ବଢିଲା ବାବା ରାମଦେବଙ୍କ ଅଡୁଆ, କୋର୍ଟରେ ହାଜର ହେବେ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣା
ନୂଆଦିଲ୍ଲୀ: ବଢିଲା ବାବା ରାମଦେବଙ୍କ ଅଡୁଆ । ଅବମାନନା ବିଜ୍ଞପ୍ତିର ଉତ୍ତର ନଦେବାରୁ ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଓ ବାବା ରାମଦେବଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।…