କଳାକାରଙ୍କ ସହ ମଞ୍ଚରେ ନାଚି ନିର୍ବାଚନ ପ୍ରଚାର କଲେ ମମତା, କହିଲେ ମୋଦୀ ଗ୍ୟାରେଣ୍ଟି ମିଥ୍ୟା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ମିଥ୍ୟା ବୋଲି କହିଛନ୍ତି। ଏହା ସହିତ ସେ ମଧ୍ୟ ଦାବି କରିଛନ୍ତି ଯେ ଲୋକସଭା ନିର୍ବାଚନରେ ବିଜେପି ୨୦୦ରୁ ଉର୍ଦ୍ଧ୍ୱ ଆସନ ଜିତିବ ନାହିଁ।…