ଆଇପିଏଲ କ୍ୟାରିୟରରେ ପ୍ରଥମ ଶତକ ମାରିଲେ ସୁନୀଲ ନାରିନ
କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଅଲରାଉଣ୍ଡର ସୁନୀଲ ନାରିନ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରିଛନ୍ତି । ଏହା ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ । ଓପନିଂ ବ୍ୟାଟିଂ କରିବାକୁ ଆସି ସେ ମାତ୍ର ୪୯ ବଲରେ ତାଙ୍କ ଶତକ ପୂରଣ କରିଥିଲେ ।…