Latest Odisha News

BREAKING NEWS

Yearly Archives

2024

ଚିରାଗ ପାଶ୍ୱାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଦଳ ଛାଡ଼ିଲେ ୨୨ ନେତା

ପାଟନା: ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ଯୋରଦାର ଚାଲିଛି ନେତାଙ୍କ ଦଳ ବଦଳ ପର୍ବ । ଏହାରି ଭିତରେ ବିହାରରେ ଲୋକ ଜନଶକ୍ତି ପାର୍ଟି(ରାମ ବିଲାଶ)ର ନେତା ଚିରାଗ ପାଶୱାନଙ୍କୁ ଲାଗିଛି ଶକ୍ତ ଝଟକା । ଏକାଥରରେ ୨୨ ଜଣ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରାର୍ଥୀ ଚୟନରେ ଚିରାଗଙ୍କ…

ପାଣି ଟାଙ୍କିରୁ ବାହାରିଲା ୩୦ ମାଙ୍କଡଙ୍କ ମୃତଦେହ, ଡାକ୍ତରଖାନାରେ ଭର୍ତ୍ତି ହେଲେ ୨୦୦ ପରିବାର

ହାଇଦ୍ରାବାଦ: ଯେଉଁ ପାଣି ଟାଙ୍କିରୁ ପାଣି ପିଉଥିଲେ ଗ୍ରାମବାସୀ ସେହି ଟାଙ୍କିରୁ ଉଦ୍ଧାର ହେଲା ୩୦ଟି ମାଙ୍କଡ଼ର ମୃତଦେହ । ତେଲେଙ୍ଗାନାର ନାଲାଗୋଣ୍ଡା ଜିଲ୍ଲାର ଏକ ପାଣି ଟାଙ୍କିରୁ ୩୦ଟି ମାଙ୍କଡଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ଟାଙ୍କିରୁ ୨୦୦ରୁ ଅଧିକ ପରିବାର ପାଣି ବ୍ୟବହାର…

କଂଗ୍ରେସରୁ ଇସ୍ତଫା ଦେଲେ ଗୌରବ ବଲ୍ଲଭ, କହିଲେ, ‘ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବି ନାହିଁ’

ନୂଆଦିଲ୍ଲୀ: କଂଗ୍ରେସକୁ ପୁଣି ଏକ ବଡ ଝଟ୍‌କା । ଇସ୍ତଫା ଦେଲେ ଦଳର ପ୍ରବକ୍ତା ଗୌରବ ବଲ୍ଲଭ । ସେ ଆଜି ସକାଳୁ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇ ଦେଇଛନ୍ତି । ଦଳରେ ରହିବା କଷ୍ଟସାଧ୍ୟ କହି ଦଳରୁ ଇସ୍ତଫା ଦେଇଥିବା ଜଣାପଡିଛି । ଗୌରବ ବହ୍ଲବ…

କେମିକାଲ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ; ୫ ମୃତ, ୧୬ ଗୁରୁତର

ହାଇଦ୍ରାବଦ: କେମିକାଲ ଫ୍ୟାକ୍ଟ୍ରୀରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲା ଅଧୀନ ଏକ ଔଷଧ…

ଫିଲ୍ମ ଷ୍ଟାଇଲ୍ ରେ ଆସି ବନ୍ଧୁକ ଦେଖାଇ ଲୁଟିନେଲେ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଗହଣା

ପୁରୀ: ବାଇକ ରେ ଆସିଲେ ମୁଣ୍ଡରେ ବନ୍ଧୁକ ଲଗାଇଲେ କିଛି ଭାବିବା ଦେଖିବା ପୂର୍ବରୁ ଲୁଟିନେଲେ ସୁନାଗହଣା । ପୁରା ପିଲ୍ମ ଷ୍ଟାଇଲ୍ ରେ ଲୁଟ୍ ହୋଇଥିବା ଦେଖିବାକୁ ମିଳିଛି । ପିପିଲିର ଡେଲାଙ୍ଗ ଥାନା ଅଞ୍ଚଳରେ । ତେବେ ଜଣେ ସୁନା ବ୍ୟବସାୟୀ ଏହି ଲୁଟ୍ର ଶିକାର ହୋଇଛନ୍ତି । ସୁନା ବ୍ୟବସାୟୀ…

