Latest Odisha News

BREAKING NEWS

Yearly Archives

2024

ବିଜେପିରେ ଗୋଷ୍ଠୀ କନ୍ଦଳ, ଟିକେଟ ପାଇଥିବା ନେତାଙ୍କୁ ଦଳୀୟ କର୍ମୀଙ୍କ ତୀବ୍ର ବିରୋଧ

ସୁବର୍ଣ୍ଣପୁର: ପଦାରେ ପଡିଲା ବିଜେପି ଅନ୍ତଃ କନ୍ଦଳ। ବିଜେପି ଟିକେଟ ପାଇଥିବା ନେତାଙ୍କୁ ଦଳୀୟ କର୍ମୀ ଓ ନେତାଙ୍କ ତୀବ୍ର ବିରୋଧ । ବିଦ୍ରୋହର ସ୍ବର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିବା ଆରମ୍ଭ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପାର୍ଟିରେ…

ବିଏସକେଓ୍ବାଇ ବନ୍ଦ କରିବାକୁ ଧର୍ମେନ୍ଦ୍ର କରୁଛନ୍ତି ଷଡ଼ଯନ୍ତ୍ର, ଅଭିଯୋଗ ଆଣିଲା ବିଜେଡି; ବିଜେପି ଦେଲା ଜବାବ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସରକାରଙ୍କ ସଫଳ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ରୋକିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ବିଏସକେୱାଇ ସ୍ୱାସ୍ଥ୍ୟ ଯୋଜନା ସାରା ରାଜ୍ୟରେ ଲକ୍ଷ ଲକ୍ଷ ଲୋକଙ୍କୁ ଚିକିତ୍ସା ସୁବିଧା…

‘ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର’

ରାୟଗଡ଼ା: ଆଉ କିଛି ଦିନ ପରେ ହେବ ସାଧାରଣ ନିର୍ବାଚନ । ନିର୍ବାଚନକୁ ନେଇ ଗାଁ ଠାରୁ ସହର ସବୁଠି ନିର୍ବାଚନ ତାତି । ଗୁଣୁପୁର ନିର୍ବାଚନ ମଣ୍ଡଳୀର ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ହେବା ପରେ ସମସ୍ତ ଦଳର ପ୍ରାର୍ଥୀ ଆଉ ନେତା ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇ ପଡିଛନ୍ତି । ତେବେ ରାୟଗଡା…

ଖଣି ମାଫିଆଙ୍କ ଦ୍ବାରା ପ୍ରଭାବିତ ହୋଇ ବିଜେଡି ଟିକେଟ୍ ବିକ୍ରି କରୁଛି: କୁଲେସିକା

ଭୁବନେଶ୍ୱର: ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ତାଙ୍କ ସମର୍ଥକଙ୍କ ସହ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପରେ ନିର୍ବାଚନ ବେଳେ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି। ଶାସକ ଦଳ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିବା କୁଲେସିକା ଏକ ବିବାଦୀୟ ବୟାନ…

ଗୋଟିଏ ଓଭରରେ ୬ ଛକା ମାରିଲେ ନେପାଳୀ କ୍ରିକେଟର ଦୀପେନ୍ଦ୍ର

କାଠମାଣ୍ଡୁ: ନେପାଳର ଉଦୀୟମାନ କ୍ରିକେଟର ଦୀପେନ୍ଦର ସିଂ ଆୟରୀ ଗୋଟିଏ ଓଭରରେ ୬ଟି ଛକା ମାରି କୀର୍ତିମାନ ସ୍ଥାପନ କରିଛନ୍ତି । ଟି୨୦ କ୍ରିକେଟରେ ଯୁବରାଜ ସିଂ ଓ କିରନ ପୋଲାର୍ଡଙ୍କ ପରେ ସେ ଏହି ସଫଳତା ହାସଲ କରିଛନ୍ତି । ଅଲ ଅମୀରତ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଏସିସି ପୁରୁଷ…

ନବୀନଙ୍କୁ ଷ୍ଟାର ପ୍ରଚାରକ କହୁଥିଲା ବିଜେଡି, ଏବେ କଳାକାର କାହିଁକି ଖୋଜା ପଡ଼ିଲେ ପଚାରିଲା ବିଜେପି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଓଲିଉଡ କଳାକାରଙ୍କୁ ଟାର୍ଗେଟ କରିଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଜୁ ଜନତା ଦଳ (ବିଜେଡି)କୁ ତୀବ୍ର ସମାଲୋଚନା କରିଛି । ବିଜେପି ନେତ୍ରୀ ତଥା ଓଲିଉଡ ଅଭିନେତ୍ରୀ ପିଙ୍କି ପ୍ରଧାନ କହିଛନ୍ତି, ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର ଓ…

ନବ ଦାସ ହତ୍ୟା ମାମଲାରେ ପୁଣି ସାକ୍ଷ୍ୟ ଦେଲେ ପ୍ରତ୍ୟକ୍ଷଦର୍ଶୀ

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ଜଣେ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) କୋର୍ଟ। ଏହି ଦୁର୍ଭାଗ୍ୟଜନକ ଦିନ ଘଟିଥିବା ଦୁଃଖଦ ଘଟଣାକୁ ଆଲୋକପାତ କରି ଶୁଣାଣି ଆରମ୍ଭ ହେବା…

ଇସ୍ରାଏଲର ଜାହାଜକୁ କବଜା କଲା ଇରାନ

ତେହେରାନ: ଇସ୍ରାଏଲ-ଇରାନ ଏବେ ଯୁଦ୍ଧର ନିକଟତର ହୋଇଛନ୍ତି । ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବା ବେଳେ ଶନିବାର ଇସ୍ରାଏଲର ଏକ କଂଟେନର ଜାହାଜକୁ ଇରାନର ନୌସେନା କବଜା କରିଛି । ଇସ୍ରାଏଲର ବ୍ୟବସାୟୀ ଇୟାଲ ଆଫେରଙ୍କ ଏହି ଜାହାଜ ଭାରତ ଅଭିମୁଖେ ଆସୁଥିଲା । ଓମାନର ହୋର୍ମୁଜ ଜଳଡମରୁମଧ୍ୟ ନିକଟରେ…

ମୋଷ୍ଟ୍ ୱାଣ୍ଟେଡ୍ ୩ ଡକାୟତ ଗିରଫ; ୧ କେଜି ସୁନା ଗହଣା ଓ ୪ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ତିନିଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ। ସେମାନଙ୍କଠାରୁ ୧ କେଜି ସୁନାଗହଣା, ୧ କେଜି ୫୦୦ ଗ୍ରାମ ରୁପା ଅଳଙ୍କାର ଓ ନଗଦ ୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି କୁଖ୍ୟାତ ଡକାୟତ ଗ୍ୟାଙ୍ଗ ମୋଷ୍ଟ୍ ୱାଣ୍ଟେଡ ତାଲିକାରେ…

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ସହ ଲଢିବେ ବିକ୍ରମାଦିତ୍ୟ ସିଂହ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରୁଛି ବିଜେପି । ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ  ଟିକେଟ୍‌ ଦେଇଛି ବିଜେପି। ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କୁ ଟକ୍କର ଦେବେ କଂଗ୍ରେସର ବିକ୍ରମାଦିତ୍ୟ ସିଂହ। ମଣ୍ଡି ଲୋକସଭା…