୨୦୨୪ ଆଇପିଏଲ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଲାଗିଛି ବଡ ଝଟକା
ନୂଆଦିଲ୍ଲୀ: ୨୦୨୪ ଆଇପିଏଲ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଲାଗିଛି ବଡ ଝଟକା । ଗ୍ଲେନ ମ୍ୟାକ୍ସୱେଲ ଆରସିବିର ହାତ ଛାଡିଛନ୍ତି । ଆଇପିଏଲ୍ ୨୦୨୪ ସିଜିନରେ ଆରସିବି ୭ଟି ମ୍ୟାଚରୁ ୬ଟି ମ୍ୟାଚରେ ପରାସ୍ତ ହୋଇଛି । ଚଳିତ ଆଇପିଏଲ୍ ରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ମ୍ୟାକ୍ସୱେଲଙ୍କ…