ଭାଷା ଭାଗବତ : ମତଦାତାର ନିରବତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିର୍ଜନ ଏବେ ରାଜୋଦ୍ୟାନ ଜନୋଦ୍ୟାନରେ ନାହିଁ ତୃଣ ଏ ସବୁ ବୋଲାଂତି ବଗିଚା ଗୋଟେ କଂଚା, ଆରଟି ପଚା ଟଳିଯାଇନି ରାଜାସନ ମାଟି ହୋଇଛି ଜନାସନ ଏପରି ହୋଇଛି ବ୍ୟବସ୍ଥା ଅନୁପସ୍ଥିତ ସବୁ ଆସ୍ଥା ଜନତା ଅଜାଡ଼ିଲେ ମତ ନେତା ହୁଏ…

ଟ୍ରକ୍‌ ଧକ୍କାରେ ଯୁବକ ମୃତ, ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

କେନ୍ଦୁଝର: କେନ୍ଦୁଝର ସଦର ଥାନା ବାଂଶପାଳ ବ୍ଲକ ଅଧୀନ ଏକ ଘରୋଇ ପ୍ଲାଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ହେଲେ ସନ୍ତୋଷ ଦେହୁରୀ ସେ ସ୍ଥାନୀୟ ବିନିନ୍ଦା ଗ୍ରାମର ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଫେରାର ଅଛି ଡ୍ରାଇଭର । ଖବର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସକଳ ଘଟେ ନାରାୟଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ (ନାରାୟଣ )ଙ୍କ ସ୍ଥିତି ସକଳ ଘଟରେ ଏହି ସତ୍ୟକୁ ଉପଲବ୍ଧି କରି ସାଧକ କବି ଜଗନ୍ନାଥ ଦାଶ “ଓଡ଼ିଆ ଭାଗବତ “ରେ ସୁନ୍ଦର ପଦଟିଏ ଦେଲେ : “ସକଳ ଘଟେ ନାରାୟଣ, ବସନ୍ତି ଅନାଦି…

ଓଡିଆ ଭାଷା, ଅସ୍ମିତା ଓ ସ୍ୱାଭିମାନ ଆଜି ସଂକଟରେ: ବିଜେପି

ଭୁବନେଶ୍ୱର: ମା', ମାଟି ଓ ମାତୃଭାଷା ନେଇ ପ୍ରତ୍ୟେକ ବ୍ୟକ୍ତି ଗର୍ବ କରେ । ‘ମା’ ଯିଏ ମୋତେ ଜନ୍ମ ଦେଇଛି, ‘ମାଟି’ ଯାହା ଉପରେ ପାଦ ଦେଇ ମୁଁ ବଡ ହୋଇଛି ଓ ‘ମାତୃଭାଷା’ ଯିଏ ମୋତେ ପ୍ରଥମ ପରିଚୟ ଦେଇଛି । ମୁଁ ମୋ ଭାଷାରେ କଥା ନହେଲେ ମୋର ପରିଚୟ କେହି ଜାଣିପାରିବେ ନାହିଁ । ତେଣୁ ମା’,…

ଶାନ୍ତିପୂର୍ଣ୍ଣ ଏବଂ ପ୍ରଲୋଭନମୁକ୍ତ ସାଧାରଣ ନିର୍ବାଚନ ସୁନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଓ ପ୍ରଲୋଭନମୁକ୍ତ ନିର୍ବାଚନ ପାଇଁ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ସୀମାରେ ଆଇନ ଶୃଙ୍ଖଳା ପରିସ୍ଥିତି, ବେଆଇନ କାର୍ଯ୍ୟକଳାପ ରୋକିବା ଏବଂ ଏହା ଉପରେ କଡ଼ା ନଜର ରଖିବା ପାଇଁ ଆଜି ନିର୍ବାଚନ ଆୟୋଗ ସମସ୍ତ…