୀ ଥିବା ସେ ଜଣାଇଛନ୍ତି । ମସବା ତାଙ୍କ ପତି ସତ୍ୟଦୀପ ମିଶ୍ରଙ୍କ ସହ ବେବି ବମ୍ପ ଦେଖାଇ ଫଟୋ ମଧ୍ୟ ଶେୟାର କରିଛନ୍ତି । ମସବା ଓ ସତ୍ୟଦୀପ ଗତ ବର୍ଷ ଜାନୁୟାରୀରେ…

ପ୍ୟାରିସ ଅଲିମ୍ପିକ୍ସରୁ ଓହରିଲେ ଲଙ୍ଗଜମ୍ପର ମୂରଲୀ ଶ୍ରୀଶଙ୍କର

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ଆଘାତ ସମସ୍ୟା ଯୋଗୁ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି । ଶ୍ରୀଶଙ୍କର ଟୁଇଟ କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ସୁଚନା ଦେଇଛନ୍ତି । ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଅଲିମ୍ପିକ୍ସ…

ନିର୍ବାଚନ ପୂର୍ବରୁ ବରଗଡ଼ ପୋଲିସକୁ ବଡ଼ ସଫଳତା: ଗାଡ଼ି ଚେକିଂ ବେଳେ ୧୦ ଲକ୍ଷ ଟଙ୍କା ଜବତ, ଜଣେ ଗିରଫ

ବରଗଡ଼: ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ବରଗଡ଼ ଟାଉନ ପୋଲିସକୁ ମିଳିଛି ବଡ଼ ସଫଳତା।ଚେକିଙ୍ଗ ସମୟରେ ଏକ ପିକଅପ୍ ଗାଡ଼ିରୁ ଧରାପଡ଼ିଲା ୧୦ ଲକ୍ଷ ଟଙ୍କା । ଟାଉନ ପୋଲିସ ପିକଅପ୍ ଗାଡ଼ିକୁ ଏବଂ ୧୦ ଲକ୍ଷ ଟଙ୍କା ଜବତ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି। ସୂଚନା…

୫-ଟିରେ ଖର୍ଚ୍ଚ ହୋଇଥିବା ସମସ୍ତ ସରକାରୀ ଅର୍ଥ ବିଜେଡି ଠାରୁ ଆଦାୟ କରାଯାଉ: କଂଗ୍ରେସ

ଭୁବନେଶ୍ୱର: ଆଜି କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହାର ଅଧ୍ୟକ୍ଷତା କରିଥିଲେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ । ଏହି ସଭାରେ ସେ ବିଜୁ ଜନତାଦଳ ଉପରେ ବର୍ଷିବା ସହିତ ୫-ଟିର ପ୍ରଚାର ପ୍ରସାରରେ ଖର୍ଚ୍ଚ ହୋଇଥିବା ସମସ୍ତ ସରକାରୀ ଅର୍ଥ ଉପରେ…

ସୁରେନ୍ଦ୍ର ଭାବେ ହେଲେ ଓଡିଶା କ୍ରିକେଟ ଟିମର ମୂଖ୍ୟ କୋଚ

କଟକ: ମହାରାଷ୍ଟ୍ରର ପୂର୍ବତନ ଅଧିନାୟକ ତଥା କୋଚ ସୁରେନ୍ଦ୍ର ଭାବେଙ୍କୁ ଓଡିଶା କ୍ରିକେଟ ଟିମର ମୂଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି । ସେ ଆଗାମୀ ଘରୋଇ ସିଜନରେ ଦୀନେଶ ମୋଙ୍ଗିଆଙ୍କ ସ୍ଥାନରେ ଏହି ଦାୟିତ୍ୱ ତୁଲାଇବେ । ଚଳିତ ବର୍ଷ ରଣଜୀ ଟ୍ରଫିରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟଜନକ…

ଯୋଡା ମ୍ୟୁନିସିପାଲଟିର ପ୍ରଥମ ଅଧ୍ୟକ୍ଷକଙ୍କ ସହ ବିଜେପିରେ ମିଶିଲେ ବିଜେଡିରେ ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ସୁଦୃଢ ହେଉଛି ବିଜେପି । ଅନ୍ୟ ସବୁ ଦଳ ଛାଡି ବିଜେପିରେ ଯୋଗଦେଉଛନ୍ତି ବହୁ ନେତା ଓ କର୍ମୀ । ଏହି ପ୍ରରିପେକ୍ଷୀରେ ଆଜି କେନ୍ଦୁଝର ଜିଲ୍ଲା ଯୋଡା ମ୍ୟୁନିସିପାଲଟିର ପ୍ରଥମ ଅଧ୍ୟକ୍ଷ, ବିଜେଡିର ପୂର୍ବତନ କେନ୍ଦୁଝର ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଦାସ ନିଜର ଶତାଧିକ…

‘କେଜ୍ରିଓ୍ବାଲଙ୍କୁ ମାରିଦେବାକୁ ଷଡଯନ୍ତ୍ର କରୁଛି ବିଜେପି’

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାରି ମଧ୍ୟରେ ରାଉଜ ଆଭେନ୍ୟୁ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଇଡି ଦାବି କରିଛି ଯେ, ଜାଣିଶୁଣି କେଜ୍ରିୱାଲ ଅଧିକ ମିଠା ଖାଉଛନ୍ତି । ଯଦ୍ବାରା ତାଙ୍କ ସୁଗାର…

ରାଜନୈତିକ ଦଳମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆଜି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରିଥିଲେ । ରାଜ୍ୟରେ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ,…