Latest Odisha News

BREAKING NEWS

Yearly Archives

2024

ଶିଶୁ କବିତା : ବିଷୁବ ସଂକ୍ରାନ୍ତି ଆସିଛି

କୁଞ୍ଜବିହାରୀ ସାହୁ ଦେଖରେ ଦେଖରେ ବିଷୁବ ସଂକ୍ରାନ୍ତି ଆସିବାର ଦେଖି ବସନ୍ତ ପବନଟା ଏବେ ଉଭେଇଗଲାଣି ତାତି ଖରା ଟାଣେ ପଣତ । ଝାଞ୍ଜି ବହିଲାଣି ସହି ହେଉନାହିଁ ବିଷୁବର ଟାଣଖରାରେ, ପଣା ପିଇବାରେ ମଜା ରହିଅଛି ଏଇ ବଇଶାଖୀ ଧରାରେ । ବିଷୁବରେଖାକୁ ଡେଇଁ ଡେଇଁ ଗଲା ଉତ୍ତର…

ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଗୁରୁତର

ବରଗଡ: ବରଗଡ଼ ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଏଥିରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯାତ୍ରୀ ମାନେ ପ୍ରଥମେ ପୁରୀରୁ…

ଭାଷା ଭାଗବତ : ଲୋକଭାଷାର ଗୁଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଗାଆଁର ସାଧାରଣ ଲୋକ ନ ହୋଇ ସୁଦ୍ଧା ଆଧୁନିକ ସ୍ବଭାଷା କରି ବ୍ୟବହାର ରଖଂତି ମର୍ଯାଦା ତାହାର ସେମାନେ ହୋଇ ଏକଭାଷୀ ସମଭାଷୀ ସହିତ ମିଶି କରଂତି ଭାବ ବିନିମୟ ତାଂକ ମନେ ନ ଥାଏ ଭୟ ସୂଚନା ଆଦାନପ୍ରଦାନ କରିଥାଆଂତି ପ୍ରତି ଦିନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିଷ୍ଣୁ ସ୍ୱରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଷ୍ଣୁ ସ୍ୱରୂପତା ସର୍ବୋତ୍ତ ଭାବେ ଗ୍ରହଣୀୟ। ଶ୍ରୀମନ୍ଦିର ଚୂଡାରେ ଅଙ୍କିତ ରମାନନ୍ଦୀ ଚିତା ମଧ୍ୟ ସାର୍ବଜନିନ ଭାବେ ଏହାକୁ ବିଷ୍ଣୁ ଆରାଧିତ ମନ୍ଦିର ଭାବରେ ପରିଗଣିତ…

ଖରାଦିନେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପିଅନ୍ତୁ ଏହି ଜୁସ୍

ଭୁବନେଶ୍ବର: କଲ ବଲ କରୁଛି ତାତି । ସବୁଆଡେ଼ ଏବେ ଗ୍ରୀଷ୍ମ ପ୍ରକୋପ । ତେବେ ଏହି ଡହଡହ ତାତି ପାଇଁ ଅଂଶୁଘାତ ହେବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ଅଂଶୁଘାତ ରୁ ରକ୍ଷା ପାଇବେ କିପରି । ଖରାରେ ବାହାରକୁ ବାହାରନ୍ତୁ ନାହିଁ । ଆବଶ୍ୟକ ପଡିଲେ ସତର୍କତା ସହ ଯାଆନ୍ତୁ। ଖରାକୁ ବାହାରିଲେ…

ପବିତ୍ର ମହାବିଷୁବ ସଂକ୍ରାନ୍ତି, ଘରେ ଘରେ ଚଉରା ମୂଳେ ବନ୍ଧାହେବ ବସୁନ୍ଧରା ଠେକି

ଭୁବନେଶ୍ଵର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଆନନ୍ଦ ଉଲ୍ଲାସର ଦିନ। ପଣା ସଂକ୍ରାନ୍ତି ଅବସରରେ ଆଜିଠାରୁ ନୂତନ ପଞ୍ଜିକା ଓଡ଼ିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ…

ସଲମାନ ତାଙ୍କୁ ମାରିବା ପାଇଁ ଦେଇଛନ୍ତି ସୁପାରୀ: କମାଲ ରଶିଦ ଖାଁ

ମୁମ୍ବାଇ: ଫିଲ୍ମମେକର ଓ ସ୍ୱୟଂଘୋଷିତ କ୍ରିଟିକ୍ସ କମାଲ ରଶିଦ ଖାଁ (କେଆରକେ)ଙ୍କ ଏକ ପୋଷ୍ଟ ଏବେ ବଲିଉଡରେ ହଇଚଇ ସୃଷ୍ଟି କରିଛି । ସୁପରଷ୍ଟାର ସଲମାନ ଖାଁ ତାଙ୍କୁ ମାରିବା ପାଇଁ ସୂୁପାରୀ ଦେଇଥିବା ସେ କହିଛନ୍ତି । କଂଗ୍ରେସର ପୂର୍ବତନ ନେତା ସଞ୍ଜୟ ନିରୂପମା ତାଙ୍କୁ ଏହି କଥା କହିଥିବା…

୯ଟି ଲୋକସଭା ଆସନ ପାଇଁ କଂଗ୍ରେସର ଦ୍ୱିତୀୟ ପ୍ରାର୍ଥୀ ତାଲିକା, ବାଲେଶ୍ବରରୁ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: ୯ଟି ଲୋକସଭା ଆସନ ପାଇଁ କଂଗ୍ରେସ ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। କଂଗ୍ରେସ ପକ୍ଷରୁ ପ୍ରକାଶିତ ତାଲିକା ଅନୁଯାୟୀ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଏହି ଆସନ ପାଇଁ ବିଜେପି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ…

ଫିଟ ଅଛନ୍ତି ତ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଥମରୁ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଏବେ ଟ୍ରାକକୁ ଫେରିଛି । ତେବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପୂର୍ଣ୍ଣ ଫିଟ ନ ଥିବା ଖବର ପ୍ରକାଶ ପାଇଛି । ତେବେ ଏ ନେଇ ମୁମ୍ବାଇ କିମ୍ବା ହାର୍ଦ୍ଦିକଙ୍କ ପକ୍ଷରୁ…

ଝାରବନ୍ଧରେ ପୋଲିସ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ, ମୁଖ୍ୟ ଅଭିଯୁକ୍ତ ଗିରଫ

ବରଗଡ଼: ଝାରବନ୍ଧରେ ପୋଲିସଙ୍କ ଉପରେ ଆକ୍ରମଣ କଲେ ଦୁର୍ବୃତ୍ତ। ଏନେଇ ବରଗଡ଼ ଏସପି କାର୍ଯ୍ୟାଳୟ ଠାରେ ଶନିବାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ଝାରବନ୍ଧ ପୋଲିସ ନାକାରେ ଚେକିଙ୍ଗ କରୁଥିବା ସମୟରେ ଦୁଇଜଣ ଦୁର୍ବୃତ୍ତକୁ ୩ କେଜି ଗଞ୍ଜେଇ ସହ ଗିରଫ କରାଯାଇଥିଲା।…