Latest Odisha News

BREAKING NEWS

Yearly Archives

2024

କବିତା : ଏଇ ଫଗୁଣରେ

ଶୁଭ୍ରାଂଶୁ ଶେଖର ମାହୁନ୍ତ ଏଇ ଫଗୁଣରେ .... ଆଖିଯୋଡିକ ମୋର ଖୋଜୁଛି ତୁମକୁ ଅତି ନିକଟରେ, ତୁମ ଉପେକ୍ଷlରେ.... ସ୍ୱପ୍ନ ମୋର ସବୁ ମଉଳିଯାଇଛି ଅବଶିଷ୍ଟ ଅବସୋସରେ ....! ଭାଙ୍ଗିଯାଉ ତୁମ ପାହାଡ଼ର ନୀରବତା ମୋ ଗୋଟିଏ ଶବ୍ଦରେ , ହସର ଫୁଆରା ଖେଳିଯାଉ ମୋ ଓଠରେ ତୁମ…

ବେଙ୍ଗାଲୁରୁ ପରେ ମୁମ୍ୱାଇରେ ବି ଘନେଇଲାଣି ଜଳ ସଙ୍କଟ

ନୂଆଦିଲ୍ଲୀ: ମୁମ୍ୱାଇ ସହରରେ ଘନେଇଲାଣି ଜଳ ସଙ୍କଟ । ଗତକାଲିଠାରୁ ସହରରେ ୫ ପ୍ରତିଶତ କମ୍  ପାଣି ଯୋଗାଇ ଦିଆଯାଇଥିଲା। ଏମିତିକି ଆଜି ବି ମୁମ୍ୱାଇରେ  ୧୫ ପ୍ରତିଶତ କମ୍ ପାଣି ଯୋଗାଣ ପାଇଁ ବୃହଦ ମୁମ୍ୱାଇ ମହାନଗର ନିଗମ (ବିଏମସି) ଘୋଷଣା କରିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା…

ପୁରୀରେ ପିଲାଚୋରୀ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼

ପୁରୀ: ପୁରୀରେ ମାତିଛନ୍ତି ପିଲାଚୋର । ପିଲାଚୋରୀ ସନ୍ଦେହରେ ୩ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରି ଲହୁଲହାଣ କରିଛନ୍ତି । ପିଲା ଚୋର ସନ୍ଦେହରେ ଏହି ଯୁବକମାନେ ଗାଁରେ ପଶିଥିବା ଭାବି ଗାଁ ଲୋକେ ନିସ୍ତୁକ ମାଡ଼ ମାରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଖବର ମୁତାବକ,…

ଭାଷା ଭାଗବତ : ସର୍ବଗିଳା ଆଆଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନ ଥାଇ ଜୀବନାନୁରାଗ କଥାକୁ କହିବାର ବାଗ ବୋଲାଏ ଯେଉଁଠି କବିତା ସେଠାରେ ଲୋଡ଼ା ନିରବତା ସାହିତ୍ୟ ସେବା ନାମ ନେଇ ଯେ ଯାହା ଇଚ୍ଛା କରିଦେଇ ଯାଆଂତି ଏ ଭୂଇଁରେ ଖସି ସଭିଏଁ ପ୍ରସିଦ୍ଧି-ପ୍ରୟାସୀ କବିଂକ ଅତି ଯଶ-ପ୍ରୀତି ଯୋଗୁଁ…

ଭାରତ ନିର୍ବାଚନ କମିଶନଙ୍କ ବିଏଲଓ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର ବିଏଲଓ ମାସ୍କଟ ‘ମିତା ଦିଦି’

ଭୁବନେଶ୍ୱର: ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲଓ ମାସ୍କଟ୍ (ବିଏଲଓ ଆଇକନ ଦିଦି) ‘ମିତା ଦିଦି’କୁ ଭାରତ ନିର୍ବାଚନ କମିଶନ ନିଜର ବିଏଲଓ ପତ୍ରିକାରେ ମାସ୍କଟ୍ ରୂପେ ସ୍ଥାନିତ କରିଛନ୍ତି । ଓଡ଼ିଶାର ବିଏଲଓ ମାସ୍କଟ ‘ମିତା ଦିଦି’ ବର୍ତ୍ତମାନ ସମଗ୍ର ଦେଶରେ ବିଏଲଓ ମାସ୍କଟ ପାଲଟିଛି । ଏହି…

କବି ପ୍ରସନ୍ନ ମିଶ୍ରଙ୍କ ୮୩ ତମ ଜୟନ୍ତୀ ‘ଫାଲଗୁନ ଆସର’ ପାଳିତ

ଭୁବନେଶ୍ବର : ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ୮୩ ତମ ଜୟନ୍ତୀ ‘ଫାଲଗୁନ ଆସର’ ଶୀର୍ଷକରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଏହି ସାହିତ୍ୟିକ ଆସରରେ କବି କେଦାର ମିଶ୍ରଙ୍କ ସଭାପତିତ୍ବରେକବି ଆଶୁତୋଷ ପରିଡ଼ା ମୁଖ୍ୟ ଅତିଥି, କବି ଭରତ ବେହେରା ମୁଖ୍ୟବକ୍ତା,…

ସାତକୋଶିଆ ଅଭୟାରଣ୍ୟରେ କଳା ବାଘୁଣୀ ସହ ଯାଆଁଳା ଛୁଆ

ଭୁବନେଶ୍ୱର: ବନ ବିଭାଗ କ୍ୟାମେରାରେ କଏଦ ହୋଇଛି କଳା କଲରାପତରିଆ ବାଘୁଣୀ ସହ ଦୁଇ ଯାଆଁଳା ବାଘ ଛୁଆ । ଦୁଇ ଯାଆଁଳା ବାଘ ଛୁଆ ମଧ୍ୟରୁ ଗୋଟିଏ ସାଧାରଣ ହୋଇଥିବା ବେଳେ ଆଉ ଗୋଟିଏ କଳା ରଙ୍ଗର ହୋଇଥିବା ଦେଖିବାକୁ ମିଳିଛି । ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଏହି କଳା କଲରାପତରିଆ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଆତ୍ମା ରୂପୀ ନାରାୟଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆଜି ଆତ୍ମା ରୂପୀ ନାରାୟଣ ବୋଲି ବିବେଚନା କରିବା କାରଣ ନାମ ମହାତ୍ମ୍ୟ ବର୍ଣ୍ଣନା ସମୟରେ ମନରେ ବିଭିନ୍ନ ନାମକୁ ନେଇ ଯେଉଁ ଦ୍ଵନ୍ଦ ଉପୁଜିଲା ତାହା…

ଦୁଇ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । ବିଭିନ୍ନ ସ୍ଥାନରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ସେହିପରି ଆଜି (ମଙ୍ଗଳବାର) ଓ ଆସନ୍ତାକାଲି ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ସହ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି । ସେଥିପାଇଁ ସତର୍କ ସୂଚନା…

ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ଗୁରୁତର

ବାଲେଶ୍ୱର: ଶିକାରୀଙ୍କ ଗୁଳିରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ଏଥିସହ ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା  ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ । ସୂଚନାଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହେଇଥିଲେ…