ଅକ୍ଷୟ-ଟାଇଗରଙ୍କୁ ଦେଖିବାକୁ ଫ୍ୟାନଙ୍କ ଭିଡ଼ ; ପୁଲିସର ଲାଠିଚାର୍ଜ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ର ପ୍ରମୋଶନ ଇଭେଣ୍ଟରେ ଉତ୍ତେଜନା ଦେଖିବାକୁ ମିଳିଛି। ଅକ୍ଷୟ କୁମାର ଓ ଟାଇଗରଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଭିଡ ଜମିଥିଲା । ଫଳରେ ପୁଲିସକୁ ଲାଠି ଚାଳନା କରିବାକୁ ପଡ଼ିଲା ।…